ଦିନେ ଅଇଁଠା ବାସନ ଧୋଉଥିବା ଏହି ଅଭିନେତା ଆଜି ହେଉଛନ୍ତି ୪୦୦୦ କୋଟିରୁ ଅଧିକର ମାଲିକ

ଆପଣମାନେ ଜାଣିଛନ୍ତି ଯେ ମୁମ୍ବାଇରେ ବହୁତ୍ ନାମୀଦାମୀ ଲୋକ ରହିଥାନ୍ତି. ମୁମ୍ବାଇର ଏହି ମାୟାନଗରୀରେ କେତେ ଲୋକ ଯେ ନିଜ ଭାଗ୍ୟ ବଦଳେଇବା ପାଇଁ ସ୍ଵପ୍ନ ଦେଖନ୍ତି ହେଲେ ସେଥିରୁ କିଛି ଲୋକ ନିଜ ସ୍ଵପ୍ନ ସାକାର କରିପାରନ୍ତି ତ ଆଉ କିଛିଙ୍କ ସ୍ଵପ୍ନ ସ୍ଵପ୍ନରେ ରହିଯାଏ. ଆଜି ଆମେ ଆପଣଙ୍କୁ ବତେଇବାକୁ ଯାଉଛୁ ବଲିଉଡର ଖୀଲାଡି ନାମରେ ଜଣାଶୁଣା ଅକ୍ଷୟ କୁମାରଙ୍କ ବିଷୟରେ ଯିଏ ଦିନେ ଅଇଁଠା ବାସନ ଧୋଉଥିବା ଏହି ଅଭିନେତା ଆଜି ହେଉଛନ୍ତି
 
ଦିନେ ଅଇଁଠା ବାସନ ଧୋଉଥିବା ଏହି ଅଭିନେତା ଆଜି ହେଉଛନ୍ତି ୪୦୦୦ କୋଟିରୁ ଅଧିକର ମାଲିକ

ଆପଣମାନେ ଜାଣିଛନ୍ତି ଯେ ମୁମ୍ବାଇରେ ବହୁତ୍ ନାମୀଦାମୀ ଲୋକ ରହିଥାନ୍ତି. ମୁମ୍ବାଇର ଏହି ମାୟାନଗରୀରେ କେତେ ଲୋକ ଯେ ନିଜ ଭାଗ୍ୟ ବଦଳେଇବା ପାଇଁ ସ୍ଵପ୍ନ ଦେଖନ୍ତି ହେଲେ ସେଥିରୁ କିଛି ଲୋକ ନିଜ ସ୍ଵପ୍ନ ସାକାର କରିପାରନ୍ତି ତ ଆଉ କିଛିଙ୍କ ସ୍ଵପ୍ନ ସ୍ଵପ୍ନରେ ରହିଯାଏ. ଆଜି ଆମେ ଆପଣଙ୍କୁ ବତେଇବାକୁ ଯାଉଛୁ ବଲିଉଡର ଖୀଲାଡି ନାମରେ ଜଣାଶୁଣା ଅକ୍ଷୟ କୁମାରଙ୍କ ବିଷୟରେ ଯିଏ ଦିନେ ଅଇଁଠା ବାସନ ଧୋଉଥିବା ଏହି ଅଭିନେତା ଆଜି ହେଉଛନ୍ତି ୪୦୦୦ କୋଟିରୁ ଅଧିକର ମାଲିକ ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ.

ଦିନେ ଅଇଁଠା ବାସନ ଧୋଉଥିବା ଏହି ଅଭିନେତା ଆଜି ହେଉଛନ୍ତି ୪୦୦୦ କୋଟିରୁ ଅଧିକର ମାଲିକଅକ୍ଷୟ କୁମାର ଏମିତି ହିଁ ବଲିଉଡରେ ଏଣ୍ଟ୍ରି କରୁକରୁ ଖୀଲାଡି ହୋଇଯାଇନଥିଲେ. ଏହା ତାଙ୍କର କଠିନ ପରିଶ୍ରମର ସଫଳତା ଅଟେ. ମୁମ୍ବାଇ ଆସିବା ପୂର୍ବରୁ ଅକ୍ଷୟ କୁମାର ବୁଲି ବୁଲି ସୁନା ବେପାର କରୁଥିଲେ. ଏହା ସହିତ ଅକ୍ଷୟ କୁମାର ମୁମ୍ବାଇରେ ଏକ ଢାବାରେ ପୋଛା ପୋଛିର କାମ କରୁଥିଲେ. ଯେଉଁଠି କି ସେ ଅଇଁଠା ବାସନ ମଧ୍ୟ ମାଜିଥିଲେ. କାମ ଭଲରେ କରିନପାରିବାରୁ ଢାବା ମାଲିକ ତାଙ୍କୁ କାଢିଦେଇଥିଲେ.

ଦିନେ ଅଇଁଠା ବାସନ ଧୋଉଥିବା ଏହି ଅଭିନେତା ଆଜି ହେଉଛନ୍ତି ୪୦୦୦ କୋଟିରୁ ଅଧିକର ମାଲିକଏହା ପରେ ଅନେକ ଜାଗାରେ ଚାକିରି କରିଥିଲେ. ଏମିତି ସେ ବାଂଲାଦେଶରେ ମଧ୍ୟ କାମ କରିଥିଲେ. ସେ ବେଙ୍ଗକକ୍ ଯାଇ ମାଶଲଆର୍ଟ ଶିଖିଥିଲେ ଆଉ ମୁମ୍ବାଇ ଆସିକରି ଅକ୍ଷୟ କୁମାରେ ସ୍କୁଲ ମାନଙ୍କରେ ମାଶଲଆର୍ଟ ଶିଖେଇଥିଲେ.

ଏତେ ସାରା କାମ ପରେ ସେ ହାର ନ ମାନି ଅନ୍ୟ କାମର ତଲାସରେ ଥିଲେ. ପରେ ଅକ୍ଷୟ କୁମାର ଏକ ଫଟୋଗ୍ରାଫର ପାଖରେ ଲାଇଟ ବୟ କାମ ଆରମ୍ଭ କରିଦେଲେ. ଅକ୍ଷୟ କୁମାରଙ୍କ କାମ ପ୍ରତି ଏତେ ପରିଶ୍ରମ ଦେଖି ଫଟୋଗ୍ରାଫର ତାଙ୍କୁ ଅଲଗା ଅଲଗା ଡାଇରେକ୍ଟରଙ୍କ ପାଖକୁ ଗଲେ. ଯାହା ଦ୍ୱାରା ତାଙ୍କୁ ଟିକେ ଟିକେ ଆକଟିଙ୍ଗ କରିବାକୁ ମିଳିଲା ଆଉ ଆଉ ସେ ହେଉଛନ୍ତି ପ୍ରମୁଖ ଅଭିନେତା ମାନଙ୍କ ମଧ୍ୟରେ ଏକ.