ଚା ପିଇବା ଦ୍ଵାରା ହେଉଥିବା କ୍ଷତି ବିଷୟରେ ଜାଣିଲେ ଏବେ ହିଁ ଛାଡିଦେବେ ପିଇବା

ଚା ଏକ ଏମିତି ଜିନିଷ ଯାହାକୁ ପ୍ରାୟ ସବୁ ଲୋକ ପିଇବା ପସନ୍ଦ କରିଥାନ୍ତି. ହେଲେ କିଛି ଲୋକ ଏହାକୁ ଦରକାରଠୁ ଅଧିକ ପିଇଥାନ୍ତି. ଯାହା ଆମ ଶରୀର ପକ୍ଷେ କ୍ଷତିକାରକ. ଚା ସେବନ ଆମକୁ ଅତ୍ୟଧିକ ସମସ୍ୟା କାରଣ ହୋଇଥାଏ. ତେବେ ଆଜି ଆମେ ଆପଣଙ୍କୁ ଚା ପିଇବା ଦ୍ଵାରା ହେଉଥିବା କ୍ଷତି ବିଷୟରେ ବତେଇବୁ. ଚା ଏକ ଏମିତି ଜିନିଷ ଯାହାକୁ ଜଣେ ଥରେ ପିଇଲେ ସବୁଦିନ ପିଇବାକୁ ମନ କରିଥାଏ. କିଛି ଲୋକଙ୍କର
 
ଚା ପିଇବା ଦ୍ଵାରା ହେଉଥିବା କ୍ଷତି ବିଷୟରେ ଜାଣିଲେ ଏବେ ହିଁ ଛାଡିଦେବେ ପିଇବା

ଚା ଏକ ଏମିତି ଜିନିଷ ଯାହାକୁ ପ୍ରାୟ ସବୁ ଲୋକ ପିଇବା ପସନ୍ଦ କରିଥାନ୍ତି. ହେଲେ କିଛି ଲୋକ ଏହାକୁ ଦରକାରଠୁ ଅଧିକ ପିଇଥାନ୍ତି. ଯାହା ଆମ ଶରୀର ପକ୍ଷେ କ୍ଷତିକାରକ. ଚା ସେବନ ଆମକୁ ଅତ୍ୟଧିକ ସମସ୍ୟା କାରଣ ହୋଇଥାଏ. ତେବେ ଆଜି ଆମେ ଆପଣଙ୍କୁ ଚା ପିଇବା ଦ୍ଵାରା ହେଉଥିବା କ୍ଷତି ବିଷୟରେ ବତେଇବୁ.

ଚା ପିଇବା ଦ୍ଵାରା ହେଉଥିବା କ୍ଷତି ବିଷୟରେ ଜାଣିଲେ ଏବେ ହିଁ ଛାଡିଦେବେ ପିଇବା

ଚା ଏକ ଏମିତି ଜିନିଷ ଯାହାକୁ ଜଣେ ଥରେ ପିଇଲେ ସବୁଦିନ ପିଇବାକୁ ମନ କରିଥାଏ. କିଛି ଲୋକଙ୍କର ତ ଚା ନ ପିଇଲେ ତାଙ୍କ ଦିନ ହିଁ ଯାଏନି ହେଲେ ଅଧିକ ମାତ୍ରାରେ ଚା ପିଇବା ଆମ ଶରୀର ପକ୍ଷେ ବହୁତ୍ କ୍ଷତିକାରକ ହୋଇଥାଏ. ଚା ପିଇବା ଦ୍ଵାରା ଆମ ପାଚନ ପ୍ରକ୍ରିୟା ସମସ୍ୟାର ସାମନା କରିବାକୁ ପଡିଥାଏ. ଅତ୍ୟଧିକ ଚା ପିଇବା ଦ୍ଵାରା ଗ୍ୟାସ୍ ଭଳି ସମସ୍ୟା ହେଇଥାଏ. ଚା ପିଇବା ଦ୍ଵାରା ଭୋକ କମିଯାଏ ଯାହାର ଫଳ ଆମ ଶରୀରର ଓଜନ ଉପରେ ପଡିଥାଏ. ଅତ୍ୟଧିକ ଚା ପିଇବା ଦ୍ଵାରା ଶରୀରରେ ଟେନିନ ଓ କେଫିନର ମାତ୍ରା ବଢିଯାଇଥାଏ ଯାହା କି ଶରୀର ପାଇଁ ବିଲକୁଲ୍ ବି ଠିକ୍ ନୁହଁ.

ଚା ପିଇବା ଦ୍ଵାରା ହେଉଥିବା କ୍ଷତି ବିଷୟରେ ଜାଣିଲେ ଏବେ ହିଁ ଛାଡିଦେବେ ପିଇବା

ଚା ଅତ୍ୟଧିକ ସେବନ ଦ୍ଵାରା ପୁରୁଷଙ୍କ ଠାରେ ପ୍ରୋଷ୍ଟେଟ କ୍ୟାନସର ହେବାର ଆଶଙ୍କା ଥାଏ. ଯେଉଁ ପୁରୁଷମାନେ ଦିନକୁ ପାଞ୍ଚ ଛଅ ଥର ଚା ପିଅନ୍ତି ସେମାନଙ୍କ ଠାରେ ଏହା ହେବାର ଅଧିକ ସମ୍ଭାବନା ଥାଏ. ଯଦି ଆପଣ ଚା ପିଇବା ଛାଡିପାରୁ ନାହାଁନ୍ତି ତାହାଲେ ସାଧାରଣ ଚା ପରିବର୍ତ୍ତେ ଗ୍ରୀନ୍ ଟି ପିଅନ୍ତୁ ଏହା ଆମ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ.