ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହିଳାକୁ ସାଥିରେ ନେଇ ବାହାର ଦେଶକୁ ଯାଆନ୍ତି, ଜାଣନ୍ତୁ ସେହି ମହିଳାଙ୍କ ବିଷୟରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହିଳାକୁ ନିଜ ସହିତ ନେଇ ଡାହାର ଦେଶକୁ ଯାଆନ୍ତି. ନରେନ୍ଦ୍ର ମୋଦୀଙ୍କୁ କିଏ ବା ନ ଜାଣିଛି ଖାଲି ଭାରତରେ ନୁହଁ ବାହାର ଦେଶରେ ମଧ୍ୟ ମୋଦୀଙ୍କୁ ବହୁତ୍ ଲୋକ ପସନ୍ଦ କରନ୍ତି. କିଛିଦିନ ପୂର୍ବେ ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଇଥିଲା ଯେଉଁଥିରେ ମୋଦିଙ୍କ ସହ ଜଣେ ମହିଳା ଥିଲେ. ତ ଏହି ମହିଳାକୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା. ଇଏ କିଏ ଆଉ ଇଏ
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହିଳାକୁ ସାଥିରେ ନେଇ ବାହାର ଦେଶକୁ ଯାଆନ୍ତି, ଜାଣନ୍ତୁ ସେହି ମହିଳାଙ୍କ ବିଷୟରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହିଳାକୁ ନିଜ ସହିତ ନେଇ ଡାହାର ଦେଶକୁ ଯାଆନ୍ତି. ନରେନ୍ଦ୍ର ମୋଦୀଙ୍କୁ କିଏ ବା ନ ଜାଣିଛି ଖାଲି ଭାରତରେ ନୁହଁ ବାହାର ଦେଶରେ ମଧ୍ୟ ମୋଦୀଙ୍କୁ ବହୁତ୍ ଲୋକ ପସନ୍ଦ କରନ୍ତି. କିଛିଦିନ ପୂର୍ବେ ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଇଥିଲା ଯେଉଁଥିରେ ମୋଦିଙ୍କ ସହ ଜଣେ ମହିଳା ଥିଲେ. ତ ଏହି ମହିଳାକୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା. ଇଏ କିଏ ଆଉ ଇଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦମୋଦୀସହ କଣ କରୁଛି ? ତ ଆସନ୍ତୁ ଜାଣିବା ପ୍ରକୃତରେ କିଏ ଏ ମହିଳା.

ଏହି ମହିଳାକୁ କେବଳ ନରେନ୍ଦ୍ର ମୋଦୀଙ୍କ ସହ ନୁହଁ ବାରାକ୍ ଓବାମାଙ୍କ ସହ ବି ଦେଖା ଯାଇଛି. ମହିଳା ଜଣଙ୍କ ସଧାରଣ ମହିଳା ନୁହଁ. ଆଗରୁ କେହି ବି ତାଙ୍କ ବିଷୟରେ ଜାଣି ନଥିଲେ. ଏହି ମହିଳାଙ୍କ ନାମ ହେଉଛି ଗୁରଦୀପ କୌର ଚାୱଲା ଅଟେ. ଆଉ ଏହି ମହିଳା ନରେନ୍ଦ୍ର ମୋଦୀଙ୍କ ପାଇଁ ଭାଷା ଟ୍ରାନସଲେଟର ର କାମ କରିଥାଏ.

ଯେବେ ବି ନରେନ୍ଦ୍ର ମୋଦୀ ବିଦେଶକୁ ଯାଇଥାନ୍ତି. ତ ପ୍ରଧାନମନ୍ତ୍ରୀ ଏହି ମହିଳାକୁ ନିଜ ସାଥିରେ ନେଇ ଯାଇଥାନ୍ତି. ଯେବେ ପ୍ରଧାନ ହିନ୍ଦୀରେ ଭାଷଣ ଦେଇଥାନ୍ତି ତ ଏହି ମହିଳା ଜଣକ ଇଂରାଜୀରେ ଅନୁବାଦ କରିଥାନ୍ତି. ଏହିପରି ଭାବେ ବିଦେଶରେ ଲୋକମାନେ ନରେନ୍ଦ୍ର ମୋଦୀଙ୍କ ଭାଷଣ ବୁଝିପାରନ୍ତି. ଏହି ମହିଳା ଜଣଙ୍କୁ ଏହି କାମ କରିବାର 28 ବର୍ଷ ହେଇଗଲାଣି. ଗୁରଦୀପ 2014ରେ ଆୟୋଜିତ ମେଡିସିନ୍ ମୋଦୀ କାଯ୍ୟକ୍ରମରେ ଭାଷା ଟ୍ରାନ୍ସଲେଟର କାମ କରିଥିଲେ. ଏହା ପରେ ସେ ମୋଦୀଙ୍କ ସହ ୱାସିଂଟନ ଯାଇଥିଲେ ଯେଉଁଠି ସେ ମୋଦୀ ଓ ଓବାମାଙ୍କ ମଧ୍ୟରେ ଭାଷା ଟ୍ରାନ୍ସଲେଟ କରିଥିଲେ.ଏହି କାମରେ ଗୁରଦୀପ ବହୁତ୍ କୁଶଳ ଅଛନ୍ତି. ସେ ଭାଷଣକୁ ଶୁଣୁଶୁଣୁ ହିଁ ତାକୁ ସଠିକ୍ ଅନୁବାଦ କରିଦିଅନ୍ତି.