ଭାରତୀୟ କ୍ରିକେଟର ଚହଲ ତାଙ୍କ ଜୀବନ ର ପ୍ରଥମ ODI ବାଉଁଡ୍ରି ମାରିଲେ ଆଉ ନିଜ ବେଟ କୁ ଉଠାଇଲେ ଏହା ଦେଖି ସମସ୍ତେ ହସିଲେ।

ଭାରତୀୟ ଟିମ ଇଂଲଣ୍ଡ ସହ ହଉଥିବା ODI ସିରିଜ ର ପ୍ରଥମ ମେଚ କୁ ଜିତି ଯାଇଥିଲା। ତାପରେ ଖେଳିଥିବା ୨ ଟି ମେଚ ହାରିଯାଇଛି। ବର୍ତମାନ ଏହି ଟୁର୍ଣ୍ଣାମେଂଟ ୧-୨ ରେ ଇଂଲଣ୍ଡ ଆଗରେ ଅଛି। ମେଚ ହାରିଯାଇଥିଲେ ବି ଦର୍ଶକ ଙ୍କ ମନରଞ୍ଜନ ବହୁତ ଭଲ ଭାବରେ ହେଇଥିଲା। ଗ୍ରାଉଣ୍ଡ ରେ ଦର୍ଶକ ମାନଙ୍କ ଭିଡ ଧୀରେ ଧୀରେ କମୁଥିଲା, ଆଉ ଭାରତୀୟ ଖେଳାଳି ମାନଙ୍କ ପାଇଁ ଏହି ଧିମା ପିଚ ରେ ରନ
 
ଭାରତୀୟ କ୍ରିକେଟର ଚହଲ ତାଙ୍କ ଜୀବନ ର ପ୍ରଥମ ODI ବାଉଁଡ୍ରି ମାରିଲେ ଆଉ ନିଜ ବେଟ କୁ ଉଠାଇଲେ ଏହା ଦେଖି ସମସ୍ତେ ହସିଲେ।

ଭାରତୀୟ ଟିମ ଇଂଲଣ୍ଡ ସହ ହଉଥିବା ODI ସିରିଜ ର ପ୍ରଥମ ମେଚ କୁ ଜିତି ଯାଇଥିଲା। ତାପରେ ଖେଳିଥିବା ୨ ଟି ମେଚ ହାରିଯାଇଛି। ବର୍ତମାନ ଏହି ଟୁର୍ଣ୍ଣାମେଂଟ ୧-୨ ରେ ଇଂଲଣ୍ଡ ଆଗରେ ଅଛି। ମେଚ ହାରିଯାଇଥିଲେ ବି ଦର୍ଶକ ଙ୍କ ମନରଞ୍ଜନ ବହୁତ ଭଲ ଭାବରେ ହେଇଥିଲା।

ଗ୍ରାଉଣ୍ଡ ରେ ଦର୍ଶକ ମାନଙ୍କ ଭିଡ ଧୀରେ ଧୀରେ କମୁଥିଲା, ଆଉ ଭାରତୀୟ ଖେଳାଳି ମାନଙ୍କ ପାଇଁ ଏହି ଧିମା ପିଚ ରେ ରନ କରିବା ଏତେ ସହଜ ନଥିଲା। ଧୋନି ବି ସ୍କୋର କରିବାରେ ବିଫଳ ହେଇଥିଲେ। ଇଂଲଣ୍ଡ ର ବୋଲର ମୋଏନ ଅଲି ଭାରତୀୟ ଖେଳାଳି ଙ୍କ ସାମ୍ନା ରେ ବହୁତ ବଡ଼ ଅବରୋଧ ଭାବେ ଆସିଥିଲେ। ସେ ବହୁତ ଭଲ ବୋଲିଙ୍ଗ କରିଥିଲେ।

ଧୋନି ୪୭ ଓଭର ରେ ଆଉଟ ହେଇଗଲେ , ତାପରେ ଚହଲ ବେଟିଙ୍ଗ ପାଇଁ ଆସିଥିଲେ। ଇଂଲଣ୍ଡ ଜଲ୍ଦୀ ଖେଳ କୁ ସମାପ୍ତ କରିବା ପାଇଁ ଚେଷ୍ଟା କରିଥିଲା , ମାତ୍ର ଚହଲ ଜଲ୍ଦି ଯିବାକୁ ଚାହୁଁନଥିଲେ।

ଭାରତୀୟ କ୍ରିକେଟର ଚହଲ ତାଙ୍କ ଜୀବନ ର ପ୍ରଥମ ODI ବାଉଁଡ୍ରି ମାରିଲେ ଆଉ ନିଜ ବେଟ କୁ ଉଠାଇଲେ ଏହା ଦେଖି ସମସ୍ତେ ହସିଲେ।

୪୮ ଓଭର ରେ ଚହଲ ଦେବିଡ଼ ବିଲେ ଙ୍କ ବଲ ରେ ଗୋଟିଏ ଭଲ ସଟ ଖେଳି ପ୍ରଥମ ODI ଚୌକା ମାରିଥିଲେ। ଏହା ପରେ ସେ ନିଜ ବେଟ କୁ ଡ୍ରେସିଙ୍ଗ ରୁମ ତରଫ କୁ ଉଠାଇ ଥିଲେ ଯେମିତି ସେ ଅର୍ଦ୍ଧ ସତକ ମାରିଦେଲେ।

ଏହା ଦେଖି ଡ୍ରେସିଙ୍ଗ ରୁମ ରେ ଥିବା ସବୁ ଖେଳାଳି ହସିଲେ, ଆଉ ଅନ୍ୟ ସାଇଡ ରେ ଥିବା କୂଳଦୀପ ବି ହସିଲେ ଆଉ ଦର୍ଶକ ମାନଙ୍କ ମନରଞ୍ଜନ ବି ହେଲା।