ଗରିବ ପିଲାମାନଙ୍କ ପାଇଁ ଭଗବାନ ସାଜିଛନ୍ତି ଏହି ୧୩ ବର୍ଷର ପିଲାଟି ଜଣଙ୍କ, ପ୍ରତ୍ୟେକଦିନ ପାଠ ପଢେଇଥାନ୍ତି ବସ୍ତିର ପିଲାମାନଙ୍କୁ- ତାଙ୍କ ବିଷୟରେ ଜାଣିଲେ ଆପଣ ବି କରିବେ ତାଙ୍କୁ ସଲାମ୍

ମାତ୍ର ୧୩ ବର୍ଷ ବୟସରେ ନିଜେ ଯେତିକି ଶୀକ୍ଷା ଲାଭ କରିଛନ୍ତି. ସେତିକିରେ ସେ ଗାଁର ଗରିବ ପିଲାମାନେ ଯେଉଁ ମାନେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ସେ ଶିକ୍ଷା ଦାନ କରଉଛନ୍ତି. ଯେଉଁ ବୟସରେ ଅନ୍ୟ ପିଲାମାନେ ଖେଳିବା ବୁଲିବାକୁ ପସନ୍ଦ କରୁଛନ୍ତି ସେହି ବୟସରେ ସେ ଗରିବ ପିଲାମାନଙ୍କୁ କିଛି ଶିକ୍ଷା ଦେବାକୁ ଆଗକୁ ଆସିଛନ୍ତି. ପିଲାଟି ଜଣଙ୍କ ହେଉଛନ୍ତି ଲକ୍ଷ୍ନୌରେ ରହୁଥିବା ଆନନ୍ଦ କୃଷ୍ଣ ମିଶ୍ର. ଆନନ୍ଦ ମିଶ୍ର ଏବେ ୧୦
 
ଗରିବ ପିଲାମାନଙ୍କ ପାଇଁ ଭଗବାନ ସାଜିଛନ୍ତି ଏହି ୧୩ ବର୍ଷର ପିଲାଟି ଜଣଙ୍କ, ପ୍ରତ୍ୟେକଦିନ ପାଠ ପଢେଇଥାନ୍ତି ବସ୍ତିର ପିଲାମାନଙ୍କୁ- ତାଙ୍କ ବିଷୟରେ ଜାଣିଲେ ଆପଣ ବି କରିବେ ତାଙ୍କୁ ସଲାମ୍

ମାତ୍ର ୧୩ ବର୍ଷ ବୟସରେ ନିଜେ ଯେତିକି ଶୀକ୍ଷା ଲାଭ କରିଛନ୍ତି. ସେତିକିରେ ସେ ଗାଁର ଗରିବ ପିଲାମାନେ ଯେଉଁ ମାନେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ସେ ଶିକ୍ଷା ଦାନ କରଉଛନ୍ତି. ଯେଉଁ ବୟସରେ ଅନ୍ୟ ପିଲାମାନେ ଖେଳିବା ବୁଲିବାକୁ ପସନ୍ଦ କରୁଛନ୍ତି ସେହି ବୟସରେ ସେ ଗରିବ ପିଲାମାନଙ୍କୁ କିଛି ଶିକ୍ଷା ଦେବାକୁ ଆଗକୁ ଆସିଛନ୍ତି.

ଗରିବ ପିଲାମାନଙ୍କ ପାଇଁ ଭଗବାନ ସାଜିଛନ୍ତି ଏହି ୧୩ ବର୍ଷର ପିଲାଟି ଜଣଙ୍କ, ପ୍ରତ୍ୟେକଦିନ ପାଠ ପଢେଇଥାନ୍ତି ବସ୍ତିର ପିଲାମାନଙ୍କୁ- ତାଙ୍କ ବିଷୟରେ ଜାଣିଲେ ଆପଣ ବି କରିବେ ତାଙ୍କୁ ସଲାମ୍

ପିଲାଟି ଜଣଙ୍କ ହେଉଛନ୍ତି ଲକ୍ଷ୍ନୌରେ ରହୁଥିବା ଆନନ୍ଦ କୃଷ୍ଣ ମିଶ୍ର. ଆନନ୍ଦ ମିଶ୍ର ଏବେ ୧୦ କ୍ଲାସ୍ ରେ ଅଧ୍ୟୟନରତ ଅଛନ୍ତି. ସବୁବେଳେ ପାଠପଢାରେ ପ୍ରଥମ ରହୁଥିବା ଆନନ୍ଦ” ଶେହଜାଦେ ଅବଧ” ର ଉପାଧି ମଧ୍ୟ ନିଜ ନାମରେ କରିଛନ୍ତି. ସେ ନିଜର ଏହି ବୟସରେ ଖେଳିବା ବୟସରେ ସେହି ପିଲାଙ୍କୁ ଶିକ୍ଷାର ଆଲୋକ ଦେଉଛନ୍ତି.

