୬୦ ବର୍ଷର ବୃଦ୍ଧ ବିବାହ କଲେ ୨୭ ବର୍ଷର ଝିଅକୁ,କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ୬୦ ବର୍ଷର ବୃଦ୍ଧ୨୭ ବର୍ଷର ସୁନ୍ଦରୀ ଝିଅକୁ ବାହା ହେଇଛନ୍ତି। ଆସାମରେ ରହୁଥିବା ସେହି ବୃଦ୍ଧାଙ୍କ ନାମ ହେଉଛି ହେମନ୍ତ କୁମାର, ହେମନ୍ତ କୁମାରଙ୍କ ପ୍ରଥମରୁ ବାହାଘର ବାହାଘର ହୋଇସାରିଛି। ହେଲେ ବାହାଘରର କିଛି ଦିନ ପରେ ତାଙ୍କ ପତ୍ନୀଙ୍କ ରୋଗରେ ମୃତ୍ୟୁ ହୋଇସାରିଛି। ଯେଉଁଥିପାଇଁ ହେମନ୍ତ କୁମାର ବୃଦ୍ଧାବସ୍ଥାରେ ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ। ଏଥିପାଇଁ ହେମନ୍ତ କୁମାର ଜଣେ ୨୭ ବର୍ଷର ଝିଅକୁ
 
୬୦ ବର୍ଷର ବୃଦ୍ଧ ବିବାହ କଲେ ୨୭ ବର୍ଷର ଝିଅକୁ,କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ୬୦ ବର୍ଷର ବୃଦ୍ଧ୨୭ ବର୍ଷର ସୁନ୍ଦରୀ ଝିଅକୁ ବାହା ହେଇଛନ୍ତି। ଆସାମରେ ରହୁଥିବା ସେହି ବୃଦ୍ଧାଙ୍କ ନାମ ହେଉଛି ହେମନ୍ତ କୁମାର, ହେମନ୍ତ କୁମାରଙ୍କ ପ୍ରଥମରୁ ବାହାଘର ବାହାଘର ହୋଇସାରିଛି। ହେଲେ ବାହାଘରର କିଛି ଦିନ ପରେ ତାଙ୍କ ପତ୍ନୀଙ୍କ ରୋଗରେ ମୃତ୍ୟୁ ହୋଇସାରିଛି। ଯେଉଁଥିପାଇଁ ହେମନ୍ତ କୁମାର ବୃଦ୍ଧାବସ୍ଥାରେ ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ।

ଏଥିପାଇଁ ହେମନ୍ତ କୁମାର ଜଣେ ୨୭ ବର୍ଷର ଝିଅକୁ ବିବାହ କରିଛନ୍ତି। ବତେଇଦେଉଛୁ ଯେ ହେମନ୍ତ କୁମାର ସାଧାରଣ ବ୍ୟକ୍ତି ନୁହଁନ୍ତି। ତାଙ୍କର ନିଜର ଏକ ଅଟୋମୋବାଇଲ କମ୍ପାନୀ ଅଛି। ଆଉ ତାଙ୍କର କୋଟିକୋଟି ଟଙ୍କାର କାରାବାର ଅଛି। ସମସ୍ତଙ୍କ କହିବା ହେଉଛି ଯେ ଝିଅଟି ଟଙ୍କା ଲୋଭରେ ହେମନ୍ତ କୁମାରଙ୍କୁ ବିବାହ କରିଛନ୍ତି।

ଏମାନଙ୍କ ବାହାଘର ଫଟୋ ଏବେ ପୂରା ସୋସିଆଲ୍ ମିଡିଆରେ ବହୁତ୍ ଭାଇରାଲ୍ ହେଉଛି। ଆଉ ଲୋକମାନେ ଏମାନଙ୍କ ବହୁତ୍ ମଜାକ୍ ଉଡଉଛନ୍ତି।