ସୂର୍ଯ୍ୟ ଗ୍ରହଣ ୨୦୧୮: ବ୍ଲଡ଼ ମୁନ ପରେ ୧୧ ଅଗଷ୍ଟ କୁ ଦେଖା ଯିବ ଆଂଶିକ ସୂର୍ଯ୍ୟ ଗ୍ରହଣ। ଏହି ୪ ଗୋଟି କାମ କରନ୍ତୁ ନାହିଁ।

ବର୍ଷ ର ତୃତୀୟ ଆଉ ଅନ୍ତିମ ସୂର୍ଯ୍ୟ ଗ୍ରହଣ ୧୧ ଅଗଷ୍ଟ କୁ ହବ। ଏହି ଗ୍ରହଣ ଆଂଶିକ ଭାବରେ ହବ ଆଉ ୩ ଘଣ୍ଟା ୨୮ ମିନଟ ଯାଏ ରହିବ। ଏହା ପୂର୍ବରୁ ୧୫ ଫେବୃଆରୀ ରେ ବର୍ଷ ର ପ୍ରଥମ ସୂର୍ଯ୍ୟ ଗ୍ରହଣ ହେଇଥିଲା। ସୂର୍ଯ୍ୟ ଗ୍ରହଣ କଣ? ପୃଥିବି ନିଜେ ଘୁରି ବୁଲିବା ସହ ନିଜର ସୌରମଣ୍ଡଳର ଚାରି ପଟେ ବି ଘୁରି ବୁଲେ। ଆଉ ଚନ୍ଦ୍ର ପୃଥିବି ର ଉପଗ୍ରହ ହେଇଥିବାରୁ
 
ସୂର୍ଯ୍ୟ ଗ୍ରହଣ ୨୦୧୮: ବ୍ଲଡ଼ ମୁନ ପରେ ୧୧ ଅଗଷ୍ଟ କୁ ଦେଖା ଯିବ ଆଂଶିକ ସୂର୍ଯ୍ୟ ଗ୍ରହଣ। ଏହି ୪ ଗୋଟି କାମ କରନ୍ତୁ ନାହିଁ।

ବର୍ଷ ର ତୃତୀୟ ଆଉ ଅନ୍ତିମ ସୂର୍ଯ୍ୟ ଗ୍ରହଣ ୧୧ ଅଗଷ୍ଟ କୁ ହବ। ଏହି ଗ୍ରହଣ ଆଂଶିକ ଭାବରେ ହବ ଆଉ ୩ ଘଣ୍ଟା ୨୮ ମିନଟ ଯାଏ ରହିବ। ଏହା ପୂର୍ବରୁ ୧୫ ଫେବୃଆରୀ ରେ ବର୍ଷ ର ପ୍ରଥମ ସୂର୍ଯ୍ୟ ଗ୍ରହଣ ହେଇଥିଲା।

ସୂର୍ଯ୍ୟ ଗ୍ରହଣ କଣ?

ସୂର୍ଯ୍ୟ ଗ୍ରହଣ ୨୦୧୮: ବ୍ଲଡ଼ ମୁନ ପରେ ୧୧ ଅଗଷ୍ଟ କୁ ଦେଖା ଯିବ ଆଂଶିକ ସୂର୍ଯ୍ୟ ଗ୍ରହଣ। ଏହି ୪ ଗୋଟି କାମ କରନ୍ତୁ ନାହିଁ।

ପୃଥିବି ନିଜେ ଘୁରି ବୁଲିବା ସହ ନିଜର ସୌରମଣ୍ଡଳର ଚାରି ପଟେ ବି ଘୁରି ବୁଲେ। ଆଉ ଚନ୍ଦ୍ର ପୃଥିବି ର ଉପଗ୍ରହ ହେଇଥିବାରୁ ସେ ପୃଥିବି ଚାରିପଟେ ବୁଲେ। ସେଥିପାଇଁ ଯେବେ ବି ଚନ୍ଦ୍ର ବୁଲି ବୁଲି ସୁର୍ଯ୍ୟ ଆଉ ପୃଥିବି ମଧ୍ୟକୁ ଆସିଯାଏ। ସେ ସମୟରେ ପୃତିବି ରେ ସୁର୍ଯ୍ୟ ଙ୍କ ଆଂଶିକ ଅଥବା ସମ୍ପୂର୍ଣ୍ଣ ଭାବେ ଦେଖାଯିବା ବନ୍ଦ ହେଇଯାଏ। ଏହି ଘଟଣା କ୍ରମ କୁ ସୂର୍ଯ୍ୟ ଗ୍ରହଣ କୁହାଯାଏ।

ଏଇ ଥର ସୁର୍ଯ୍ୟ ଗ୍ରହଣ ପୃଥିବି ର ଉତ୍ତର ରେ , ମାନେ ଉତର ଇଉରପ ରୁ ଧରି ପୂର୍ବ ଏସିଆ ଆଉ ରୁଷ ରେ ଦେଖା ଯିବ। ଭାରତରେ ଏହି ବର୍ଷ ସୁର୍ଯ୍ୟ ଗ୍ରହଣ ଦେଖା ଯିବ ନାହିଁ।

ସୁର୍ଯ୍ୟ ଗ୍ରହଣ ବେଳେ କରନ୍ତୁ ନାହିଁ ଏହି ୪ ଗୋଟି କାମ।

ସୂର୍ଯ୍ୟ ଗ୍ରହଣ ୨୦୧୮: ବ୍ଲଡ଼ ମୁନ ପରେ ୧୧ ଅଗଷ୍ଟ କୁ ଦେଖା ଯିବ ଆଂଶିକ ସୂର୍ଯ୍ୟ ଗ୍ରହଣ। ଏହି ୪ ଗୋଟି କାମ କରନ୍ତୁ ନାହିଁ।

୧. ମାନ୍ୟତା ଅନୁସାରେ ଏହି ସମୟରେ ପୂଜା ଅର୍ଚ୍ଚନା ଏବଂ ମୂର୍ତି ପୂଜା କରିବା ଉଚିତ ନୁହେଁ।
୨. ଏହି ସମୟରେ ତୁଳସୀ ଗଛ କୁ ଛୁଇଁବା କଥା ନୁହଁ।
୩. ଗ୍ରହଣ କାଳ ସମୟରେ ଖାଇବା ଏବଂ ରୋଷେଇ କରିବା ବି ମନା।
୪. ମାନ୍ୟତା ଏମିତି ବି ଅଛି କି ଗ୍ରହଣ ସମୟରେ ଶୋଇବା ବି ଉଚିତ ନୁହେଁ।

ସୁର୍ଯ୍ୟ ଗ୍ରହଣ ପରେ କରନ୍ତୁ ଏହି କାମ:

୧. ଗ୍ରହଣ କାଳ ସରିବା ପରେ ସର୍ବ ପଥମେ ଗାଧେଇବ।
୨. ତୁଳସୀ ଗଛ କୁ ଗଙ୍ଗା ଜଳ ରେ ଛିଡ଼କି ତାପରେ ପୂଜା କରିବା ଉଚିତ।
୩. ଗରିବ ଲୋକମାନଙ୍କୁ ନିଜ ସମର୍ଥ ଅନୁସାରେ ଦାନ କରିବା ଶୁଭ ଦାୟକ।