୧୧ ବର୍ଷର ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଥିଲେ ଏ ଯୁବକଜଣଙ୍କ ତିନି ବର୍ଷ ହେଲାଣି ଝିଅଟିକୁ ଦେଇଆସୁଛନ୍ତି ରକ୍ତ

ରକ୍ତର ସମ୍ପର୍କକୁ ଦୂନିଆରେ ସବୁ ସମ୍ପର୍କଠୁ ଉପରେ ଧରାଯାଏ. ବୋଧେ ଏଥିପାଇଁ ଆମ ବାପା ମା ଆମକୁ ସବୁଠାରୁ ଅଧିକ ଭଲ ପାଆନ୍ତି. ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ରକ୍ତ ସମ୍ପର୍କ ବିଷୟରେ ବତେଇବାକୁ ଯାଉଛୁ ଯାହା ବିଷୟରେ ଭାବି ଆପଣ ଭାବୁକ ହୋଇଯିବେ. ତେବେ ଆସନ୍ତୁ ଜାଣିବା ଏହା ଏମିତି ଏକ ରକ୍ତର ସମ୍ପର୍କ ଯାହା କି ତିନି ବର୍ଷରୁ ଦୁଇଜଣ ଅଜଣାଙ୍କ ଭିତରେ ଚାଲିଆସିଛି. ଯେତେ ଯେତେ ଦିନ ବିତି ଚାଲୁଛି
 
୧୧ ବର୍ଷର ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଥିଲେ ଏ ଯୁବକଜଣଙ୍କ ତିନି ବର୍ଷ ହେଲାଣି ଝିଅଟିକୁ ଦେଇଆସୁଛନ୍ତି ରକ୍ତ

ରକ୍ତର ସମ୍ପର୍କକୁ ଦୂନିଆରେ ସବୁ ସମ୍ପର୍କଠୁ ଉପରେ ଧରାଯାଏ. ବୋଧେ ଏଥିପାଇଁ ଆମ ବାପା ମା ଆମକୁ ସବୁଠାରୁ ଅଧିକ ଭଲ ପାଆନ୍ତି. ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ରକ୍ତ ସମ୍ପର୍କ ବିଷୟରେ ବତେଇବାକୁ ଯାଉଛୁ ଯାହା ବିଷୟରେ ଭାବି ଆପଣ ଭାବୁକ ହୋଇଯିବେ. ତେବେ ଆସନ୍ତୁ ଜାଣିବା

ଏହା ଏମିତି ଏକ ରକ୍ତର ସମ୍ପର୍କ ଯାହା କି ତିନି ବର୍ଷରୁ ଦୁଇଜଣ ଅଜଣାଙ୍କ ଭିତରେ ଚାଲିଆସିଛି. ଯେତେ ଯେତେ ଦିନ ବିତି ଚାଲୁଛି ଦୁଇ ଜଣଙ୍କ ଭିତରେ ସମ୍ପର୍କ ନିବିଡ ହେଇଚାଲିଛି. ପୁଅ ଜଣଙ୍କ ହେଉଛନ୍ତି ୨୨ବର୍ଷର ୟସ ରାବଲ ଓ ଝିଅଟି ୧୧ ବର୍ଷର ସିମର ଖଂଜ.

୧୧ ବର୍ଷର ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଥିଲେ ଏ ଯୁବକଜଣଙ୍କ ତିନି ବର୍ଷ ହେଲାଣି ଝିଅଟିକୁ ଦେଇଆସୁଛନ୍ତି ରକ୍ତ

ଯେତେବେଳେ ସିମର ତିନି ବର୍ଷର ହୋଇଥିଲା ସେବେ ତା ବାପା ମା ଜାଣିବାକୁ ପାଇଲେ ଯେ ତାଙ୍କ ଝିଅର ଏକ ଏମିତି ରୋଗ ହୋଇଛି ଯେଉଁଥିରେ ରୋଗିକୁ ବଞ୍ଚିବା ପାଇଁ ତାକୁ ପ୍ରତି ମାସରେ ରକ୍ତ ଦରକାର. ଏମିତିରେ ଏହି ରୋଗରେ ରୋଗୀର ଜୀବନ ବଞ୍ଚାଇ ପାରିବା ବହୁତ୍ କଷ୍ଟକର ହୋଇଥାଏ. ୟସ୍ ଆଉ ସିମର ସାକ୍ଷାତ ଏକ ହସପିଟାଲରେ ବ୍ଲଡ୍ ଡୋନେସନ୍ କେମ୍ପରେ ହୋଇଥିଲା. ୟସର ବ୍ଲଡ ଗ୍ରୁପ୍ ସିମର ବ୍ଲଡ ଗ୍ରୁପ ସହିତ ମିଶିଯାଇଥିଲା. ୟସ୍ ନିଜର ମଣିଷପଣିଆର ଧର୍ମ ପାଳନ କରିବାର ନିଷ୍ପତି ନେଲା ଆଉ ସିମର କୁ ସିମରକୁ ବଲ୍ଡ ଯୋଗେଇବାର ଦାୟିତ୍ଵ ନିଜ ଉପରକୁ ନେଇଗଲା. ଏହି କାମ ଏବେ ତିନି ବର୍ଷ ହେଲାଣି ୟସ୍ କରିଆସୁଛନ୍ତି.

୧୧ ବର୍ଷର ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଥିଲେ ଏ ଯୁବକଜଣଙ୍କ ତିନି ବର୍ଷ ହେଲାଣି ଝିଅଟିକୁ ଦେଇଆସୁଛନ୍ତି ରକ୍ତ

ୟସ୍ କହିଥିଲେ ଯେ ବଲ୍ଡ ଦେବା ସମୟରେ ବହୁତ୍ ଥର ମୋର ସିମର୍ ସହିତ ଦେଖା ହୁଏ ସେ ମତେ ଧନ୍ୟବାଦ ଦେଇ ହସିଦିଏ ତ ମତେ ଲାଗେ ମୋ ଜୀବନ ସାର୍ଥକ ହେଇଗଲା କାହିଁକି ନା ମୁଁ କାହା କାମରେ ଆସିପାରୁଛି.