କେବେ ବି କରନ୍ତୁ ନାହିଁ ଏହି ୫ଟି କାମ ନହେଲେ ମାଡିଆସିବ ଘୋର ଦରିଦ୍ରତା

ଦୁନିଆରେ ସମସ୍ତେ ଧନୀ ହେବାକୁ ଚାହାଁନ୍ତି. ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଦିନରାତି କଠିନ ପରିଶ୍ରମ କରିଥାନ୍ତି. ହେଲେ ବହୁତ୍ କମ୍ ଲୋକଙ୍କୁ ଏଥିରେ ସଫଳତା ମିଳିଥାଏ. ଏହାଛଡା ଯେଉଁମାନେ ସମାଜର ପରମ୍ପରାକୁ ପାଳନ କରନ୍ତିନି ଆଉ ଜୀବନରେ ଭୁଲ୍ କାମ କରିଥାନ୍ତି. ଏମିତି ଲୋକ କେବେ ବି ଧନୀ ହୋଇ ପାରନ୍ତିନି. ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ବତେଇବୁ କି କୋଉ ପାଞ୍ଚଟି କାମ କରିବା ଦ୍ଵାରା କେବେ ଧନୀ ହୋଇପାରିବେନି. 1. ସଂଧ୍ୟା ବେଳେ
 
କେବେ ବି କରନ୍ତୁ ନାହିଁ ଏହି ୫ଟି କାମ ନହେଲେ ମାଡିଆସିବ ଘୋର ଦରିଦ୍ରତା

ଦୁନିଆରେ ସମସ୍ତେ ଧନୀ ହେବାକୁ ଚାହାଁନ୍ତି. ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଦିନରାତି କଠିନ ପରିଶ୍ରମ କରିଥାନ୍ତି. ହେଲେ ବହୁତ୍ କମ୍ ଲୋକଙ୍କୁ ଏଥିରେ ସଫଳତା ମିଳିଥାଏ. ଏହାଛଡା ଯେଉଁମାନେ ସମାଜର ପରମ୍ପରାକୁ ପାଳନ କରନ୍ତିନି ଆଉ ଜୀବନରେ ଭୁଲ୍ କାମ କରିଥାନ୍ତି. ଏମିତି ଲୋକ କେବେ ବି ଧନୀ ହୋଇ ପାରନ୍ତିନି. ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ବତେଇବୁ କି କୋଉ ପାଞ୍ଚଟି କାମ କରିବା ଦ୍ଵାରା କେବେ ଧନୀ ହୋଇପାରିବେନି.

1. ସଂଧ୍ୟା ବେଳେ ଝାଡୁ କରିବା –

କେବେ ବି କରନ୍ତୁ ନାହିଁ ଏହି ୫ଟି କାମ ନହେଲେ ମାଡିଆସିବ ଘୋର ଦରିଦ୍ରତା

ଯେଉଁମାନେ ଘରେ ସଂଧ୍ୟା ବେଳେ ଝାଡୁ କରନ୍ତି ତାଙ୍କ ଘରେ ଧନ ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତିନି. ଏମିତି ଘରେ ସବୁବେଳେ ଟଙ୍କାର ଅସୁବିଧା ଲାଗି ରହିଥାଏ.

2. ମଇଳା ହାତରେ ତୁଳସୀ ଗଛକୁ ଛୁଇଁବା –

କେବେ ବି କରନ୍ତୁ ନାହିଁ ଏହି ୫ଟି କାମ ନହେଲେ ମାଡିଆସିବ ଘୋର ଦରିଦ୍ରତା

କେବେ ବି ଘରେ ଥିବା ତୁଳସୀ ଗଛକୁ ମଇଳା ହାତରେ ଛୁଅଁନ୍ତୁନି କି ପତ୍ର ତୋଳନ୍ତୁନି. ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଘରୁ ଦୂରେଇ ଯାଆନ୍ତି.

3. ଗୁରୁବାର ଦିନ ନଖ କାଟିବା –

କେବେ ବି କରନ୍ତୁ ନାହିଁ ଏହି ୫ଟି କାମ ନହେଲେ ମାଡିଆସିବ ଘୋର ଦରିଦ୍ରତା

ଭୁଲରେ ବି ଗୁରୁବାର ଦିନ ହାତ କି ଗୋଡର ନଖ କାଟନ୍ତୁନି. ଗୁରୁବାରରେ ନଖ କାଟିବା ବହୁତ୍ ହି ଅଶୁଭ ହେଇଥାଏ. ଏହା ଦ୍ଵାରା ମା ଲକ୍ଷ୍ମୀ ରାଗିଯାଆନ୍ତି. ଆଉ ସବୁବେଳେ ଆପଣ ଘରେ ଦରିଦ୍ରତା ଲାଗି ରହିଥାଏ.

4. ରାତିରେ ନିଶ ଦାଢି ଖିଅର ହେବା –

କେବେ ବି କରନ୍ତୁ ନାହିଁ ଏହି ୫ଟି କାମ ନହେଲେ ମାଡିଆସିବ ଘୋର ଦରିଦ୍ରତା

ଯେଉଁ ଲୋକମାନେ ରାତି ସମୟରେ କି ଗୁରୁବାର,ଶନିବାର ଦିନ ଏମିତି କରନ୍ତି ସେମାନଙ୍କ ଘରେ ସବୁବେଳେ ପଇସାର ଅଭାବ ହେଇଥାଏ.

5. ଝିଅଙ୍କ ଅପମାନ –

କେବେ ବି କରନ୍ତୁ ନାହିଁ ଏହି ୫ଟି କାମ ନହେଲେ ମାଡିଆସିବ ଘୋର ଦରିଦ୍ରତା

ଯେଉଁ ଘରେ ଝିଅ,ସ୍ତ୍ରୀ ମାନଙ୍କ ପ୍ରତି ଗାଳିଗୁଲଜ,ମାରପିଟ,ଅନ୍ୟାୟ ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେ ବି ରହିବାକୁ ପସନ୍ଦ କରନ୍ତିନି. ଆଉ ଘରେ ସୁଖ ସମୃଦ୍ଧି ଶାନ୍ତି ସବୁଦିନ ପାଇଁ ସରିଯାଇଥାଏ.