ଏହି ବ୍ୟକ୍ତି ୧୯୫୨ ମସିହା ରୁ କାଟି ନାହାନ୍ତି ନିଜର ହାତର ନଖ, ବିଶ୍ୱ ରେକର୍ଡ କଲା ପରେ ବର୍ତ୍ତମାନ କରିବେ ଏମିତି..

ଆମ ଦୁନିଆ ରେ ଅଜବ ଗଜବ ମଣିଷ ଅଛନ୍ତି, ଆଉ ସେମାନେ ନୂଆ ନୂଆ ବିଶ୍ୱ ରେକର୍ଡ ବି କରିଛନ୍ତି। ବିଶ୍ୱ ରେକର୍ଡ ରେ ନିଜର ନାମ କରିବା ଏତେ ସହଜ ନୁହେଁ, ମାତ୍ର କିଛି ଲୋକ ଙ୍କ କଠିନ ପରିଶ୍ରମ ଆଉ ନିଜର ଅତୁଟ ମନବଳ ଦ୍ୱାରା ସେ ଏହି ରେକର୍ଡ କୁ ନିଜର କରିଥାନ୍ତି। ବିଶ୍ୱ ର ସବୁଠୁ ବଡ ଲମ୍ବା ନଖ ରଖି ରେକର୍ଡ କରିଥିବା ଭାରତର ଶ୍ରୀଧର ଚିଲାଲ ବର୍ତ୍ତମାନ ନିଜର
 
ଏହି ବ୍ୟକ୍ତି ୧୯୫୨ ମସିହା ରୁ କାଟି ନାହାନ୍ତି ନିଜର ହାତର ନଖ, ବିଶ୍ୱ ରେକର୍ଡ କଲା ପରେ ବର୍ତ୍ତମାନ କରିବେ ଏମିତି..

ଆମ ଦୁନିଆ ରେ ଅଜବ ଗଜବ ମଣିଷ ଅଛନ୍ତି, ଆଉ ସେମାନେ ନୂଆ ନୂଆ ବିଶ୍ୱ ରେକର୍ଡ ବି କରିଛନ୍ତି। ବିଶ୍ୱ ରେକର୍ଡ ରେ ନିଜର ନାମ କରିବା ଏତେ ସହଜ ନୁହେଁ, ମାତ୍ର କିଛି ଲୋକ ଙ୍କ କଠିନ ପରିଶ୍ରମ ଆଉ ନିଜର ଅତୁଟ ମନବଳ ଦ୍ୱାରା ସେ ଏହି ରେକର୍ଡ କୁ ନିଜର କରିଥାନ୍ତି।

ଏହି ବ୍ୟକ୍ତି ୧୯୫୨ ମସିହା ରୁ କାଟି ନାହାନ୍ତି ନିଜର ହାତର ନଖ, ବିଶ୍ୱ ରେକର୍ଡ କଲା ପରେ ବର୍ତ୍ତମାନ କରିବେ ଏମିତି..

ବିଶ୍ୱ ର ସବୁଠୁ ବଡ ଲମ୍ବା ନଖ ରଖି ରେକର୍ଡ କରିଥିବା ଭାରତର ଶ୍ରୀଧର ଚିଲାଲ ବର୍ତ୍ତମାନ ନିଜର ନଖକୁ କାଟିବାକୁ ରାଜି ହେଇଗଲେ। ଗିଁନିଷ ବିଶ୍ୱ ରେକର୍ଡ ଧାରକ ଶ୍ରୀଧର ୧୯୫୨ ରୁ ଏବେ ଯାଏ ହାତ ର ନଖ କୁ କାଟି ନାହାନ୍ତି। ତାଙ୍କ ନଖ ବିଶ୍ୱ ର ସବୁଠୁ ବଡ ନଖ ଅଟେ। ମାତ୍ର ଏବେ ୮୨ ବର୍ଷ ବୟସରେ ସେ ନିଜ ନଖ କୁ କାଟିବାକୁ ଅନ୍ତ ରେ ରାଜି ହେଇଗଲେ।

ଟାଇମସ ସ୍କେବର ରେ ରିପ୍ଲେ ର ବିଲିବ ଇଟ ଆଉ ନଟ ମିଉଜିଅମ ରେ ନଖ କଟିବାର ଗୋଟେ କଯ୍ୟକ୍ରମ ହବ , ଯେଉଁଠି ଶ୍ରୀଧରଙ୍କ ନଖ କଟା ଯିବ। ଅନୁମାନ ଅଛି ଯେ ଶ୍ରୀଧରଙ୍କ ସବୁ ନଖ ର ଲମ୍ବା ୯୦୯.୬ ସେଣ୍ଟିମିଟର ଅଟେ। ତାଙ୍କ ଗୋଟେ ଆଙ୍ଗୁଠି ନଖ ର ଲମ୍ବା ୧୯୭.୮ ଅଟେ। ୨୦୧୬ ରେ ସେ ଗୋଟେ ହାତରେ ସବୁଠୁ ଲମ୍ବା ନଖ ର ବିଶ୍ୱ ରେକର୍ଡ ନିଜ ନାମ ରେ କରିଥିଲେ।

ଭାରତର ରାଜ୍ୟ ମହାରାଷ୍ଟ୍ର ର ପୁନେ ରେ ଶ୍ରୀଧର ରୁହନ୍ତି, ସେ ଅନୁରୋଧ କଲେ କି ତାଙ୍କ କଟା ଯାଇଥିବା ନଖ କୁ ମିଉଜିଅମ ରେ ଭଲରେ ରଖାଯାଉ। ରପଲ ଶ୍ରୀଧରଙ୍କ ନଖ କାଟିବା ଆଉ ମିଉଜିଅମ ରେ ରଖିବା ପାଇଁ ତାଙ୍କୁ ଆମେରିକା କୁ ଡାକିଲେ। ଗୋଟେ ମିଡିଆ ପରାମର୍ଶ ଅନୁସାରେ ଶ୍ରୀଧର ଙ୍କ ନଖ କୁ ମିଉଜିଅମ ରେ ହି ଦେଖା ଯାଇପାରିବ।