ଯଦି ଟିଟି ବିନା ଟିକଟ ରେ ଆପଣଙ୍କୁ ଟ୍ରେନ ରେ ଧରିନିଏ, ତାହାଲେ ଡ଼ରନ୍ତୁ ନାହିଁ ଏବଂ କରନ୍ତୁ ଏହି କାମ।

ଆମ ଭାରତର ଜନସଂଖ୍ୟା ଅଧିକ, ସେ କାରଣ ରୁ ରେଳ ଯାତ୍ରା ରେ ବି ବହୁତ ଅଧିକ ପ୍ରଭାବ ପଡିଥାଏ। ଅଧିକାଂଶ ଲୋକ ବ୍ୟସ୍ତତା ଯୋଗୁଁ ବିନା ଟିକଟ ରେ ହିଁ ଟ୍ରେନ ରେ ଚଢ଼ିପଡନ୍ତି। ଯଦି ଆପଣଙ୍କ ସହ ବି ଏମିତି ହଉଚି ତାହାଲେ ଏହି ପୋଷ୍ଟ କୁ ପୁରା ପଢନ୍ତୁ। ସବୁ ଲୋକମାନେ ଭାବନ୍ତି ଯେ ବିନା ଟିକଟ ରେ ଟିଟି ଧରିଦେଲେ ଭାରି ଜୁରୀମାନା ଦେବାକୁ ପଡିବ। ଏହି ଡରରେ ଲୋକେ ଟିଟି
 
ଯଦି ଟିଟି ବିନା ଟିକଟ ରେ ଆପଣଙ୍କୁ ଟ୍ରେନ ରେ ଧରିନିଏ, ତାହାଲେ ଡ଼ରନ୍ତୁ ନାହିଁ ଏବଂ କରନ୍ତୁ ଏହି କାମ।

ଆମ ଭାରତର ଜନସଂଖ୍ୟା ଅଧିକ, ସେ କାରଣ ରୁ ରେଳ ଯାତ୍ରା ରେ ବି ବହୁତ ଅଧିକ ପ୍ରଭାବ ପଡିଥାଏ। ଅଧିକାଂଶ ଲୋକ ବ୍ୟସ୍ତତା ଯୋଗୁଁ ବିନା ଟିକଟ ରେ ହିଁ ଟ୍ରେନ ରେ ଚଢ଼ିପଡନ୍ତି। ଯଦି ଆପଣଙ୍କ ସହ ବି ଏମିତି ହଉଚି ତାହାଲେ ଏହି ପୋଷ୍ଟ କୁ ପୁରା ପଢନ୍ତୁ।

ଯଦି ଟିଟି ବିନା ଟିକଟ ରେ ଆପଣଙ୍କୁ ଟ୍ରେନ ରେ ଧରିନିଏ, ତାହାଲେ ଡ଼ରନ୍ତୁ ନାହିଁ ଏବଂ କରନ୍ତୁ ଏହି କାମ।

ସବୁ ଲୋକମାନେ ଭାବନ୍ତି ଯେ ବିନା ଟିକଟ ରେ ଟିଟି ଧରିଦେଲେ ଭାରି ଜୁରୀମାନା ଦେବାକୁ ପଡିବ। ଏହି ଡରରେ ଲୋକେ ଟିଟି ରୁ ଲୁଚି କି ରୁହନ୍ତି। ବର୍ତମାନ ଡରିବା ଆବଶ୍ୟକ ନାହିଁ, କାରଣ ଭାରତୀୟ ରେଳ ମନ୍ତ୍ରାଳୟ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ଯଦି କୌଣସି ବ୍ୟକ୍ତି ଅଧିକ ଭିଡ଼ ପାଇଁ ଅଥବା ଅନ୍ୟ କୌଣସି କାରଣରୁ ଟିକଟ ନକରି ଟ୍ରେନ ରେ ବସିଗଲା ତାହାଲେ ସେ ଟିଟି କୁ କହି ପୁଣି ଟିକଟ କରିପାରିବ।

ଯଦି ଟିଟି ବିନା ଟିକଟ ରେ ଆପଣଙ୍କୁ ଟ୍ରେନ ରେ ଧରିନିଏ, ତାହାଲେ ଡ଼ରନ୍ତୁ ନାହିଁ ଏବଂ କରନ୍ତୁ ଏହି କାମ।

ଏହି ପରିସ୍ଥିତି ରେ ଆପଣ ଟିଟି କୁ ୧୦ ଟଙ୍କା ଅତିରିକ୍ତ ଦେଇ ନିଜର ଟିକଟ କରିପାରିବେ। ସେଥିପାଇଁ ଟିଟି କୁ ହ୍ୟାଣ୍ଡ ହୋଲଡ଼ ମେସିନ ଦିଆ ଯାଇଛି, ଯେଉଁଥିରେ ସେ ଆପଣଙ୍କ ପାଇଁ ଟିକଟ କରିପାରିବ। ଏହା ଜାଣିବାକୁ ମିଳିଛି ଯେ ଏହି ମେସିନ ରେଳ ପରିଷଦ ର ସର୍ଭର ସହ ଯୋଡି ହେଇ ରହିଛି।

ଏହି ସୁବିଧା ବର୍ତମାନ ସୁପେରଫାଷ୍ଟ ଟ୍ରେନ ମାନଙ୍କ ପାଇଁ ଆରମ୍ଭ ହେଇଚି, ମାତ୍ର ବହୁତ ଶୀଘ୍ର ଏହି ସୁବିଧା ଅନ୍ୟ ଟ୍ରେନ ମାନଙ୍କ ପାଇଁ ବି ଆରମ୍ଭ ହେଇଯିବ। ଏହା ଫଳରେ ବର୍ତମାନ ସେଇ ଯାତ୍ରୀମାନଙ୍କ ପାଇଁ ଖୁସିର ଖବର ଯେଉଁମାନେ ବ୍ୟସ୍ତତା କାରଣରୁ ଟିକଟ କରିପାରନ୍ତି ନାହିଁ।

ଯଦି ଟିଟି ବିନା ଟିକଟ ରେ ଆପଣଙ୍କୁ ଟ୍ରେନ ରେ ଧରିନିଏ, ତାହାଲେ ଡ଼ରନ୍ତୁ ନାହିଁ ଏବଂ କରନ୍ତୁ ଏହି କାମ।

ଆପଣଙ୍କୁ ଟିକଟ ଚେକ ହେବା ପୂର୍ବରୁ ଟିଟି ସହ ସମ୍ପର୍କ କରି ଟିକଟ ନେବାକୁ ପଡିଥାଏ, ନହେଲେ ଆପଣଙ୍କୁ ଜୁରୀମାନା ଭରିବାକୁ ପଡିବ। ସେଥିପାଇଁ ଯଦି ଆପଣ ଜୁରୀମାନା ରୁ ବଞ୍ଚିବାକୁ ଚାହୁଁଛନ୍ତି ତାହାଲେ ଟ୍ରେନ ରେ ଚଢୁ ଚଢୁ ଟିଟି ସହ ସମ୍ପର୍କ କରି ଟିକଟ କରିବାକୁ ପଡିବ।