ନିଜେ ମରି ପାଞ୍ଚଜଣ ଲୋକଙ୍କୁ ନୂଆ ଜୀବନ ଦେଲେ ଏହି ୧୮ବର୍ଷୀୟ ଝିଅ- ପୂରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁଖ ଆସିଯିବ

ଏକ ସଡ଼କ ଦୁର୍ଘଟଣାରେ ଚଣ୍ତିଗଡର ୧୮ ବର୍ଷୀୟ ଏହି ଝିଅଟିର ବ୍ରେନ ଡେଡରେ ମୃତ୍ୟୁ ପରେ ସେ ପାଞ୍ଚ ଜଣ ଲୋକଙ୍କ ଜୀବନ ବଞ୍ଚାଇ ପାରିଛି. ଏହାପରେ ବାପା-ମା ସାହାସିକତା ସହ ନିସ୍ପତି ନେଇ ଝିଅଟିର ଲିଭର୍ କିଡ଼ନୀ କାର୍ନିଆ ଦାନ କରି ପାଞ୍ଚ ଜଣ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି. ତେବେ ଆସନ୍ତୁ ତାଙ୍କର ମହାନ କାଯ୍ୟ ବିଷୟରେ. ଚାରିଦିନ ପୂର୍ବରୁ ଅଂଜୁ ଯମୁନାନଗର ରେ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ. ତାଙ୍କ ମୁଣ୍ତରେ ଗଭୀର
 
ନିଜେ ମରି ପାଞ୍ଚଜଣ ଲୋକଙ୍କୁ ନୂଆ ଜୀବନ ଦେଲେ ଏହି ୧୮ବର୍ଷୀୟ ଝିଅ- ପୂରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁଖ ଆସିଯିବ

ଏକ ସଡ଼କ ଦୁର୍ଘଟଣାରେ ଚଣ୍ତିଗଡର ୧୮ ବର୍ଷୀୟ ଏହି ଝିଅଟିର ବ୍ରେନ ଡେଡରେ ମୃତ୍ୟୁ ପରେ ସେ ପାଞ୍ଚ ଜଣ ଲୋକଙ୍କ ଜୀବନ ବଞ୍ଚାଇ ପାରିଛି. ଏହାପରେ ବାପା-ମା ସାହାସିକତା ସହ ନିସ୍ପତି ନେଇ ଝିଅଟିର ଲିଭର୍ କିଡ଼ନୀ କାର୍ନିଆ ଦାନ କରି ପାଞ୍ଚ ଜଣ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି. ତେବେ ଆସନ୍ତୁ ତାଙ୍କର ମହାନ କାଯ୍ୟ ବିଷୟରେ.

ନିଜେ ମରି ପାଞ୍ଚଜଣ ଲୋକଙ୍କୁ ନୂଆ ଜୀବନ ଦେଲେ ଏହି ୧୮ବର୍ଷୀୟ ଝିଅ- ପୂରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁଖ ଆସିଯିବ

ଚାରିଦିନ ପୂର୍ବରୁ ଅଂଜୁ ଯମୁନାନଗର ରେ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ. ତାଙ୍କ ମୁଣ୍ତରେ ଗଭୀର କ୍ଷତ ଆସିଥିଲା. ଚିକିତ୍ସା ପାଇଁ ତାଙ୍କୁ ପିଜିଆଇରୁ ଚଣ୍ତିଗଡ ଅଣାଯାଇଥିଲା. ଅଂଜୁଙ୍କୁ ବଞ୍ଚେଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା. କିନ୍ତୁ ତାଙ୍କୁ ବଞ୍ଚାଇଯାଇପାରିଲା ନାହିଁ. ଶେଷରେ ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଦିଆଗଲା. ଡକ୍ଟରଙ୍କ ଅଂଜୁଙ୍କ ବ୍ରେନ୍ ଡେଡ୍ ଘୋଷଣା ପରେ. ତାଙ୍କ ବାପା ରମେଶ ଓ ମା ମମତା ସଙ୍ଗେ ସଙ୍ଗେ ଝିଅର ପୂର୍ବରୁ ଥିବା ଇଛାକୁ ପୂରଣ କରିବାକୁ ଯାଇ କି ସେ ଅଂଜୁର ଶରୀରର ଅଙ୍ଗକୁ ଦାନ କରିବେ. କାରଣ ତାର ଅନ୍ୟକୁ ଦେବାର ବହୁତ ଇଚ୍ଛା ଥିଲା. ଅଚାନକ ମୃତ୍ୟୁରେ ପରେ ଅଂଜୁର ଆତ୍ମାକୁ ଶାନ୍ତି ମିଳିବ ଯଦି ତାର ଅଙ୍ଗକୁ ଅନ୍ୟ କିଏ ବ୍ୟବହାର କରିବେ.

ନିଜେ ମରି ପାଞ୍ଚଜଣ ଲୋକଙ୍କୁ ନୂଆ ଜୀବନ ଦେଲେ ଏହି ୧୮ବର୍ଷୀୟ ଝିଅ- ପୂରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁଖ ଆସିଯିବ

ପିଜିଆଇ ରେ ଅଂଜୁ ପାଞ୍ଚଜଣ ଲୋକଙ୍କୁ ନୁଆ ଜୀବନ ଦେଇଥିଲେ. ତାଙ୍କର ଦୁଇଟି କାର୍ଣ୍ଣିଆ ,ଦୁଇଟି କିଡନି, ଓ ଗୋଟେ ଲିଭର୍ ପିଜିଆଇ ରୋଗୀଙ୍କୁ ଲଗାଇଦିଆଗଲା. ଅଂଜୁଙ୍କ ବାପା ରମେଶ କାନ୍ଦିକରି କହିଥିଲେ କି ଆଶା କରୁଛୁ କି ଅଂଜୁଙ୍କ ଏହି ଅଙ୍ଗ ଗୁଡିକ ଅନ୍ୟଲୋକଙ୍କ ଶରୀରରେ ବର୍ଷ ବର୍ଷ ଧରି ଚାଲୁଥାଉ.

ନିଜେ ମରି ପାଞ୍ଚଜଣ ଲୋକଙ୍କୁ ନୂଆ ଜୀବନ ଦେଲେ ଏହି ୧୮ବର୍ଷୀୟ ଝିଅ- ପୂରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁଖ ଆସିଯିବ

ବାପା ରମେଶ ଓ ମା ମମତା କୁହନ୍ତି ମୋ ଝିଅ ବୋଧେ ଅନ୍ୟ ଲୋକଙ୍କୁ ଜୀବନ ଦେବା ପାଇଁ ଜନ୍ମ ନେଇଛି. ଛୋଟ ଥିଲା ତ ନିଜ ଖେଳନା ଅନ୍ୟକୁ ଦେଇ ଦେଉଥିଲା. ବଡ ହେଲା ପରେ ନିଜ ସବୁ ଖାଦ୍ୟ ଭୋକିଲା ଲୋକଙ୍କୁ ଦେଉଥିବା ଅଂଜୁ ମରିବା ପୂର୍ବରୁ ନିଜ ଶରୀରର ସବୁ ଅଙ୍ଗ ଅଲଗା ଲୋକଙ୍କୁ ଦେଇଚାଲିଗଲା. ସେ ଟିଭି ଦେଖି ସବୁବେଳେ କୁହେ ମୁଁ ବି ମୋ ଅଙ୍ଗକୁ ଦାନ କରିବି ବୋଲି. ଭଗବାନ ବୋଧେ ଅଲଗା ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ କିଛି ସମୟ ଦେଇଥିଲେ.