କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

ବଲିଉଡ ର ଗ୍ଲେମର ସବୁଦିନ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଧିକାଂଶ ଲୋକେ ବଲିଉଡ ସୁପରଷ୍ଟାର ଭଳି ଜୀବନ ବଞ୍ଚିବାକୁ ଚାହାନ୍ତି। ବଲିଉଡ ରେ ଲୁଚି ହେଇ ରହିଛି ବହୁତ ରହସ୍ୟ। ବହୁତ ସୁପରଷ୍ଟାର ନିଜର ମଦ ପିଇବାର ସତ୍ୟତା କୁ ବି ସ୍ୱୀକାର କରିଛନ୍ତି। ଆମେ ଏହି ପୋଷ୍ଟ ରେ କିଛି ସୁପରଷ୍ଟାର ଙ୍କ ନାମ କହିବୁ ଯିଏ ମଦ ପିଇବାର ଖରାପ ଗୁଣ ଯୋଗୁଁ ନୁଜ କେରିଅର ନଷ୍ଟ କରିଥିଲେ । ସଞ୍ଜୟ ଦତ୍ତ: ସଞ୍ଜୟ
 
କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

ବଲିଉଡ ର ଗ୍ଲେମର ସବୁଦିନ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଧିକାଂଶ ଲୋକେ ବଲିଉଡ ସୁପରଷ୍ଟାର ଭଳି ଜୀବନ ବଞ୍ଚିବାକୁ ଚାହାନ୍ତି। ବଲିଉଡ ରେ ଲୁଚି ହେଇ ରହିଛି ବହୁତ ରହସ୍ୟ। ବହୁତ ସୁପରଷ୍ଟାର ନିଜର ମଦ ପିଇବାର ସତ୍ୟତା କୁ ବି ସ୍ୱୀକାର କରିଛନ୍ତି। ଆମେ ଏହି ପୋଷ୍ଟ ରେ କିଛି ସୁପରଷ୍ଟାର ଙ୍କ ନାମ କହିବୁ ଯିଏ ମଦ ପିଇବାର ଖରାପ ଗୁଣ ଯୋଗୁଁ ନୁଜ କେରିଅର ନଷ୍ଟ କରିଥିଲେ ।

ସଞ୍ଜୟ ଦତ୍ତ:

କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

ସଞ୍ଜୟ ନିଜେ ସ୍ୱୀକାର କରିଥିଲେ କି ସେ ବହୁତ ବର୍ଷ ଧରି ମଦ ସହିତ ଆହୁରି ଆଲକାହଲ କୁ ଗ୍ରହଣ କରିଥିଲେ। ତାଙ୍କର ଏହି ଅଭ୍ୟାସ ପାଇଁ କେରିଅର ଶେଷ ହେବାରେ ଲାଗିଥିଲା।

ଧର୍ମେନ୍ଦ୍ର:

କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

ଅଭିନେତା ଧର୍ମେନ୍ଦ୍ର, ୟମଲା ପାଗଳା ଦିୱାନା ରେ ନିଜେ ସ୍ୱୀକାର କରିଥିଲେ କି ସେ ଆଲକହଲ ପାଇଁ ନିଜର କେରିଅର କୁ ନଷ୍ଟ କରିଥିଲେ।

ହନୀ ସିଂ:

କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

ଯେବେ ଏହି ବିଷାକ୍ତ ନସା ର ପ୍ରଭାବ ପଡେ ତା ବଡ଼ ବଡ଼ ସୁପରଷ୍ଟାର ବି ହାର ମାନି ନିଅନ୍ତି। ଏହି ନସା ର ପ୍ରଭାବ ରେ ହନୀ ସିଂ ବି ତାଙ୍କ କେରିଅର କୁ ନଷ୍ଟ କରିଦେଲେ।

ପୂଜା ଭଟ:

କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

ମହେଶ ଭଟ ଙ୍କ ଝିଅ ପୂଜା ଭଟ ବି ଆଲକହଲ ର ଶିକାର ହେଇଥିଲେ, ମାତ୍ର ଏବେ ସେ ମଦ ନିଶା ରୁ ନିଜକୁ ଦୂରରେ ରଖିଛନ୍ତି। ଏହା କେବଳ ତାଙ୍କ ବାପା ଙ୍କ ପାଇଁ ସମ୍ଭବ ହେଇପାରିଛି।

ପ୍ରବୀଣ ବବି:

କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

ବବି ଙ୍କ ଜୀବନ ବହୁତ ଦୁଃଖ ଦାୟକ ଥିଲା। ତାଙ୍କର ମଦ ପିଇବାର ଅଭ୍ୟାସ ଖାଲି ତାଙ୍କ କରିଅର କୁ ନୁହଁ, ତାସହ ତାଙ୍କ ଜୀବନ ବି ନେଇଗଲା।

ମିନା କୁମାରୀ:

କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

ମିନା କୁମାରୀ ଙ୍କ ବିବାହିତ ଜୀବନ ଖରାପ ଥିଲା, ଆଉ ଛାଡପତ୍ର ପରେ ସେ ମଦ ନସା ର ଶିକାର ହେଇଥିଲେ। ତାଙ୍କ ଲିଭର ଖରାପ ହେଇଗଲା ଆଉ ୪୦ ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ।

କପିଳ ଶର୍ମା:

କିଛି ବଲିଉଡ ସୁପରଷ୍ଟାର ମଦ ପିଇବାର ଖରାପ ଗୁଣ ଯୋଗୁଁ ତାଙ୍କ କେରିଅର ଆଉ ଜୀବନରେ ବହୁତ ଖରାପ ପ୍ରଭାବ ପଡିଛି।

କପିଲ ବି ମଦ ନିଶା ର ଶିକାର ହେଇ ନିଜ କରିଅର କୁ ନଷ୍ଟ କରିବାକୁ ଯାଉଛନ୍ତି, ସେ ବି ଅଳକହଲ ର ଶିକାର ଅଛନ୍ତି।