ଆଜି ହଉଚି ଗଣେଶ ପୂଜା, ବିଘ୍ନ ହର୍ତା ଭଗବାନ ଗଣେଶଙ୍କ ବିଷୟରେ ଆସନ୍ତୁ ଜାଣିବା ରୋଚକ କଥା…

ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ହିନ୍ଦୁ ଧର୍ମ ଅନୁସାରେ କୌଣସି ଶୁଭ କାମ କରିବା ପୂର୍ବ ରୁ ଭଗବାନ ଗଣେଶ ଙ୍କ ପୂଜା କରିବା ଶୁଭଦାୟକ ଅଟେ। ଏହା ଫଳରେ ଭଗବାନ ପ୍ରଶର୍ନ ହେଇ ସବୁ କାର୍ଯ୍ୟ ରେ ସଫଳତା ଦେଇଥାନ୍ତି । ସକାଳୁ ଜଲ୍ଦି ଉଠି ଗାଧେଇକି ସଫା କପଡା ପିନ୍ଧି ଭଗବାନ ଗଣେଶ ଙ୍କ ପୂଜା କରିବା ଉଚିତ। ଆମ ଓଡିଶା ରେ ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର
 
ଆଜି ହଉଚି ଗଣେଶ ପୂଜା, ବିଘ୍ନ ହର୍ତା ଭଗବାନ ଗଣେଶଙ୍କ ବିଷୟରେ ଆସନ୍ତୁ ଜାଣିବା ରୋଚକ କଥା…

ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ହିନ୍ଦୁ ଧର୍ମ ଅନୁସାରେ କୌଣସି ଶୁଭ କାମ କରିବା ପୂର୍ବ ରୁ ଭଗବାନ ଗଣେଶ ଙ୍କ ପୂଜା କରିବା ଶୁଭଦାୟକ ଅଟେ। ଏହା ଫଳରେ ଭଗବାନ ପ୍ରଶର୍ନ ହେଇ ସବୁ କାର୍ଯ୍ୟ ରେ ସଫଳତା ଦେଇଥାନ୍ତି । ସକାଳୁ ଜଲ୍ଦି ଉଠି ଗାଧେଇକି ସଫା କପଡା ପିନ୍ଧି ଭଗବାନ ଗଣେଶ ଙ୍କ ପୂଜା କରିବା ଉଚିତ।

ଆଜି ହଉଚି ଗଣେଶ ପୂଜା, ବିଘ୍ନ ହର୍ତା ଭଗବାନ ଗଣେଶଙ୍କ ବିଷୟରେ ଆସନ୍ତୁ ଜାଣିବା ରୋଚକ କଥା…

ଆମ ଓଡିଶା ରେ ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି। ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ସହରରେ ବଡ଼ ବଡ଼ ପୂଜାମେଢ଼ ପ୍ରସ୍ତୁତ ହୋଇଛି।

ଆଜି ହଉଚି ଗଣେଶ ପୂଜା, ବିଘ୍ନ ହର୍ତା ଭଗବାନ ଗଣେଶଙ୍କ ବିଷୟରେ ଆସନ୍ତୁ ଜାଣିବା ରୋଚକ କଥା…

ରାଜଧାନୀ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଆଦି ପ୍ରମୁଖ ସହରରେ ଧୁମଧାମର ସହ ଗଣେଶ ପୂଜା ଆରମ୍ଭ ହୋଇଗଲାଣି। ସୁଉଚ୍ଚ ତୋରଣ ସହ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ପୁରା ସହର। ବଡ ଆକାରର ମେଢ଼ ପ୍ରସ୍ତୁତ କରି ପୂଜାର ଆୟୋଜନ କରିଛନ୍ତି ବିଭିନ୍ନ ସଂଗଠନ।

ଆଜି ହଉଚି ଗଣେଶ ପୂଜା, ବିଘ୍ନ ହର୍ତା ଭଗବାନ ଗଣେଶଙ୍କ ବିଷୟରେ ଆସନ୍ତୁ ଜାଣିବା ରୋଚକ କଥା…

କଟକରେ ନୂଆ ଡିଜାଇନ୍‌ର ମୂର୍ତ୍ତି ସାଙ୍ଗକୁ ଓ ଅଭିନବ ଷ୍ଟାଇଲର ତୋରଣକୁ ନେଇ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରେ ପ୍ରତିଯୋଗିତା। ତେବେ ସହରର ନୂଆପଡ଼ାରେ ୫୦ ଫୁଟ୍ ଉଚ୍ଚର ଗଣେଶ ମୂର୍ତ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।