ଆଜିର ରାଶିଫଳ , ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ରେ କଟିବ…

ମେଷ: ଘରେ ମିତ୍ର ଏବଂ ପରିଜନମାନଙ୍କର ଆବାଗମନରେ ଆନନ୍ଦର ମାହୌଲ ରହିବ। ଆକସ୍ମିକ ଉପହାରରେ ଖୁସି ମିଳିବ। ଆଜି ଆର୍ଥିକ ଲାଭ ମିଳିବାର ମଧ୍ୟ ସମ୍ଭାବନା ଅଛି। ଯାତ୍ରାର ପ୍ରସ୍ତୁତି କରିବେ। ଉତ୍ତମ ଭୋଜନ ମିଳିବ। ବୃଷ : କାହା ସହିତ ଭୁଲ ବୁଝାବଣା ହୋଇପାରେ। ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ମନକୁ ଉଦାସ କରିବ। ପରିଶ୍ରମର ଉଚିତ ପରିଣାମ ନ ପ୍ରାପ୍ତ କରିବା କାରଣରୁ ନିରାଶା ଅନୁଭବ କରିବେ। ଆଜି ଦିନ ଅଧିକ ଖର୍ଚ୍ଚ ପ୍ରମାଣିତ ହେବ।
 
ଆଜିର ରାଶିଫଳ , ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ରେ କଟିବ…

ମେଷ: ଘରେ ମିତ୍ର ଏବଂ ପରିଜନମାନଙ୍କର ଆବାଗମନରେ ଆନନ୍ଦର ମାହୌଲ ରହିବ। ଆକସ୍ମିକ ଉପହାରରେ ଖୁସି ମିଳିବ। ଆଜି ଆର୍ଥିକ ଲାଭ ମିଳିବାର ମଧ୍ୟ ସମ୍ଭାବନା ଅଛି। ଯାତ୍ରାର ପ୍ରସ୍ତୁତି କରିବେ। ଉତ୍ତମ ଭୋଜନ ମିଳିବ।

ବୃଷ : କାହା ସହିତ ଭୁଲ ବୁଝାବଣା ହୋଇପାରେ। ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ମନକୁ ଉଦାସ କରିବ। ପରିଶ୍ରମର ଉଚିତ ପରିଣାମ ନ ପ୍ରାପ୍ତ କରିବା କାରଣରୁ ନିରାଶା ଅନୁଭବ କରିବେ। ଆଜି ଦିନ ଅଧିକ ଖର୍ଚ୍ଚ ପ୍ରମାଣିତ ହେବ।

ମିଥୁନ: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସ୍‌ର କୌଣସି କାମରେ ବିଦେଶ ଯାଇପାରନ୍ତି। କାହାରିକୁ ବନ୍ଧୁ ଭାବେ ଗ୍ରହଣ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

କର୍କଟ: ଶିକ୍ଷକ ଓ ପୂଜକଙ୍କ ଲାଗି ଦିନଟି ଭଲ। ନୂଆ ଜମି କିମ୍ବା ଘର କିଣିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଚାକିରିରେ ପଦୋନ୍ନତି ମିଳିବା ହେତୁ ଆର୍ଥିକ ସ୍ଥିତି ସୁଧୁରିବ। ରାଜନୀତିରେ ସୀମା ବଢ଼ାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ଆଜିର ରାଶିଫଳ , ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ରେ କଟିବ…

ସି˚ହ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କ ପ୍ରତିଭା ଅନୁସାରେ ଯଥେଷ୍ଟ ସଫଳତା ପାଇବେ। ପଡେ଼ାଶୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।

କନ୍ୟା : ମନକୁ ନିୟନ୍ତ୍ରଣରେ ରଖିବେ। ବିବାଦର ଆଶଂକା ଅଛି। ଶତ୍ରୁ ହଇରାଣ କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଦିନ ଅନୁକୂଳ ଅଟେ। ଜଲକ୍ଷେତ୍ରର ଆଖ ପାଖରେ ସଜାଗ ରୁହନ୍ତୁ। ଅତ୍ୟଧିକ ଖର୍ଚ୍ଚ ହେବ। ରହସ୍ୟମୟୀ କଥାଗୁଡ଼ିକରେ ରୁଚି ରହିବ।

ତୁଳା : ମିତ୍ରମାନଙ୍କୁ ଆମନ୍ତ୍ରିତ କରିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ କିମ୍ବା ପ୍ରିୟତମା ସହିତ ସମୀପର ଆନନ୍ଦ ମିଳିବ। ନୂଆ ବସ୍ତ୍ରାଲଙ୍କାର କିଣିବା କିମ୍ବା ପରିଧାନ ବନାଇବା ପାଇଁ ସମୟ ଆସିବ। ସାର୍ବଜନିକ ମାନ-ସମ୍ମାନର ଅଧିକାରୀ ହେବେ।

ବିଚ୍ଛା : ଆଜିର ଦିନ କିଛି ଆକସ୍ମିକ ଘଟଣା ଘଟିବ। ହାତକୁ ଆସିଥିବା ଦ୍ରବ୍ୟ କିମ୍ବା ସୁବିଧା ହାତରୁ ଗଲା ପରି ପ୍ରତୀୟମାନ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ମତଭେଦ ହୋଇପାରେ। ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ ରହିବ।

ଧନୁ : ପେଟରେ ଅସୁବିଧା ହୋଇପାରେ। କାର୍ଯ୍ୟର ଅସଫଳତା ଆପଣଙ୍କୁ ହତାଶା କରିବ। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଦେଶ। ସାହିତ୍ୟ, ଲେଖନ ତଥା କଳା ପ୍ରତି ଗଭୀର ରୁଚି ରଖିବେ। ପ୍ରିୟଜନମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ।

ମକର: ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଅଫିସରେ ଅଧିକାରୀବର୍ଗଙ୍କ ସହଯୋଗ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଚତୁରତାର ସହ ତାଳ ଓ ଲୟ ବଜାୟ ରଖନ୍ତୁ; ଲାଭ ହେବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

ମୀନ : ଆର୍ଥିକ ଆୟୋଜନ କରିବା ପାଇଁ ଆଜି ଶୁଭ ଦିନ ଅଟେ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆୟ ବଢ଼ିବ। ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିବ। ସୁରୁଚିପୂର୍ଣ୍ଣ ଭୋଜନ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟ ଭଲ ରହିବ।