ଖୁବ୍ ଶୀଘ୍ର ହେଇପାରେ ରଣବୀର ଆଲିଆଙ୍କ ବାହାଘର…

ରଣବୀର ଆଉ ଆଲିଆଙ୍କ ପ୍ରେମକୁ ନେଇ କିଛି ଦିନ ହେବ ବହୁ ଚର୍ଚ୍ଚା ଚାଲିଛି. ଉଭୟ ନିଜ ପ୍ରେମକୁ ସ୍ଵୀକାର କରିଛନ୍ତି. ରଣବୀର ଓ ଆଲିଆଙ୍କ ଯୋଡିକୁ ଲୋକେ ପସନ୍ଦ କରୁଛନ୍ତି. କିଛିଦିନ ହେବ ଏକ ଇଣ୍ଟରଭ୍ୟୁରେ ଉଭୟ ତାଙ୍କ ବାହାଘର କେବେ ବି ହୋଇପାରେ ବୋଲି କହିଥିଲେ. ଏହି ବୟାନ ପରେ ଉଭୟଙ୍କ ବାହଘରକୁ ନେଇ ଚର୍ଚ୍ଚା ଆହୁରୀ ତୀବ୍ର ହୋଇଯାଇଛି. ୨୦୨୦ରେ ହେଇପାରେ ବାହାଘର ଶୁଣିବାକୁ ମିଳୁଛି ଯେ ରଣବୀର ଓ ଆଲିଆ ୨୦୨୦
 
ଖୁବ୍ ଶୀଘ୍ର ହେଇପାରେ ରଣବୀର ଆଲିଆଙ୍କ ବାହାଘର…

ରଣବୀର ଆଉ ଆଲିଆଙ୍କ ପ୍ରେମକୁ ନେଇ କିଛି ଦିନ ହେବ ବହୁ ଚର୍ଚ୍ଚା ଚାଲିଛି. ଉଭୟ ନିଜ ପ୍ରେମକୁ ସ୍ଵୀକାର କରିଛନ୍ତି. ରଣବୀର ଓ ଆଲିଆଙ୍କ ଯୋଡିକୁ ଲୋକେ ପସନ୍ଦ କରୁଛନ୍ତି. କିଛିଦିନ ହେବ ଏକ ଇଣ୍ଟରଭ୍ୟୁରେ ଉଭୟ ତାଙ୍କ ବାହାଘର କେବେ ବି ହୋଇପାରେ ବୋଲି କହିଥିଲେ. ଏହି ବୟାନ ପରେ ଉଭୟଙ୍କ ବାହଘରକୁ ନେଇ ଚର୍ଚ୍ଚା ଆହୁରୀ ତୀବ୍ର ହୋଇଯାଇଛି.

ଖୁବ୍ ଶୀଘ୍ର ହେଇପାରେ ରଣବୀର ଆଲିଆଙ୍କ ବାହାଘର…

୨୦୨୦ରେ ହେଇପାରେ ବାହାଘର

ଶୁଣିବାକୁ ମିଳୁଛି ଯେ ରଣବୀର ଓ ଆଲିଆ ୨୦୨୦ ପୂର୍ବରୁ ବାହା ହେବେନି. ରିପୋର୍ଟ ଅନୁସାରେ ରଣବୀର ଆଲିଆଙ୍କ ଜଣେ ପାଖ ଲୋକ କହିଛନ୍ତି ଯେ ଆଲିଆ ନିଜ କ୍ୟାରିୟର ର ଉଚ୍ଚତାରେ ଅଛନ୍ତି. ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଛନ୍ତି ଆଉ ସାଥି ହେଇ ଜୀବନ ବିତେଇବାକୁ ଚାହୁଁଛନ୍ତି. ଉଭୟେ ବାହା ହେବେ ହେଲେ ଏହା ପାଇଁ ଲୋକଙ୍କୁ କମ ସେ କମ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ କହିବାର ଉଦ୍ଧେଶ୍ୟ ଉଭୟେ ୨୦୨୦ ପୂର୍ବରୁ ବାହା ହେବେନି

ରଣବୀରଙ୍କ ଫ୍ୟାମିଲିକୁ ପସନ୍ଦ ଆଲିଆ

ରଣବୀର ଓ ଆଲିଆ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି. ସାଥିରେ ରଣବୀରଙ୍କ ଘରଲୋକ ବି ଆଲିଆକୁ ବହୁତ ପସନ୍ଦ କରନ୍ତି. ରଣବୀର ଓ ଆଲିଆଙ୍କ ସମ୍ପର୍କ ବହୁତ୍ ଆଗକୁ ବଢିଯାଇଛି. ଅନୁମାନ କରାଯାଉଛି ଯେ ସେମାନେ କିଛିଦିନ ପୂର୍ବରୁ ରଣବୀରଙ୍କ ଫ୍ୟାମିଲି ସହ ଡିନର ମଧ୍ୟ କରିଛନ୍ତି