ଗୁମ୍ଫା ଭିତରେ ଦର୍ଶନ ଦିଅନ୍ତି ସାକ୍ଷାତ ପ୍ରଭୁ ଶିବ, ଦର୍ଶନ କଲାବାଲାଙ୍କ ସବୁ ମନସ୍କାମନା ପୂରଣ ହେଇଥାଏ

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରଭୁ ଶିବ କୈଳାସ ପର୍ବତରେ ବାସ କରନ୍ତି ବୋଲି. କିନ୍ତୁ ଆପଣ ଜାଣିଛନ୍ତି କି ଏକ ଜାଗା ଯେଉଁଠାରେ ପ୍ରଭୁ ଶିବଶଙ୍କର ସାକ୍ଷାତ ରୂପ ଆଜି ବି ବିରାଜମାନ ଅଛି. ହଁ ଆଜ୍ଞା ବିଲକୁଲ୍ ସତ ଜାମ୍ମୁ କାଶ୍ମୀରର କିଛି ଦୂରରେ ଭଗବାନ ଶିବଙ୍କର ଏକ ଗୁମ୍ଫା ଅଛି ଏହାକୁ ଖେଡି ଗୁମ୍ଫା ନାମରେ ଜଣାଯାଏ. ଏହି ଗୁମ୍ଫା ବିଷୟରେ କୁହାଯାଏ କି ଏହି ଗୁମ୍ଫାକୁ ନିଜେ ଭଗବାନ ଶିବ ବନେଇଥିଲେ.
 
ଗୁମ୍ଫା ଭିତରେ ଦର୍ଶନ ଦିଅନ୍ତି ସାକ୍ଷାତ ପ୍ରଭୁ ଶିବ, ଦର୍ଶନ କଲାବାଲାଙ୍କ ସବୁ ମନସ୍କାମନା ପୂରଣ ହେଇଥାଏ

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରଭୁ ଶିବ କୈଳାସ ପର୍ବତରେ ବାସ କରନ୍ତି ବୋଲି. କିନ୍ତୁ ଆପଣ ଜାଣିଛନ୍ତି କି ଏକ ଜାଗା ଯେଉଁଠାରେ ପ୍ରଭୁ ଶିବଶଙ୍କର ସାକ୍ଷାତ ରୂପ ଆଜି ବି ବିରାଜମାନ ଅଛି. ହଁ ଆଜ୍ଞା ବିଲକୁଲ୍ ସତ ଜାମ୍ମୁ କାଶ୍ମୀରର କିଛି ଦୂରରେ ଭଗବାନ ଶିବଙ୍କର ଏକ ଗୁମ୍ଫା ଅଛି ଏହାକୁ ଖେଡି ଗୁମ୍ଫା ନାମରେ ଜଣାଯାଏ.

ଗୁମ୍ଫା ଭିତରେ ଦର୍ଶନ ଦିଅନ୍ତି ସାକ୍ଷାତ ପ୍ରଭୁ ଶିବ, ଦର୍ଶନ କଲାବାଲାଙ୍କ ସବୁ ମନସ୍କାମନା ପୂରଣ ହେଇଥାଏ

ଏହି ଗୁମ୍ଫା ବିଷୟରେ କୁହାଯାଏ କି ଏହି ଗୁମ୍ଫାକୁ ନିଜେ ଭଗବାନ ଶିବ ବନେଇଥିଲେ. ଏହି ଗୁମ୍ଫାର ଦ୍ଵିତୀୟ ପଟ ଅମରନାମ ଗୁମ୍ଫାରେ ଖୋଲେ. ଏହି ଗୁମ୍ଫାରେ ଭଗବାନ ଶିବଙ୍କର ଶିବଲିଙ୍ଗ ଅଛି ଶାସ୍ତ୍ର ଅନୁସାରେ ଯେବେ ଭଗବାନ ଶିବ ଭସ୍ମାସୁରକୁ ଅଜୟ ହେବାର ବରଦାନ ଦେଇଥିଲେ ସେତେବେଳେ ଭଗବାନ ଶିବ ଏହି ଗୁମ୍ଫାରେ ରହୁଥିଲେ.

ଗୁମ୍ଫା ଭିତରେ ଦର୍ଶନ ଦିଅନ୍ତି ସାକ୍ଷାତ ପ୍ରଭୁ ଶିବ, ଦର୍ଶନ କଲାବାଲାଙ୍କ ସବୁ ମନସ୍କାମନା ପୂରଣ ହେଇଥାଏ

ଏହି ଗୁମ୍ଫାରେ ଭଗବାନ ଶିବଙ୍କ ସହ ମାତା ପାର୍ବତୀ,ପ୍ରଭୁ ଗଣେଷ ଓ କାର୍ତ୍ତିକ ବି ବିରାଜମାନ ଅଛନ୍ତି. ଏଥିପାଇଁ ଏହି ଗୁମ୍ଫାକୁ ଭଗବାନ ଶିବଙ୍କର ଘର ବୋଲି ଧରାଯାଏ.