ତାଙ୍କର ଲକ୍ଷ୍ୟ ହେଉଛି ଯେଉଁ ପିଲାମାନେ ସ୍କୁଲ୍ ଯାଇପାରନ୍ତି ନାହିଁ ଏବଂ ଯେଉଁମାନଙ୍କ ବାପା ମାଆଙ୍କ ପାଖରେ ତାଙ୍କ ପଢେଇବା ପାଇଁ ସାମର୍ଥ୍ୟ ନାହିଁ ସେହି ପିଲାମାନଙ୍କୁ ଆତ୍ମନିର୍ଭରଶୀଳ କରେଇବା. ସେଥିପାଇଁ ସେ ପ୍ରତ୍ୟେକ ଦିନ ଗାଁ ଗାଁ ଯାଇ ‘ବାଲ୍ ଚୌପାଲ୍’ ଏକ ଛୋଟ ଛୁଆଙ୍କର ସଭାସ୍ଥାନ ଲଗାନ୍ତି. ପ୍ରଥମେ ସେ ଆରମ୍ଭ ଆନନ୍ଦ ଭବାନୀ ଖେଡା ଗ୍ରାମରୁ ଏହି ଅଭିଯାନ ଆରମ୍ଭ କରିଥିଲେ.

ଗରିବ ପିଲାମାନଙ୍କ ପାଇଁ ଭଗବାନ ସାଜିଛନ୍ତି ଏହି ୧୩ ବର୍ଷର ପିଲାଟି ଜଣଙ୍କ, ପ୍ରତ୍ୟେକଦିନ ପାଠ ପଢେଇଥାନ୍ତି ବସ୍ତିର ପିଲାମାନଙ୍କୁ- ତାଙ୍କ ବିଷୟରେ ଜାଣିଲେ ଆପଣ ବି କରିବେ ତାଙ୍କୁ ସଲାମ୍

ସବୁଠୁ ବିଶେଷ କଥା ହେଉଛି ଯେ ଆନନ୍ଦ କୃଷ୍ଣ ମିଶ୍ର ମାତ୍ର ପାଞ୍ଚ ଘଣ୍ଟା ଶୋଇଥାନ୍ତି. ବାକି ନିଜ ସମୟ ପଢିବା ଏବଂ ଅନ୍ୟ ପିଲାମାନଙ୍କୁ ପଢାଇବାରେ ବିତାଇଥାନ୍ତି. ଯେବେ ଏହାକୁ ନେଇ ଆନନ୍ଦ ସହ କଥାବାର୍ତ୍ତା କରାଗଲା, ତାପରେ ସାମନାକୁ ଆସିଲା କି ସେ କିଛି ବର୍ଷ ପୂର୍ବେ ଗୋଟେ ପିଲାକୁ ମହମବତୀର ଆଲୋକରେ ପାଠପଢା କରୁଥିବାର ଦେଖିଥିଲେ. ଯାହାକୁ ଦେଖିବାପରେ ଆନନ୍ଦର ଗରିବ ପିଲାମାନଙ୍କୁ କିଛି ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ.

ଏହା ପରେ ସେ ନିଜ ବାପାଙ୍କ ସହ କଥାହେଲେ, ଏବଂ ପିଲାଙ୍କ ସଭାସ୍ଥାନ ଲଗାଇବା ପାଇଁ ଆରମ୍ଭ କରିଦେଲେ. ଆନନ୍ଦ ପ୍ରତିଦିନ ପ୍ରାୟ ୧୦୦ ପିଲାମାନଙ୍କୁ ପଢାନ୍ତି. ତାଙ୍କର ମାତା ପିତା ଉତ୍ତର ପ୍ରଦେଶର ପୋଲିସ୍ ରେ ସେବାରତ ,ଅଛନ୍ତି. ତାଙ୍କର ସ୍ୱପ୍ନ ହେଉଛି ବଡ ହୋଇ ଆଇଏଏସ୍ ହେବା ପାଇଁ. ଏବଂ ଗରିବ ପିଲାମାନଙ୍କ ପାଇଁ ଏକ ବଡ ସ୍କୁଲ୍ ଖୋଲିବା ପାଇଁ.