ରାତିରେ ଖାଇବା ପରେ କରନ୍ତୁ ନାହିଁ ଏହି ସବୁ କାମ, ନାହଲେ ହେଇପାରେ ବହୁତ ଗୁଡାଏ ରୋଗ।

ଆଜି କାଲିର ଦୁନିଆ ରେ ମଣିଷ ନିଜର କାମ ରେ ବ୍ୟସ୍ତ ରହି ଆରାମ କରିବା ଭୁଲିଯାଉଛି। ଯଉଁଥିପାଇ ସେ ସବୁଦିନ ଥକି କି ଘରକୁ ଆସିଥାଏ ଆଉ ଖାଇବା ଖାଇ ତୁରନ୍ତ ଶୋଇବାକୁ ଚାଲିଯାଏ। ମାତ୍ର ଏମିତି କରିବା ଜୀବନ ରେ ବହୁତ କଷ୍ଟ ଆଣିଥାଏ। ରାତିରେ ଶୋଇବା ପୂର୍ବରୁ ଏମିତି କିଛି କାମ କରନ୍ତୁ ନାହିଁ, ଯାହା ଦ୍ୱରା ଆପଣ ରୋଗଗ୍ରସ୍ତ ହେଇଯିବେ। ଆସନ୍ତୁ ଜାଣିବା ଏମିତି କିଛି କଥା ଯାହା ଆପଣଙ୍କୁ ଜାଣିବା
 
ରାତିରେ ଖାଇବା ପରେ କରନ୍ତୁ ନାହିଁ ଏହି ସବୁ କାମ, ନାହଲେ ହେଇପାରେ ବହୁତ ଗୁଡାଏ ରୋଗ।

ଆଜି କାଲିର ଦୁନିଆ ରେ ମଣିଷ ନିଜର କାମ ରେ ବ୍ୟସ୍ତ ରହି ଆରାମ କରିବା ଭୁଲିଯାଉଛି। ଯଉଁଥିପାଇ ସେ ସବୁଦିନ ଥକି କି ଘରକୁ ଆସିଥାଏ ଆଉ ଖାଇବା ଖାଇ ତୁରନ୍ତ ଶୋଇବାକୁ ଚାଲିଯାଏ। ମାତ୍ର ଏମିତି କରିବା ଜୀବନ ରେ ବହୁତ କଷ୍ଟ ଆଣିଥାଏ।

ରାତିରେ ଶୋଇବା ପୂର୍ବରୁ ଏମିତି କିଛି କାମ କରନ୍ତୁ ନାହିଁ, ଯାହା ଦ୍ୱରା ଆପଣ ରୋଗଗ୍ରସ୍ତ ହେଇଯିବେ। ଆସନ୍ତୁ ଜାଣିବା ଏମିତି କିଛି କଥା ଯାହା ଆପଣଙ୍କୁ ଜାଣିବା ନିହାତୀ ଆବଶ୍ୟକ।

୧. ରାତିର ଖାଇବା ରେ ଜଙ୍କ ଫୁଡ଼ ରୁ ଦୂରରେ ରୁହନ୍ତୁ, ଆଉ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।

ରାତିରେ ଖାଇବା ପରେ କରନ୍ତୁ ନାହିଁ ଏହି ସବୁ କାମ, ନାହଲେ ହେଇପାରେ ବହୁତ ଗୁଡାଏ ରୋଗ।

୨. ରାତିରେ ଶୋଇବା ପୂର୍ବ ରୁ ଗ୍ରୀନ ଟି ର ପିବା ଶରୀର ପାଈଁ ବହୁତ ଭଲ।୩. ରାତିରେ ଖାଇବା ପରେ ତୁରନ୍ତ ଶୋଇବା କଥା ନୁହଁ। ଏହା ଦ୍ୱାରା ଶରୀର ର ଓଜନ ବଢ଼ିପାରେ ଆଉ ମେଟାବିଲିଯମ ଧିମା ହେଇଯାଏ।

୪. ରାତିରେ ଅଧିକ ଖାଇବା ବି ଠିକ ନୁହଁ, ଅଧିକ ଖାଇଲେ କ୍ୟାଲେରି ବୃଦ୍ଧି ହେବାର ସମସ୍ୟା ହେଇପାରେ।

୫. ଶୋଇବା ପୂର୍ବ ରୁ ଚାହା, କଫି ଅଥବା ଆଲକହଲ ଗ୍ରହଣ କରିବା ଉଚିତ ନୁହଁ

୬ ରାତିରେ ଖାଇବ ପରେ ତୁରନ୍ତ ସୋଇପଡିଲେ ଖାଇବା ପେଟର ଗୋଟେ ସାଇଡ ରେ ଜମା ହେଇ ରହିଯାଏ। ଫଳରେ ଖାଇବା ର ପାଞ୍ଚନ ପ୍ରକିୟା ଠିକ ସେ କାମ କରିନଥାଏ ଆଉ ପେଟ ର ବିଭିର୍ଣ ରୋଗ ହେଇଥାଏ।