ଚିଲିକା ମଝିରେ ଦେଖାଗଲା ବିରାଟ ହାତୀଶୁଣ୍ଢ, ସୁସୁ ଗର୍ଜନ କରି ଆକାଶକୁ ଉଠିଗଲା ଚିଲିକା ପାଣି, ଜାଣନ୍ତୁ ପୁରା ଘଟଣା
ଚିଲିକାରେ ଏକ ବିରଳ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଛି। ପାଣି ଉପରେ ଏକ ବିରାଟ ଘୂର୍ଣ୍ଣିଝଡ ଦେଖିବା ପରେ ହ୍ରଦକୁ ଆସୁଥିବା ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯାଇଥିଲେ। ଏହି ଋତୁରେ ରାଜ୍ୟରେ ଏହା ପ୍ରଥମ ରେକର୍ଡ ହୋଇଥିବା ଘୂର୍ଣ୍ଣିବାତ୍ୟା ବୋଲି ବିଶ୍ୱାସ କରାଯାଉଛି। ତେବେ ଏହି ଦୃଶ୍ୟକୁ ଦେଖି କିଛି ପର୍ଯ୍ୟଟକ ଭୟଭୀତ ହୋଇ ପଡିଥିବା ବେଳେ ଅନେକ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ। ତେବେ ସ୍ଥାନୀୟ ଗଣମାଧ୍ୟମ ସହିତ … Read more