ଏହି ମୁସଲମାନ ପରିବାର ପ୍ରତିଦିନ ସୈନ୍ୟଙ୍କୁ ଖାଇବାକୁ ଦେଇଥାନ୍ତି- ତାଙ୍କ ପାଇଁ ଅଲ୍ଲାହଙ୍କ ଠାରୁ ବଡ଼ ହେଉଛନ୍ତି ବୀର ଯବାନ

ଆମ ଦେଶର ବୀର ଯବାନ ଯେଉଁମାନେ କି ନିଜ ନିବନକୁ ବାଜିରେ ଲଗେଇ ଆମ ଦେଶକୁ ସୁରକ୍ଷତି ରଖିବା ଅହରହ ବର୍ଡରରେ ଜଗି ରହିଥାନ୍ତି. ନିଜ ପରିବାର ଠାରୁ ଦୂରରେ ରହି ଦେଶକୁ ବଞ୍ଚାଇଥାନ୍ତି. ଖାଇବାର କିଛି ଠିକ୍ ସମୟ ନଥାଏ ଅନେକ ସମୟରେ ଉପାସରେ ଦେଶ ପାଇଁ ଲଢେଇ ଜାରି ରଖିଥାନ୍ତି. ଏହାକୁ ସହ୍ୟ ନ କରି ପାରି. କାଶ୍ମୀର ର କେରାନ ସେକ୍ଟରରେ ଏକ ମୁସଲିମ ପରିବାର ପ୍ରତିଦିନ ଭାରତୀୟ ସୈନ୍ୟଙ୍କୁ ଦୁଇବେଳା ଖାଇବାକୁ
 
ଏହି ମୁସଲମାନ ପରିବାର ପ୍ରତିଦିନ ସୈନ୍ୟଙ୍କୁ ଖାଇବାକୁ ଦେଇଥାନ୍ତି- ତାଙ୍କ ପାଇଁ ଅଲ୍ଲାହଙ୍କ ଠାରୁ ବଡ଼ ହେଉଛନ୍ତି ବୀର ଯବାନ

ଆମ ଦେଶର ବୀର ଯବାନ ଯେଉଁମାନେ କି ନିଜ ନିବନକୁ ବାଜିରେ ଲଗେଇ ଆମ ଦେଶକୁ ସୁରକ୍ଷତି ରଖିବା ଅହରହ ବର୍ଡରରେ ଜଗି ରହିଥାନ୍ତି. ନିଜ ପରିବାର ଠାରୁ ଦୂରରେ ରହି ଦେଶକୁ ବଞ୍ଚାଇଥାନ୍ତି. ଖାଇବାର କିଛି ଠିକ୍ ସମୟ ନଥାଏ ଅନେକ ସମୟରେ ଉପାସରେ ଦେଶ ପାଇଁ ଲଢେଇ ଜାରି ରଖିଥାନ୍ତି. ଏହାକୁ ସହ୍ୟ ନ କରି ପାରି. କାଶ୍ମୀର ର କେରାନ ସେକ୍ଟରରେ ଏକ ମୁସଲିମ ପରିବାର ପ୍ରତିଦିନ ଭାରତୀୟ ସୈନ୍ୟଙ୍କୁ ଦୁଇବେଳା ଖାଇବାକୁ ଦେଇଥାନ୍ତି.

ଏହି ମୁସଲମାନ ପରିବାର ପ୍ରତିଦିନ ସୈନ୍ୟଙ୍କୁ ଖାଇବାକୁ ଦେଇଥାନ୍ତି- ତାଙ୍କ ପାଇଁ ଅଲ୍ଲାହଙ୍କ ଠାରୁ ବଡ଼ ହେଉଛନ୍ତି ବୀର ଯବାନ

ସେ ଏପରି ସମ୍ପର୍କ ର ପ୍ରତୀକ ରୂପେ ପରିଗଣିତ ହେଇ ପାରିଛନ୍ତି ଇମାମ ଅଲ୍ଲୀ ଓ ତାଙ୍କ ସ୍ତ୍ରୀ ବେଗମ ଯିଏ କି ଭାରତ ର ସବୁ ମୁସଲମାନ ପାଁଇ ଗର୍ବ ଓ ଗୌରବ. ସେ ଦିନ ସାରା ପରିବା ବିକ୍ରି କରିଥାନ୍ତି. ଇମାମ ନିଜେ ଠେଲାରେ ଖାଦ୍ୟ ନେଇ ପ୍ରତିଦିନ ଯବାନଙ୍କ ପାଖକୁ ଯାଇଥାନ୍ତି.

ଏହି ମୁସଲମାନ ପରିବାର ପ୍ରତିଦିନ ସୈନ୍ୟଙ୍କୁ ଖାଇବାକୁ ଦେଇଥାନ୍ତି- ତାଙ୍କ ପାଇଁ ଅଲ୍ଲାହଙ୍କ ଠାରୁ ବଡ଼ ହେଉଛନ୍ତି ବୀର ଯବାନ

କାଶ୍ମୀର ଏହି ପରିବାରଙ୍କ ଠାରୁ ସେନା ମାନେ ମଧ୍ୟ ଅତି ଆନନ୍ଦରେ ଖାଦ୍ୟ ଖାଇଥାନ୍ତି. ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ଓ ସେନା ଙ୍କୁ ନିୟମିତ ଖାଇବା କୁ ଦେବା ନିହାତି ଏକ ବଡ଼ କଥା. ଇମାମ ଙ୍କ କହିବା ଅନୁସାରେ ଆମ ବୀର ଯବାନ ମାନେ ଆମ ପାଁଇ ଅଲ୍ଲାହଙ୍କ ଠାରୁ ବଳିକି. ସେ ଦିନ ରାତି ଆମ କୁ ସୁରକ୍ଷା ଦେଇଥାନ୍ତି ଓ ଯିଏ ଭଗବାନଙ୍କ ଠାରୁ କିଛି କମ ନୁହଁନ୍ତି ତାଙ୍କର ଏହି ବଳିଦାନ ଆଗରେ ଆମର ଏହି ଖାଦ୍ୟ ଟିକେ ଖୁଆଇବା କିଛି ନୁହଁ.