ନୀତା ଅମ୍ବାନୀଙ୍କ ଲିପଷ୍ଟିକର ଦାମ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ, ଏତେ ଦାମ୍ ଯେ ସେତିକି ଦାମରେ ଜଣେ ସାଧାରଣ ଲୋକ ଘର କିଣି ପାରିବ

ଭାରତର ସବୁଠାରୁ ଧନୀ ଲୋକ ହେଉଛନ୍ତି ମୁକେଶ ଅମ୍ବାନୀ. ସମସ୍ତେ ଜାଣିଛନ୍ତି ଯେ ତାଙ୍କ ପାଖରେ ଅନେକ ସମ୍ପତ୍ତି ରହିଛି. ଅମ୍ବାନୀଙ୍କ ପରିବାର ସମସ୍ତେ ରାଜକୀୟ ଭଳି ରହିଥାନ୍ତି. ହେଲେ ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ବିଷୟରେ କିଛି ବତେଇବୁ ଯାହାକୁ ସାଧାରଣ ଲୋକ କେବଳ ସ୍ୱପ୍ନରେ ଭାବି ପାରିବ. ତେବେ ଆସନ୍ତୁ ଜାଣିବା. ଏକ ଫେସନ୍ ୱେବସାଇଟଙ୍କ କହିବାଅନୁସାରେ ନୀତା ଅମ୍ବାନୀ ୪୦ ହଜାର ଟଙ୍କାର ଶାଢି ପିନ୍ଧିଥାନ୍ତି. ଏହି ଶାଢୀର
 
ନୀତା ଅମ୍ବାନୀଙ୍କ ଲିପଷ୍ଟିକର ଦାମ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ, ଏତେ ଦାମ୍ ଯେ ସେତିକି ଦାମରେ ଜଣେ ସାଧାରଣ ଲୋକ ଘର କିଣି ପାରିବ

ଭାରତର ସବୁଠାରୁ ଧନୀ ଲୋକ ହେଉଛନ୍ତି ମୁକେଶ ଅମ୍ବାନୀ. ସମସ୍ତେ ଜାଣିଛନ୍ତି ଯେ ତାଙ୍କ ପାଖରେ ଅନେକ ସମ୍ପତ୍ତି ରହିଛି. ଅମ୍ବାନୀଙ୍କ ପରିବାର ସମସ୍ତେ ରାଜକୀୟ ଭଳି ରହିଥାନ୍ତି. ହେଲେ ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ବିଷୟରେ କିଛି ବତେଇବୁ ଯାହାକୁ ସାଧାରଣ ଲୋକ କେବଳ ସ୍ୱପ୍ନରେ ଭାବି ପାରିବ. ତେବେ ଆସନ୍ତୁ ଜାଣିବା.

ନୀତା ଅମ୍ବାନୀଙ୍କ ଲିପଷ୍ଟିକର ଦାମ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ, ଏତେ ଦାମ୍ ଯେ ସେତିକି ଦାମରେ ଜଣେ ସାଧାରଣ ଲୋକ ଘର କିଣି ପାରିବ

ଏକ ଫେସନ୍ ୱେବସାଇଟଙ୍କ କହିବାଅନୁସାରେ ନୀତା ଅମ୍ବାନୀ ୪୦ ହଜାର ଟଙ୍କାର ଶାଢି ପିନ୍ଧିଥାନ୍ତି. ଏହି ଶାଢୀର ନାମ ହେଉଛି ବିବାହ ପାତୁ. ଏହି ଶାଢିକୁ ତିଆରି କରିବା ପାଇଁ ୩୬ ମହିଳା କାରିଗରଙ୍କୁ ଏକ ବର୍ଷର ସମୟ ଲାଗିଥାଏ. ଏତେସବୁ ହୋଇଥିବା କାରଣରୁ ଏହି ଶାଢିକୁ ଗିନିଜ ୱାଲ୍ଡ ରେକର୍ଡ ରେ ସ୍ଥାନ ଦିଆଯାଇଛି. ଏହି ଶାଢିର ଓଜନ ପ୍ରାୟ ଆଠ କିଲୋ ହୋଇଥାଏ.

ନୀତା ଅମ୍ବାନୀଙ୍କ ଲିପଷ୍ଟିକର ଦାମ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ, ଏତେ ଦାମ୍ ଯେ ସେତିକି ଦାମରେ ଜଣେ ସାଧାରଣ ଲୋକ ଘର କିଣି ପାରିବ

କିଛି ଦିନ ପୂର୍ବେ ହୋଇଥିବା ନୀତା ଅମ୍ବାନୀଙ୍କ ୪୪ତମ ଜନ୍ମଦିନରେ ସ୍ଵାମୀ ମୁକେଶ ଅମ୍ବାନୀ ପ୍ରାଇଭେଟ ଜେଟ୍ ଉପହାର ଦେଇଥିଲେ. ଏହି ଜେଟର ମୁଲ୍ୟ ୩୯୦ କୋଟି ଟଙ୍କା ବୋଲି ବତାଯାଇଛି. ନୀତା ଅମ୍ବାନୀ ବ୍ୟବହାର କରୁଥିବା ଫୋନର ମୁଲ୍ୟ ୩୦୦ କୋଟି ଟଙ୍କା ଅଟେ. ନୀତା ଅମ୍ବାନୀ ନିଜ ଦିନର ଆରମ୍ଭ ସୁନାର କପରୁ ଚା ପିଇକରି କରିଥାନ୍ତି.

ନୀତା ଅମ୍ବାନୀଙ୍କ ଲିପଷ୍ଟିକର ଦାମ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ, ଏତେ ଦାମ୍ ଯେ ସେତିକି ଦାମରେ ଜଣେ ସାଧାରଣ ଲୋକ ଘର କିଣି ପାରିବ

ନୀତା ଅମ୍ବାନୀ ବ୍ୟବହାର କରୁଥିବା ହ୍ୟାଣ୍ଡ ବ୍ୟାଗ ହେଉଛି ବିଦେଶୀ କମ୍ପାନୀ birkin ର ଅଟେ ଯାହାର ମୁଲ୍ୟ ୧୩ ଲକ୍ଷ ଟଙ୍କା. କିଛି ଦିନ ହେବ ନୀତା ଅମ୍ବାନୀ ବ୍ୟବହାର କରୁଥିବା ଲିପଷ୍ଟିକ ବିଷୟରେ ଅନେକ ଚର୍ଚ୍ଚା ହେଉଛି. ଏହି ଲିପଷ୍ଟିକର ଦାମ ୪୦ ଲକ୍ଷ ଟଙ୍କା ଅଟେ ଯେଉଁଥିରେ ଜଣେ ସାଧାରଣ ଲୋକ ନିଜର ଦୁଇଟା ବଙ୍ଗଳା ଆରାମରେ କିଣି ପାରିବ.