ଯଦି କୋଉ ଝିଅ ଦଉଛି ଏହି ୩ ସଙ୍କେତ ତ ବୁଝିଯାଅ ଯେ ସେ ତମକୁ ଭଲ ପାଉଛି

ଯଦି କୋଉ ଝିଅ କୋଉ ପୁଅକୁ ହସିଦେଇ ଚାଲିଯାଏ ତ ଆଜିକାଲିର ପୁଅମାନେ ଭାବନ୍ତି ସେ ଝିଅ ତାକୁ ଲାଇକ୍ କରୁଛି. ହେଲେ ଏହା ହେଉଛି ସଂପୂର୍ଣ୍ଣ ଭୂଲ୍ ଧାରଣା. ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏହା ବତେଇବୁ ଯେ ଯଦି କୋଉ ଝିଅ ଆପଣଙ୍କୁ ଏହି ୩ ପ୍ରକାରର ସଙ୍କେତ ଦେଉଛି ତ ବୁଝି ଯାଅ ଯେ ସେ ଆପଣଙ୍କୁ ବହୁତ୍ ଭଲ ପାଉଛି. ଯଦି ଝିଅ ଆପଣଙ୍କୁ ଭଲ ପାଉଥାଏ ତ ଦେଇଥାଏ
 
ଯଦି କୋଉ ଝିଅ ଦଉଛି ଏହି ୩ ସଙ୍କେତ ତ ବୁଝିଯାଅ ଯେ ସେ ତମକୁ ଭଲ ପାଉଛି

ଯଦି କୋଉ ଝିଅ କୋଉ ପୁଅକୁ ହସିଦେଇ ଚାଲିଯାଏ ତ ଆଜିକାଲିର ପୁଅମାନେ ଭାବନ୍ତି ସେ ଝିଅ ତାକୁ ଲାଇକ୍ କରୁଛି. ହେଲେ ଏହା ହେଉଛି ସଂପୂର୍ଣ୍ଣ ଭୂଲ୍ ଧାରଣା. ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏହା ବତେଇବୁ ଯେ ଯଦି କୋଉ ଝିଅ ଆପଣଙ୍କୁ ଏହି ୩ ପ୍ରକାରର ସଙ୍କେତ ଦେଉଛି ତ ବୁଝି ଯାଅ ଯେ ସେ ଆପଣଙ୍କୁ ବହୁତ୍ ଭଲ ପାଉଛି.

ଯଦି ଝିଅ ଆପଣଙ୍କୁ ଭଲ ପାଉଥାଏ ତ ଦେଇଥାଏ ଏହି ୩ ସଙ୍କେତ:

୧) ଯଦି କୋଉ ଝିଅ ଆପଣଙ୍କ ଛୋଟ ଛୋଟ କଥାରେ ବି ହସୁଛି ଆଉ ଆପଣଙ୍କୁ ଖୁସି କରେଇବାକୁ ଚେଷ୍ଟା କରୁଛି ତ ବୁଝି ଯାଏ ଯେ ସେ ଆପଣଙ୍କୁ ଲାଇକ୍ କରୁଛି.

ଯଦି କୋଉ ଝିଅ ଦଉଛି ଏହି ୩ ସଙ୍କେତ ତ ବୁଝିଯାଅ ଯେ ସେ ତମକୁ ଭଲ ପାଉଛି

୨) ଯଦି ଝିଅ ବିନା କାରଣରେ ହିଁ ଆପଣଙ୍କୁ ଛୁଇଁବାକୁ ଚେଷ୍ଟା କରୁଛି. ଆପଣଙ୍କ ଛୋଟଛୋଟ କଥାରେ ଆପଣଙ୍କ ସହ ଝଗଡା କରି ଆପଣଙ୍କୁ ମନେଇବାକୁ ଚେଷ୍ଟା କରୁଛି ତ ସେ ଆପଣଙ୍କୁ ଭଲ ପାଉଛି. ଯଦି ସେ ଆପଣଙ୍କୁ କୋଉ ଅଲଗା ଝିଅ ଆଡକୁ ଦେଖୁଥିବାର ଦେଖି ସେ ସେଠାରୁ ଉଠି ଚାଲିଯାଉଛି ତ ବୁଝିଯାଅ ଯେ ସେ ଆପଣଙ୍କୁ ତା ଲାଇଫ୍ ପାର୍ଟନର ଭାବି ନେଇଛି.

୩) ଯୋଉ ଝିଅ ଆପଣଙ୍କୁ ଦେଖି ଆପଣଙ୍କ ଆଖି ନ ମିଶେଇ ପାରୁଛି ଆପଣଙ୍କୁ ଦେଖି ଆଖି ତଳକୁ କରିଦଉଛି ଏମିତି ଲକ୍ଷଣରୁ ଝିଅର ଲାଜ ତ ଜଣାପଡୁଛି . ଆଉ ଯଦି ଝିଅ ଆପଣଙ୍କୁ ଦେଖି ସେ ତା ବାଳ(hair)କୁ କାନ ପଛରେ କରିଦଉଛି ତ ବୁଝି ଯାଅ ସେ ଆପଣଙ୍କୁ ବହୁତ୍ ଭଲ ପାଏ