କେରଳ ବନ୍ୟା ପୀଡିତଙ୍କ ପାଇଁ ଏହି ତିନି ଜଣ ବଲିଉଡ ଷ୍ଟାର କରିଛନ୍ତି ସବୁଠାରୁ ଅଧିକ ଦାନ ଜାଣନ୍ତୁ କେତେ ଦାନ କରିଛନ୍ତି ଏମାନେ

ଆପଣମାନେ ଜାଣିଛନ୍ତି ଯେ ବର୍ତ୍ତମାନ କେରଳରେ ବନ୍ୟା ଯୋଗୁ ସେଠିକାର ଲୋକମାନଙ୍କୁ ଅନେକ କଷ୍ଟ ସହିବାକୁ ପଡିଛି. ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୩୫୦ ପାଖାପାଖି ପହଞ୍ଚିଥିବାବେଳେ ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାସଚ୍ୟୁତ ହୋଇଛନ୍ତି. ଏମିତି ପରିସ୍ଥିତିରେ ସାଧାରଣ ଲୋକଠୁ ନେଇ ସୁପରଷ୍ଟାର ପର୍ଯନ୍ତ ବନ୍ୟା ପୀଡିତ ମାନଙ୍କୁ ସାହାଯ୍ୟର ହାତ ବଢେଇଛନ୍ତି. ହେଲେ ଆମେ ଆପଣଙ୍କୁ ବଲିଉଡର ସେହି ତିନିଜଣ ସୁପରଷ୍ଟାର ବିଷୟରେ ବତେଇବୁ ଯିଏ କି ସବୁଠାରୁ ଅଧିକ ଦାନ କରିଛନ୍ତି. 3) ସାହାରୁଖ
 
କେରଳ ବନ୍ୟା ପୀଡିତଙ୍କ ପାଇଁ ଏହି ତିନି ଜଣ ବଲିଉଡ ଷ୍ଟାର କରିଛନ୍ତି ସବୁଠାରୁ ଅଧିକ ଦାନ ଜାଣନ୍ତୁ କେତେ ଦାନ କରିଛନ୍ତି ଏମାନେ

ଆପଣମାନେ ଜାଣିଛନ୍ତି ଯେ ବର୍ତ୍ତମାନ କେରଳରେ ବନ୍ୟା ଯୋଗୁ ସେଠିକାର ଲୋକମାନଙ୍କୁ ଅନେକ କଷ୍ଟ ସହିବାକୁ ପଡିଛି. ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୩୫୦ ପାଖାପାଖି ପହଞ୍ଚିଥିବାବେଳେ ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାସଚ୍ୟୁତ ହୋଇଛନ୍ତି. ଏମିତି ପରିସ୍ଥିତିରେ ସାଧାରଣ ଲୋକଠୁ ନେଇ ସୁପରଷ୍ଟାର ପର୍ଯନ୍ତ ବନ୍ୟା ପୀଡିତ ମାନଙ୍କୁ ସାହାଯ୍ୟର ହାତ ବଢେଇଛନ୍ତି. ହେଲେ ଆମେ ଆପଣଙ୍କୁ ବଲିଉଡର ସେହି ତିନିଜଣ ସୁପରଷ୍ଟାର ବିଷୟରେ ବତେଇବୁ ଯିଏ କି ସବୁଠାରୁ ଅଧିକ ଦାନ କରିଛନ୍ତି.

3) ସାହାରୁଖ ଖାନ-

କେରଳ ବନ୍ୟା ପୀଡିତଙ୍କ ପାଇଁ ଏହି ତିନି ଜଣ ବଲିଉଡ ଷ୍ଟାର କରିଛନ୍ତି ସବୁଠାରୁ ଅଧିକ ଦାନ ଜାଣନ୍ତୁ କେତେ ଦାନ କରିଛନ୍ତି ଏମାନେ

କିଙ୍ଗ୍ ଖାନ କେରଳର ବନ୍ୟା ପୀଡ଼ିତାଙ୍କ ପାଇଁ ନିଜର ସହଯୋଗ ଦେଇଛନ୍ତି. ଏଥିରେ ସାହାରୁଖ ଖାନଙ୍କ ମୀର ଫାଉଣ୍ଡେସନ୍ ବନ୍ୟା ପୀଡ଼ିତାଙ୍କୁ ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି. ଶାହରୁଖ ଖାନଙ୍କ ଏହି ମୀର ଫାଉଣ୍ଡେସନ୍ ଗରିବ ପିଲାମାନଙ୍କୁ ସାହାଯ୍ୟ କରିଥାଏ. ଏହି ଫାଉଣ୍ଡେସନ ପିଲାଙ୍କ କ୍ୟାନସର ଚିକିତ୍ସା ବି କରେଇଥାଏ.

2) ଅମିତାଭ ବଚ୍ଚନ-

କେରଳ ବନ୍ୟା ପୀଡିତଙ୍କ ପାଇଁ ଏହି ତିନି ଜଣ ବଲିଉଡ ଷ୍ଟାର କରିଛନ୍ତି ସବୁଠାରୁ ଅଧିକ ଦାନ ଜାଣନ୍ତୁ କେତେ ଦାନ କରିଛନ୍ତି ଏମାନେ

ପୁରୁଣା ମହାନାୟକ ଅମିତାଭ ବଚ୍ଚନ ବି ଏହି ଲିଷ୍ଟରେ ସାମିଲ୍ ଅଛନ୍ତି. ଅମିତାଭ ବଚ୍ଚନ କେରଳ ବନ୍ୟା ପୀଡିତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି. ଏହା ଛଡା ସେ ପ୍ରତି ବର୍ଷ ଗରୀବ ପିଲାଙ୍କ ଶିକ୍ଷା ପାଇଁ ଅନେକ ଟଙ୍କା ଦାନ କରିଥାନ୍ତି.

1) ଅକ୍ଷୟ କୁମାର-

କେରଳ ବନ୍ୟା ପୀଡିତଙ୍କ ପାଇଁ ଏହି ତିନି ଜଣ ବଲିଉଡ ଷ୍ଟାର କରିଛନ୍ତି ସବୁଠାରୁ ଅଧିକ ଦାନ ଜାଣନ୍ତୁ କେତେ ଦାନ କରିଛନ୍ତି ଏମାନେ

ଦେଶରେ କିଛି ସମସ୍ୟା ହେବ ଆଉ ଅକ୍ଷୟ କୁମାର ଆଗକୁ ଆସିବେନି ଏମିତି ହୋଇ ପାରିବନି. କେରଳ ବନ୍ୟା ପୀଡିତଙ୍କ ସାହାଯ୍ୟ ପାଇଁ ସବୁଠାରୁ ପ୍ରଥମେ ଖୀଲାଡି କିଙ୍ଗ୍ ଅକ୍ଷୟ କୁମାର ଆଗକୁ ଆସିଥିଲେ. ରିପୋର୍ଟ ଅନୁସାରେ ଅକ୍ଷୟ କୁମାର କେରଳ ବନ୍ୟା ପୀଡିତଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି.