ନିତିଦିନ ହନୁମାନ ଚାଳିଶା ପଢିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣିରଖନ୍ତୁ…

ଭଗବାନ ହନୁମାନ ପ୍ରଭୁ ରାମଚନ୍ଦ୍ରଙ୍କ ପରମ ଭକ୍ତ. ଯିଏ ଲଙ୍କାପୁରରୁ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ. ନିଜ ଲାଞ୍ଜର ନିଆଁରେ ସେ ସାରା ଲଙ୍କାରେ ଅଗ୍ନିରେ ଭଷ୍ମିଭୂତ କରିଥିଲେ. ଭଗବାନ ହନୁମାନଙ୍କ ଅନ୍ୟନାମ ହେଉଛି ସଙ୍କଟ ମୋଚନ. ପ୍ରଭୁ ହନୁମାନ ନିଜ ଭକ୍ତମାନଙ୍କ ଉପରେ ସବୁବେଳେ କୃପାଳୁ ରହିଥାନ୍ତି. ହନୁମାନଙ୍କୁ ସାହାଯ୍ୟରେ ତୁଳସୀ ଦାସ ଭଗବାନ ରାମଙ୍କୁ ଦର୍ଶନ ପାଇଥିଲେ. କୁହାଯାଇ ଥାଏ ଯେ ଯେଉଁଠି ପ୍ରଭୁ ରାମଙ୍କ ପୂଜା ହୋଇଥାଏ ସେଠାରେ ହନୁମାନ କେଉଁ ବି
 
ନିତିଦିନ ହନୁମାନ ଚାଳିଶା ପଢିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣିରଖନ୍ତୁ…

ଭଗବାନ ହନୁମାନ ପ୍ରଭୁ ରାମଚନ୍ଦ୍ରଙ୍କ ପରମ ଭକ୍ତ. ଯିଏ ଲଙ୍କାପୁରରୁ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ. ନିଜ ଲାଞ୍ଜର ନିଆଁରେ ସେ ସାରା ଲଙ୍କାରେ ଅଗ୍ନିରେ ଭଷ୍ମିଭୂତ କରିଥିଲେ. ଭଗବାନ ହନୁମାନଙ୍କ ଅନ୍ୟନାମ ହେଉଛି ସଙ୍କଟ ମୋଚନ. ପ୍ରଭୁ ହନୁମାନ ନିଜ ଭକ୍ତମାନଙ୍କ ଉପରେ ସବୁବେଳେ କୃପାଳୁ ରହିଥାନ୍ତି. ହନୁମାନଙ୍କୁ ସାହାଯ୍ୟରେ ତୁଳସୀ ଦାସ ଭଗବାନ ରାମଙ୍କୁ ଦର୍ଶନ ପାଇଥିଲେ.

ନିତିଦିନ ହନୁମାନ ଚାଳିଶା ପଢିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣିରଖନ୍ତୁ…

କୁହାଯାଇ ଥାଏ ଯେ ଯେଉଁଠି ପ୍ରଭୁ ରାମଙ୍କ ପୂଜା ହୋଇଥାଏ ସେଠାରେ ହନୁମାନ କେଉଁ ବି ରୂପରେ ଉପସ୍ଥିତ ଥାଆନ୍ତି. କାରଣ ହନୁମାନ ହେଉଛନ୍ତି ରାମଚନ୍ଦ୍ରଙ୍କ ପରମ ଭକ୍ତ. ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବାକୁ ତୁଳସୀ ଦାସ ହନୁମାନ ଚାଳିଶା ଲେଖିଥିଲେ. ଏହି ଚାଳିଶା ର ନିୟମିତ ପାଠ ବହୁତ୍ ସରଳ ଓ ସହଜ ଅଟେ. ହନୁମାନ ଚାଳିଶା ରେ ହନୁମାନ ଅଷ୍ଟ ସିଦ୍ଧି ର ଦାତା ବୋଲି କୁହାଯାଇଛି.

ନିତିଦିନ ହନୁମାନ ଚାଳିଶା ପଢିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣିରଖନ୍ତୁ…

ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ପାଠ କରେ ଭୂତ ପିଶାଚ ତା ପାଖକୁ ଆସିପାରେ ନାହିଁ. ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ପାଠ କରେ ତା ମନୋବଳ ବହୁତ୍ ବଢିଯାଏ. ଶୋଇବା ସମୟରେ ଯଦି ମନ ବିଚଳିତ ରୁହେ ଏବଂ ଠିକ୍ ସେ ନିଦ ନ ଆସେ ତାହେଲେ ହନୁମାନ ଚାଳିଶ ପଢ଼ିବା ଆରମ୍ଭ କରନ୍ତୁ. ଏହା ମନକୁ ଶାନ୍ତି କରିଥାଏ.

ନିତିଦିନ ହନୁମାନ ଚାଳିଶା ପଢିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣିରଖନ୍ତୁ…

ଯେଉଁ ବ୍ୟକ୍ତି ନିୟମିତ ଭାବରେ ହନୁମାନ ଚାଳିଶା ପାଠ କରିଥାଏ ତାର ସବୁ ମନସ୍କାମନା ହନୁମାନ ପୂରଣ କରିଥାନ୍ତି. ଯେବେ ବି ଆପଣଙ୍କୁ ଆର୍ଥିକ ସଙ୍କଟ ପଡେ ସେବେ ମନେ ମନେ ଭଗବାନ ଚାଳିଶା ର ପାଠ କରନ୍ତୁ. କିଛି ଦିନ ମଧ୍ୟରେ ଆପଣଙ୍କ ଅସୁବିଧା ଦୂର ହେଇଯିବ. ଯଦି ପଢ଼ିବା ମଙ୍ଗଳବାର ରୁ ଆରମ୍ଭ କରିବେ ତାହେଲେ ଏହା ଆହୁରି ଉତ୍ତମ ହୋଇଥାଏ. ଯଦି କିଛି ଅଜଣା ଡର ଡରାଏ ତାହେଲେ ହନୁମାନ ଚାଳିଶା ପାଠ କରନ୍ତୁ.