୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ଆମ ଦେଶ ଭାରତରେ ବହୁତ ଧନୀ ବ୍ୟକ୍ତି ଅଛନ୍ତି, ମାତ୍ର ଆଜି ଆମେ ଏମିତି କିଛି ଧନୀ ବ୍ୟକ୍ତିଙ୍କ କଥା କହିବୁ ଯିଏ ସାରା ଦୁନିଆ ରେ ପ୍ରସିଦ୍ଧ ଆଉ ସେମାନଙ୍କର ଆୟ ଗୋଟେ ମିନଟ ରେ ଏତେ ଟଙ୍କା ଯେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଆନ୍ତି, ମାତ୍ର ଏହା ସତ ଅଟେ. ୧. ମହେନ୍ଦ୍ର ସିଂ ଧୋନି: ଭାରତୀୟ କ୍ରିକେଟ ଟିମ ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କ ଗୋଟେ
 
୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ଆମ ଦେଶ ଭାରତରେ ବହୁତ ଧନୀ ବ୍ୟକ୍ତି ଅଛନ୍ତି, ମାତ୍ର ଆଜି ଆମେ ଏମିତି କିଛି ଧନୀ ବ୍ୟକ୍ତିଙ୍କ କଥା କହିବୁ ଯିଏ ସାରା ଦୁନିଆ ରେ ପ୍ରସିଦ୍ଧ ଆଉ ସେମାନଙ୍କର ଆୟ ଗୋଟେ ମିନଟ ରେ ଏତେ ଟଙ୍କା ଯେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଆନ୍ତି, ମାତ୍ର ଏହା ସତ ଅଟେ.

୧. ମହେନ୍ଦ୍ର ସିଂ ଧୋନି:

୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ଭାରତୀୟ କ୍ରିକେଟ ଟିମ ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କ ଗୋଟେ ମିନଟ ର ଆୟ ବହୁତ ଅଧିକ ଅଟେ. କ୍ରିକେଟ ଆଉ ବିଜ୍ଞାପନ ରୁ ସେ ଗୋଟେ ମିନଟ ରେ ୧,୨୧୩ ଟଙ୍କା ଆୟ କରୁଛନ୍ତି ଏହା ଏକ ସୂତ୍ର ରୁ ଜଣ ପଡିଛି.

୨. ବିରାଟ କୋହଲି :

୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ଭାରତର ଅଧିନାୟକ ବିରାଟ କୋହଲି ବି କାହାଠାରୁ କମ ନୁହନ୍ତି, ସେ ସମସ୍ତଙ୍କୁ ପଛରେ ପକେଇଦେଛନ୍ତି, ତାଙ୍କ ଆୟ ସବୁଠୁ ଅଧିକ, ସେ ଗୋଟେ ମିନଟରେ ୧,୯୧୬ ଟଙ୍କା ଆୟ କରୁଛନ୍ତି.

୩. ଶାହରୁଖ ଖାଁ :

୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ବଲିଉଡ ର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାଁ ଦୁନିଆର ସବୁଠାରୁ ଧନୀ ଅଭିନେତା ଲିଷ୍ଟ ରେ ଟପ ୧୦ ରେ ଆସୁଛନ୍ତି. ଶାହରୁଖ ଙ୍କ ଗୋଟେ ମିନଟର ଆୟ ପ୍ରାୟ ୩,୨୪୩ ଟଙ୍କା ଅଟେ.

୪. ସଲମାନ ଖାଁ :

୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ଏମିତି ହିଁ ସଲମାନ ଖାଁ ଶାହରୁଖ ଙ୍କ ଠାରୁ ଅଧିକ ଆୟ କରନ୍ତି, ଆପଣମାନଙ୍କୁ ଜଣିକି ଆଶ୍ଚର୍ଯ୍ୟ ହେଇଯିବେ ଯେ ସଲମାନ ଙ୍କ ଆୟ ଗୋଟେ ମିନଟ ରେ ପ୍ରୌୟ ୪,୪୩୯ ଟଙ୍କା ଅଟେ. ଫୋକ୍ସ ମେଗାଜିନ ବି ସଲମାନ ଙ୍କୁ ସବୁଡ଼ୁ ଧନୀ ଅଭିନେତା ଘୋଷଣା କରିଥିଲା.

୫. ଅମୀର ଖାଁ :

୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ବଲିଉଡ ର ପ୍ରସିଦ୍ଧ ଅଭିନେତା ଅମୀର ଖାଁ ଙ୍କ ଫିଲ୍ମ ସବୁଠାରୁ ଅଧିକ ଆୟ କରିଥାଏ. ମାତ୍ର ସେ ଅଧିକ ବିଜ୍ଞାପନ କରନ୍ତି ନାହିଁ. ସେ ଆୱାର୍ଡ ବି ନିଅନ୍ତି ନାହିଁ. ସେଥିପାଇଁ ତାଙ୍କ ଗୋଟେ ମିନଟ ର ଆୟ ୧,୩୦୮ ଟଙ୍କା ଅଟେ.

୬. ଅକ୍ଷୟ କୁମାର :

୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ବଲିଉଡ ର ଖିଲାଡୀ ଅକ୍ଷ୍ୟ କୁମାର ନିଜର ହିଟ ଚଳଚିତ୍ର ପାଇଁ ପ୍ରସିଦ୍ଧ ଅଟନ୍ତି. ସେ ଗୋଟେ ମିନଟ ରେ ୧,୮୬୯ ଟଙ୍କା ଆୟ କରନ୍ତି.

୭. ମୁକେଶ ଅମ୍ବାନୀ:

୧ ମିନଟ ରେ କେତେ ଟଙ୍କା ଆୟ କରୁଛନ୍ତି ଅମ୍ବାନିଙ୍କ ଠାରୁ ଧରି ବିରାଟ କୋହଲି ଯାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…..

ଅମ୍ବାନୀ ପରିବାର ର ନାମ ଦୁନିଆ ର ସବୁଠୁ ଧନୀ ଆଉ ବଡ ବଡ ଉଦ୍ୟୋଗପତି ଭିତରେ ଆସେ . ନିଜର କଠିନ ପରିଶ୍ରମ ବଳରେ ସେ ଦୁନିଆରେ ଅଲଗା ନାମ ତିଆରି କରିଛନ୍ତି. ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ ଯେ ମୁକେଶ ଅମ୍ବାନୀ ଗୋଟେ ମିନଟ ରେ ୧.୪ ଲକ୍ଷ ଟଙ୍କା ରୁ ୨.୩ ଲକ୍ଷ ଆୟ କରନ୍ତି.