ଡିଯାଇନର ପାର୍ଟି ରେ ହଟ ହେଇ ପହଁଚିଲେ ଏହି ସୁପରଷ୍ଟାର ମାନଙ୍କ ଝିଅମାନେ, ପ୍ରିୟଙ୍କା ଦେଖେଇଲେ ତାଙ୍କ ଏନଗେଜମେଣ୍ଟ ମୁଦି।

ଶ୍ରୀଦେବୀ ଙ୍କ ଝିଅମାନେ ଜାନବୀ ଆଉ ଖୁସି କପୂର , ଡିଯାଇନର ମନିସ ମଲହୋଟ୍ରା ଙ୍କ ଘରେ ପହଁଚିଲେ। ବଲିଉଡ ର ପ୍ରସିଧ ଷ୍ଟାରମାନଙ୍କ ଝିଅ ଜାନବୀ , ଖୁସି, ସାରା ଅଲି ଖାଁ, ସନୟା କପୂର ଆଉ ଅନନ୍ୟା ପାଣ୍ଡେ ମନିସ ଙ୍କ ଗହରେ ପହଂଚି ଥିଲେ। ଏହା ଆଗରୁ ଜଣା ଅଛି କି, ଜାନବୀ ତାଙ୍କ ଡେବୁ ଫିଲ୍ମ ଧଡକ କରିସାରିଛନ୍ତି। ସାରା ଅଲି ଖାଁ ଜଲ୍ଦି ଫିଲ୍ମ କେଦାରନାଥ ରେ ଦେଖିବାକୁ ମିଳିବେ।
 
ଡିଯାଇନର ପାର୍ଟି ରେ ହଟ ହେଇ ପହଁଚିଲେ ଏହି ସୁପରଷ୍ଟାର ମାନଙ୍କ ଝିଅମାନେ, ପ୍ରିୟଙ୍କା ଦେଖେଇଲେ ତାଙ୍କ ଏନଗେଜମେଣ୍ଟ ମୁଦି।

ଶ୍ରୀଦେବୀ ଙ୍କ ଝିଅମାନେ ଜାନବୀ ଆଉ ଖୁସି କପୂର , ଡିଯାଇନର ମନିସ ମଲହୋଟ୍ରା ଙ୍କ ଘରେ ପହଁଚିଲେ। ବଲିଉଡ ର ପ୍ରସିଧ ଷ୍ଟାରମାନଙ୍କ ଝିଅ ଜାନବୀ , ଖୁସି, ସାରା ଅଲି ଖାଁ, ସନୟା କପୂର ଆଉ ଅନନ୍ୟା ପାଣ୍ଡେ ମନିସ ଙ୍କ ଗହରେ ପହଂଚି ଥିଲେ।

ଡିଯାଇନର ପାର୍ଟି ରେ ହଟ ହେଇ ପହଁଚିଲେ ଏହି ସୁପରଷ୍ଟାର ମାନଙ୍କ ଝିଅମାନେ, ପ୍ରିୟଙ୍କା ଦେଖେଇଲେ ତାଙ୍କ ଏନଗେଜମେଣ୍ଟ ମୁଦି।

ଏହା ଆଗରୁ ଜଣା ଅଛି କି, ଜାନବୀ ତାଙ୍କ ଡେବୁ ଫିଲ୍ମ ଧଡକ କରିସାରିଛନ୍ତି।

ଡିଯାଇନର ପାର୍ଟି ରେ ହଟ ହେଇ ପହଁଚିଲେ ଏହି ସୁପରଷ୍ଟାର ମାନଙ୍କ ଝିଅମାନେ, ପ୍ରିୟଙ୍କା ଦେଖେଇଲେ ତାଙ୍କ ଏନଗେଜମେଣ୍ଟ ମୁଦି।

ସାରା ଅଲି ଖାଁ ଜଲ୍ଦି ଫିଲ୍ମ କେଦାରନାଥ ରେ ଦେଖିବାକୁ ମିଳିବେ। ଚଙ୍କି ପାଣ୍ଡେ ଙ୍କ ଝିଅ ଅନନ୍ୟା ପାଣ୍ଡେ ବି ଅଭିନେତା ଟାଇଗର ଶ୍ରାଫ ଙ୍କ ସହ ଫିଲ୍ମ “ସ୍ତୁଡେଣ୍ଟ ଅଫ ଦା ୟେର ୨” ରେ ନଜରକୁ ଆସିବେ।

ଡିଯାଇନର ପାର୍ଟି ରେ ହଟ ହେଇ ପହଁଚିଲେ ଏହି ସୁପରଷ୍ଟାର ମାନଙ୍କ ଝିଅମାନେ, ପ୍ରିୟଙ୍କା ଦେଖେଇଲେ ତାଙ୍କ ଏନଗେଜମେଣ୍ଟ ମୁଦି।

ମନିସ ଏହି ପାର୍ଟି ରେ ଏହି ଅଭିନେତ୍ରୀ ମାନଙ୍କ ଫୋଟୋ ସେର କରିଛନ୍ତି। କିଛି ଖାସ ଫୋଟୋ ଦେଖିବାକୁ ମିଳିଛି ସେମାନଙ୍କ ସହ ଆଉ କରଣ ଜୋହର ଙ୍କୁ ବି ଦେଖିବାକୁ ମିଳିଛି। ଦେଖନ୍ତୁ ଏହି ଷ୍ଟାର ମାନଙ୍କ କିଛି ଫୋଟୋସ ଯାହା ସୋସିଆଲ ମିଡିଆ ରେ ଏବେ ଭାଇରଲ ହଉଚି।