ଆପଣ ସୁଖ ଏବଂ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି କି?? ଘରେ ରଖନ୍ତୁ ହାତୀ ମୂର୍ତ୍ତି ଓ ଚିତ୍ର, ଆସନ୍ତୁ ଜାଣିବା ଏହି ବିଷୟରେ…

ଆପଣମାନେ ଦେଖିଥିବେ ବହୁତ ଘର ଏବଂ ଅଫିସ ରେ ହାତୀ ମୂର୍ତି ଓ ଚିତ୍ର ଥିବାର। ଆମ ଭାରତର ବାସ୍ତୁଶାସ୍ତ୍ରରେ ହାତୀଙ୍କର ମୂର୍ତ୍ତି ଓ ଚିତ୍ର ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଲୋକେ ହାତୀ ମୂର୍ତି ରଖି ସକାରାତ୍ମକ ଅନୁଭବ କରିଛନ୍ତି, ହାତୀଙ୍କ ଚିତ୍ର ରଖିଲେ, ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରି ପାରିନଥା’ନ୍ତି। ଘରର ପ୍ରମୁଖ ଦ୍ୱାରରେ ହାତୀର ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ଏପରି କରିବା ଦ୍ୱାରା ପରିବାରରେ ସୁଖ ଓ ଶାନ୍ତି
 
ଆପଣ ସୁଖ ଏବଂ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି କି?? ଘରେ ରଖନ୍ତୁ ହାତୀ ମୂର୍ତ୍ତି ଓ ଚିତ୍ର, ଆସନ୍ତୁ ଜାଣିବା ଏହି ବିଷୟରେ…

ଆପଣମାନେ ଦେଖିଥିବେ ବହୁତ ଘର ଏବଂ ଅଫିସ ରେ ହାତୀ ମୂର୍ତି ଓ ଚିତ୍ର ଥିବାର। ଆମ ଭାରତର ବାସ୍ତୁଶାସ୍ତ୍ରରେ ହାତୀଙ୍କର ମୂର୍ତ୍ତି ଓ ଚିତ୍ର ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଲୋକେ ହାତୀ ମୂର୍ତି ରଖି ସକାରାତ୍ମକ ଅନୁଭବ କରିଛନ୍ତି, ହାତୀଙ୍କ ଚିତ୍ର ରଖିଲେ, ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରି ପାରିନଥା’ନ୍ତି। ଘରର ପ୍ରମୁଖ ଦ୍ୱାରରେ ହାତୀର ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ଏପରି କରିବା ଦ୍ୱାରା ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବା ସହ ପରିବାରର ସମସ୍ତେ ମିଳିମିଶି ରହିଥା’ନ୍ତି।

ହାତୀ ମୂର୍ତି ରଖିବାର ବିଭିର୍ନ ଉପାୟ ଆସନ୍ତୁ ଜାଣିବା…

ଆପଣ ସୁଖ ଏବଂ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି କି?? ଘରେ ରଖନ୍ତୁ ହାତୀ ମୂର୍ତ୍ତି ଓ ଚିତ୍ର, ଆସନ୍ତୁ ଜାଣିବା ଏହି ବିଷୟରେ…

ଘରେ ସେହିଭଳି ହାତୀର ମୂର୍ତ୍ତି ରଖନ୍ତୁ, ଯେଉଁଥିରେ ହାତୀର ଷୁଣ୍ଢ ତଳ ଆଡ଼କୁ ଥିବ। ଏହିପରି ମୂର୍ତ୍ତି ରଖିଲେ, ପରିବାରକୁ ସୁଖ ଓ ଶାନ୍ତି ଆସିଥାଏ।
ସେହିପରି ଯଦି ହାତୀର ଷୁଣ୍ଢ ଉପର ଆଡ଼କୁ ରହିଛି, ତେବେ ଏପରି ମୂର୍ତ୍ତି ରଖିବା ଦ୍ୱାରା ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ।

ଶୋଇବା ଘରେ ହାତୀ ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼ିବା ସହ ଦାମ୍ପତ୍ୟ ଜୀବନରେ କେବେ କଳହ ସୃଷ୍ଟି ହୋଇନଥାଏ।

ଆପଣ ସୁଖ ଏବଂ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି କି?? ଘରେ ରଖନ୍ତୁ ହାତୀ ମୂର୍ତ୍ତି ଓ ଚିତ୍ର, ଆସନ୍ତୁ ଜାଣିବା ଏହି ବିଷୟରେ…

ସେହିପରି ଘରେ ଛୁଆ ହାତୀର ମୂର୍ତ୍ତି ରଖିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୁଏ। କୁହାଯାଏ, ଏପରି ମୂର୍ତ୍ତି ରଖିଲେ, ଆପଣଙ୍କ ପିଲା ଆପଣଙ୍କ କଥା ମାନିବା ସହିତ ଗୁରୁଜନଙ୍କୁ ଆଦର ଏବଂ ସମ୍ମାନ କରିଥାଏ। ଏହା ସହିତ ପିଲା ଉତ୍ତମ ସଂସ୍କାର ମଧ୍ୟ ପାଇଥାଏ।

ପଢ଼ା ଟେବଲ୍‌ରେ ହାତୀ ମୂର୍ତ୍ତି ରଖିଲେ, ପିଲାମାନେ ପଢ଼ାଲେଖାରେ ଅଧିକ ଧ୍ୟାନ ଦେଇଥା’ନ୍ତି। ସେମାନଙ୍କ ଧ୍ୟାନ ଭଙ୍ଗ ହୋଇନଥାଏ ଏବଂ ସ୍ମୃତିଶକ୍ତି ପ୍ରଖର ହୋଇଥାଏ।

ଆପଣ ସୁଖ ଏବଂ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି କି?? ଘରେ ରଖନ୍ତୁ ହାତୀ ମୂର୍ତ୍ତି ଓ ଚିତ୍ର, ଆସନ୍ତୁ ଜାଣିବା ଏହି ବିଷୟରେ…

ସନ୍ତାନ ପାଇବାକୁ ଚାହୁଁଥିବା ଦମ୍ପତିଙ୍କ ପାଇଁ ହାତୀ ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ସେଥିପାଇଁ ଶୋଇବା ଘରେ ୭ଟି ହାତୀର ମୂର୍ତ୍ତି ରଖାଯାଇଥାଏ। ଏହା ସହିତ ଜୀବନରେ ଉନ୍ନତି ପାଇବାକୁ ଚାହୁଁଥିଲେ, ଘରର ଉତ୍ତର ଦିଗରେ ହାତୀ ମୂର୍ତ୍ତି ରଖନ୍ତୁ।