କଲେକ୍ଟରଙ୍କ ମହାନତା ନିଜ ପରିଚୟ ଲୁଚେଇ ଦୀର୍ଘ ୮ ଦିନ ହେଲା ଲୋକଙ୍କ ସେବା କରୁଥିଲେ. ସଫା କରିବା ସହିତ ପିଲାମାନଙ୍କୁ ନିଜ କୋଳରେ ଧରି ଖୁଆଇଥିଲେ ମଧ୍ୟ

କେରଳରେ ବନ୍ୟା ଏବେ ତାଣ୍ଡବ ମଚେଇଛି. କେରଳର କୋଚିରେ ବନ୍ୟା ପିଡ଼ୀତଙ୍କୁ ସହୟତା ସିବିର ଦ୍ଵାରା ଦାଦରା ନଗର ହବେଳୀର କଲେକ୍ଟର ଲଗାତର ଆଠ ଦିନ ପର୍ଯ୍ୟନ୍ତ ନିଜ ପରିଚୟ ଲୁଚେଇକରି ସହୟତା କାଯ୍ୟରେ ଲାଗି ପଡିଥିଲେ. ସେ ସିବିରରେ ସଫା କରିବା ସହ ପିଲାମାନଙ୍କୁ ନିଜ କୋଳରେ ଧରି ଖୁଆଇଥିଲେ ମଧ୍ୟ. ନବମ ଦିନରେ ତାଙ୍କ ପରିଚୟ ଜଣା ପଡିବା ପରେ ସେ ସିବିରରୁ ଫେରି ଯାଇ ଥିଲେ. ତେବେ ୩୨ ବର୍ଷ ବୟସର କନାନ
 
କଲେକ୍ଟରଙ୍କ ମହାନତା ନିଜ ପରିଚୟ ଲୁଚେଇ ଦୀର୍ଘ ୮ ଦିନ ହେଲା ଲୋକଙ୍କ ସେବା କରୁଥିଲେ. ସଫା କରିବା ସହିତ ପିଲାମାନଙ୍କୁ ନିଜ କୋଳରେ ଧରି ଖୁଆଇଥିଲେ ମଧ୍ୟ

କେରଳରେ ବନ୍ୟା ଏବେ ତାଣ୍ଡବ ମଚେଇଛି. କେରଳର କୋଚିରେ ବନ୍ୟା ପିଡ଼ୀତଙ୍କୁ ସହୟତା ସିବିର ଦ୍ଵାରା ଦାଦରା ନଗର ହବେଳୀର କଲେକ୍ଟର ଲଗାତର ଆଠ ଦିନ ପର୍ଯ୍ୟନ୍ତ ନିଜ ପରିଚୟ ଲୁଚେଇକରି ସହୟତା କାଯ୍ୟରେ ଲାଗି ପଡିଥିଲେ. ସେ ସିବିରରେ ସଫା କରିବା ସହ ପିଲାମାନଙ୍କୁ ନିଜ କୋଳରେ ଧରି ଖୁଆଇଥିଲେ ମଧ୍ୟ. ନବମ ଦିନରେ ତାଙ୍କ ପରିଚୟ ଜଣା ପଡିବା ପରେ ସେ ସିବିରରୁ ଫେରି ଯାଇ ଥିଲେ.

କଲେକ୍ଟରଙ୍କ ମହାନତା ନିଜ ପରିଚୟ ଲୁଚେଇ ଦୀର୍ଘ ୮ ଦିନ ହେଲା ଲୋକଙ୍କ ସେବା କରୁଥିଲେ. ସଫା କରିବା ସହିତ ପିଲାମାନଙ୍କୁ ନିଜ କୋଳରେ ଧରି ଖୁଆଇଥିଲେ ମଧ୍ୟ

ତେବେ ୩୨ ବର୍ଷ ବୟସର କନାନ ଗୋବିନାଥ ନିଜର ପରିଚୟ ନଦେଇ ସେଠାରେ ରହିଥିଲେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ. ସେ କେରଳର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ୧ କୋଟି ଜମା କରିବା ପାଇଁ ଯାଇଥିଲେ. ଚେକ୍ ଦେବା ପରେ ସେ ତାଙ୍କ ସହର ବସ୍ ଧରି ଘରକୁ ଯିବା ବଦଳରେ ବନ୍ୟା ଆଶ୍ରୟ ସ୍ତଳୀ ରେ ପହଂଚିଥିଲେ. ସେଠାରେ ସେ ଅଲଗା ଅଲଗା ଜାଗାରେ ନିଜକୁ ନିୟୋଜିତ କରି ସେବା ଆରମ୍ଭ କରିଥିଲେ. ଏହା ଦ୍ୱାରା ସେ କାହାକୁ କହିନଥିଲେ କି ସେ ଦଦରା ନଗର ହାବେଳୀ ର ଜିଲ୍ଳାପାଳ ବୋଲି.

୨୦୧୨ ବ୍ୟାଚ ରେ ଆଇଏଏସ କାନନ ଗୋପିନାଥ ଯିଏକି ଏବେ ଦଦରା ନଗର ହାବେଳୀରେ ଜିଲ୍ଲା କଲେକ୍ଟର ଅଛନ୍ତି. ଗୋପୀନାଥ ଙ୍କ ସତ୍ୟତା ଜାଣିବା ପରେ ସେ କହିଥିଲେ କି ସେ କୌଣସି ବଡ କାମ କରି ନାହାନ୍ତି. ପ୍ରକୃତ ହିରୋ ସେମାନେ ଯିଏ ବନ୍ୟା ଗ୍ରସ୍ତ ଅଂଚଳରେ ପ୍ରବେଶ କରି ସେମାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣୁଛନ୍ତି. ତାଙ୍କ ପରିଚୟ ମିଳିବା ପରେ ସେ କହିଛନ୍ତି କି ତାଙ୍କୁ ଦୁଃଖ ଲାଗୁଛି ଯେ ଲୋକମାନେ ତାଙ୍କୁ ମହାନ ବୋଲି ଭାବୁଛନ୍ତି.

କଲେକ୍ଟରଙ୍କ ମହାନତା ନିଜ ପରିଚୟ ଲୁଚେଇ ଦୀର୍ଘ ୮ ଦିନ ହେଲା ଲୋକଙ୍କ ସେବା କରୁଥିଲେ. ସଫା କରିବା ସହିତ ପିଲାମାନଙ୍କୁ ନିଜ କୋଳରେ ଧରି ଖୁଆଇଥିଲେ ମଧ୍ୟ

ସେ ଏକଥା ମଧ୍ୟ କହିଲେ କି ଦୁଃଖ ଲାଗୁଛି ଲୋକମାନେ ଏବେ ମୋ ସହ ଫୋଟୋ ଉଠେଇବା ପାଇଁ କହୁଛନ୍ତି। ସବୁ କଥା ଜାଣିବା ପରେ ସେ ଶିବିର ଛାଡି ନିଜ ଜିଲ୍ଲାକୁ ଚାଲି ଯାଇଥିଲେ.