କଣ ପେଟ୍ରୋଲ ପମ୍ପ ଖୋଲିବାକୁ ଯାଉଛି ରିଲାଏନ୍ସ ଜିଓ ? ୨୦ଟଙ୍କାରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିପାରେ…

ରିଲାଏନ୍ସ ଜିଓ ଦୂରସଞ୍ଚାର କ୍ଷେତ୍ର ପରି ପେଟ୍ରୋଲ ପମ୍ପର କାରାବାରରେ ବି ଶସ୍ତା ପେଟ୍ରୋଲ ଦେଇ ନିଜ ପ୍ରତିଦ୍ୱନ୍ଦିତା କମ୍ପାନୀ ସହ ଜବରଦସ୍ତ ମୁକାବିଲା କରିବା ମୁକେଶ ଅମ୍ବାନୀ ଆଣିବାକୁ ଯାଉଛନ୍ତି ସବୁଠାରୁ ଶସ୍ତା ପେଟ୍ରୋଲ. ରିପୋର୍ଟ ଅନୁସାରେ ଆରଆଇଏଲ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ବଜାର ଦରରୁ ୧୦-୨୦ଟଙ୍କା ପ୍ରତି ଲିଟର କମରେ ଜାରୀ କରାଯିବ. ନୋଟ ବନ୍ଦିର ପାଇଁ ସାର୍ବଜନୀକ କ୍ଷେତ୍ରରେ ପେଟ୍ରୋଲ ପମ୍ପରେ କିଛି ସମୟ ପର୍ଯନ୍ତ ପୂରୁଣା ନୋଟ ସ୍ଵୀକାରକୁ ଅନୁମତି ଦିଆଯାଇଥିଲା.
 
କଣ ପେଟ୍ରୋଲ ପମ୍ପ ଖୋଲିବାକୁ ଯାଉଛି ରିଲାଏନ୍ସ ଜିଓ ? ୨୦ଟଙ୍କାରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିପାରେ…

ରିଲାଏନ୍ସ ଜିଓ ଦୂରସଞ୍ଚାର କ୍ଷେତ୍ର ପରି ପେଟ୍ରୋଲ ପମ୍ପର କାରାବାରରେ ବି ଶସ୍ତା ପେଟ୍ରୋଲ ଦେଇ ନିଜ ପ୍ରତିଦ୍ୱନ୍ଦିତା କମ୍ପାନୀ ସହ ଜବରଦସ୍ତ ମୁକାବିଲା କରିବା ମୁକେଶ ଅମ୍ବାନୀ ଆଣିବାକୁ ଯାଉଛନ୍ତି ସବୁଠାରୁ ଶସ୍ତା ପେଟ୍ରୋଲ.

କଣ ପେଟ୍ରୋଲ ପମ୍ପ ଖୋଲିବାକୁ ଯାଉଛି ରିଲାଏନ୍ସ ଜିଓ ? ୨୦ଟଙ୍କାରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିପାରେ…

ରିପୋର୍ଟ ଅନୁସାରେ ଆରଆଇଏଲ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ବଜାର ଦରରୁ ୧୦-୨୦ଟଙ୍କା ପ୍ରତି ଲିଟର କମରେ ଜାରୀ କରାଯିବ. ନୋଟ ବନ୍ଦିର ପାଇଁ ସାର୍ବଜନୀକ କ୍ଷେତ୍ରରେ ପେଟ୍ରୋଲ ପମ୍ପରେ କିଛି ସମୟ ପର୍ଯନ୍ତ ପୂରୁଣା ନୋଟ ସ୍ଵୀକାରକୁ ଅନୁମତି ଦିଆଯାଇଥିଲା. ଏହା ପରେ ଉଦ୍ୟୋଗ ମୁତାବିକ ପ୍ରତିଦ୍ୱନ୍ଦି କମ୍ପାନୀଙ୍କୁ ଅଲଗା ଉପାୟରେ ଦାମ କମ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି.

କଣ ପେଟ୍ରୋଲ ପମ୍ପ ଖୋଲିବାକୁ ଯାଉଛି ରିଲାଏନ୍ସ ଜିଓ ? ୨୦ଟଙ୍କାରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିପାରେ…

ଅଲ ଇଣ୍ଡିଆ ପେଟ୍ରୋଲିୟମ୍ ଡିଲର ଆସୋସିଏସନ ର ଅଧ୍ୟକ୍ଷ ଅଜୟ ବଂସଲ କହିଛନ୍ତି ଯେ’ସବୁ ଗ୍ରାହକଙ୍କ ଲକ୍ଷିତ କରାଯାଉଛି ହେଲେ ରିଲାଏନ୍ସର ପେଟ୍ରୋଲ ପମ୍ପର ସଂଖ୍ୟା ବହୁତ କମ ଅଛି. ହେଲେ ଯେବେ କମ୍ପାନୀ ନିଜର ବିସ୍ତାର କରିବ ତ ଆମ ପାଇଁ ଏହା କଷ୍ଟକର ହୋଇପାରେ. ସେ କହିଛନ୍ତି ଯେ ତେଲ ବିପାଣନ କମ୍ପାନୀ ବି ବିଭିନ୍ନ ଜାଗା ମାନଙ୍କରେ କେତେ ପ୍ରକାରର ଯୋଜନାକୁ ସାମିଲ୍ କରାଯାଉଛି.

କଣ ପେଟ୍ରୋଲ ପମ୍ପ ଖୋଲିବାକୁ ଯାଉଛି ରିଲାଏନ୍ସ ଜିଓ ? ୨୦ଟଙ୍କାରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିପାରେ…

ବର୍ତ୍ତମାନ ରିଲାଏନ୍ସ କମ୍ପାନୀର ପେଟ୍ରୋଲ ପମ୍ପ ଦେଶରେ ବହୁତ ଜାଗାରେ ରହିଛି. ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ କହିବାନୁସାରେ ରିଲାଏନ୍ସ ପେଟ୍ରୋଲ ପମ୍ପ ବହୁତ ଶୀଘ୍ର ହିଁ ସାରା ଭାରତରେ ବହୁତ୍ ଶସ୍ତାରେ ପେଟ୍ରୋଲ ମିଳିବ ବୋଲି ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି. ତେଲ ଦର କିଛିଦିନ ହେବ ଦେଶରେ ଦ୍ରୁତଗତିରେ ବଢିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ମୁକେଶ ଏହି ଯୋଜନାରେ ସାରା ଦେଶରେ ବଜାର ଦରରୁ କମ ରେ ଦେଇପାରନ୍ତି.