ଏହି ମହିଳା ସାପ କୁ ପିଆଇ ଥିଲେ କ୍ଷୀର, ଜୀବନ ର ଅନ୍ତ ପର୍ଯ୍ୟନ୍ତ ଋଣ ସୁଜେଇଲା।

ନାଗ ପଞ୍ଚମୀ ଦିନ ଭଗବାନ ଶିବ ଙ୍କ ସହ ନାଗ ଦେବତା ଙ୍କ ବି ପୂଜା କରାଯାଏ। ନାଗ ସହ ଯୋଡି ହେଇଥିବା ଫିଲ୍ମ କଥା କହିବା, ତାହାଲେ ବଲିଉଡ ରେ ଏମିତି ବହୁତ ଗୁଡ଼ାଏ ଫିଲ୍ମ ଅଗରୁ ତିଆରି ହେଇ ସାରିଛି। ଏଥିରେ ନାଗ ନାଗୁଣି ଙ୍କ ବିଷୟରେ ବହୁତ କିଛି କୁହା ଯାଇଛି। ଏମିତି କିଛି ଫିଲ୍ମ ବି ତିଆରି ହେଇଥିଲା, ଯାହା ବିଷୟରେ ଭାବି ଲୋକେ ଏବେ ବି ଆଶ୍ଚଯ୍ୟ ହେଇ ଯାଆନ୍ତି।
 
ଆଜି ଠାରୁ ୨୮ ବର୍ଷ ପୂର୍ବେ ରିଲିଜ ହେଇଥିଲା ଗୋଟେ ଫିଲ୍ମ ଯାହାର ନାମ ଥିଲା “ଦୁଧ କା କରଜ”। ଏହି ଫିଲ୍ମ ରେ ଏମିତି କିଛି ସିନ ଥିଲା ଯାହାକୁ ଲୋକେ ଆଜି ବି ଭୁଲିପରିବେ ନାହିଁ। ଏହି ଫିଲ୍ମ ରେ ହିରୋ ଯାକେଶ ରାଓ ଆଉ ଅଭିନେତ୍ରୀ ଅରୁଣା ଇରାଣୀ ଥିଲେ।

ଏହି ଫିଲ୍ମ ରେ ଅଭିନେତ୍ରୀ ଅରୁଣା ସାପ କୁ କ୍ଷୀର ପିଆଇ ଥିଲେ। ଯାହା ପରେ ଏହି ସାପ ମାରିଲା ଯାଏ ସେ କ୍ଷୀର ର ଋଣ ସୁଜେଇଥିଲା। ଏହି ଫିଲ୍ମ ରେ ସାପ ସତରେ କ୍ଷୀର ପିଇବା କଥା ସମୁଖ କୁ ଆସିଛି। ଫିଲ୍ମ ରେ ଏମିତି କିଛି କଥା ବି ଦରଖିବାକୁ ମିଳିଛି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଆନ୍ତି।

ଏହି ମହିଳା ସାପ କୁ ପିଆଇ ଥିଲେ କ୍ଷୀର, ଜୀବନ ର ଅନ୍ତ ପର୍ଯ୍ୟନ୍ତ ଋଣ ସୁଜେଇଲା।

ନେଗେଟିଭ ରୋଲ ରେ ଅମରିସ ପୁରୀ , ପ୍ରେମ ଚୋପ୍ରା ବହୁତ ଭଲ ଅଭିନୟ କରିଥିଲେ। ଏହି ଫିଲ୍ମ ର ଲେଖକ ସନ୍ତୋଷ ସରୋଜ ଆଉ ରାଜ କୁମାର ବେଦୀ ଥିଲେ। ଆଉ ମିଉଜିକ ଅନୁ ମଲ୍ଲିକ ଦେଇ ଥିଲେ।