ସୁପରଷ୍ଟାର ସଲମାନ ଖାଁ ଅଟୋ ରିକ୍ସା ରେ ଘରକୁ ଗଲେ, ଆଉ ରିକ୍ସା ଵାଲା କୁ ଦେଲେ ଏତିକି ଟଙ୍କା ଶୁଣିକି କିଏ ବି ଆଶ୍ଚର୍ଯ୍ୟ ହେଇଯିବ…

ଲଗଜରି କାର ଛାଡିକି ଅଟୋ ରିକ୍ସା ରେ କୌଣସି ସୁପରଷ୍ଟାର ଗଲେ, ଏହି କଥା କୁ ଶୁଣି କି କିଏ ବି ଆଶ୍ଚର୍ଯ୍ୟ ହେଇଯିବ. ବଲିଉଡ କି କିଛି ଅଭିନେତା ଏମିତି ବି ଅଛନ୍ତି ଯେଉଁମାନେ ଦରକାର ବେଳେ ଆଉଟ ରିକ୍ସା ରେ ଘରକୁ ଯାଆନ୍ତି. ସଲମାନ ଙ୍କ ସହ ଠିକ ଏହି ଭଳି ଘଟଣା ହେଲା, ଯେଉଁ ସମୟରେ ସେ ଘରକୁ ଫେରୁଥିଲେ. ଅସଲରେ ଏମିତି ହେଲା କି ସଲମାନ ବାନ୍ଦ୍ରା ରେ ଥିବା ମେହେବୁବ
 
ସୁପରଷ୍ଟାର ସଲମାନ ଖାଁ ଅଟୋ ରିକ୍ସା ରେ ଘରକୁ ଗଲେ, ଆଉ ରିକ୍ସା ଵାଲା କୁ ଦେଲେ ଏତିକି ଟଙ୍କା ଶୁଣିକି କିଏ ବି ଆଶ୍ଚର୍ଯ୍ୟ ହେଇଯିବ…

ଲଗଜରି କାର ଛାଡିକି ଅଟୋ ରିକ୍ସା ରେ କୌଣସି ସୁପରଷ୍ଟାର ଗଲେ, ଏହି କଥା କୁ ଶୁଣି କି କିଏ ବି ଆଶ୍ଚର୍ଯ୍ୟ ହେଇଯିବ. ବଲିଉଡ କି କିଛି ଅଭିନେତା ଏମିତି ବି ଅଛନ୍ତି ଯେଉଁମାନେ ଦରକାର ବେଳେ ଆଉଟ ରିକ୍ସା ରେ ଘରକୁ ଯାଆନ୍ତି. ସଲମାନ ଙ୍କ ସହ ଠିକ ଏହି ଭଳି ଘଟଣା ହେଲା, ଯେଉଁ ସମୟରେ ସେ ଘରକୁ ଫେରୁଥିଲେ.

ସୁପରଷ୍ଟାର ସଲମାନ ଖାଁ ଅଟୋ ରିକ୍ସା ରେ ଘରକୁ ଗଲେ, ଆଉ ରିକ୍ସା ଵାଲା କୁ ଦେଲେ ଏତିକି ଟଙ୍କା ଶୁଣିକି କିଏ ବି ଆଶ୍ଚର୍ଯ୍ୟ ହେଇଯିବ…

ଅସଲରେ ଏମିତି ହେଲା କି ସଲମାନ ବାନ୍ଦ୍ରା ରେ ଥିବା ମେହେବୁବ ସ୍ତୁଡିଓ ରେ ନିଜ ନୂଆ ଚଳଚିତ୍ର ଟ୍ୟୁବଲାଈଟ ର ପ୍ରମୋସନ କରୁଥିଲେ. ସେ ସ୍ତୁଡିଓ ରୁ ପ୍ରମୋସନ ପରେ ରମେଶ ତୋରାନି ସହ ଘରକୁ ଚାଲି ଚାଲି ଫେରୁଥିଲେ, ମାତ୍ର ରାସ୍ତା ରେ ହିଁ ତାଙ୍କୁ ଜଣେ ମହିଳା ଫେନ ଘେରିନେଲେ ମାତ୍ର ସେ ବହୁତ ଭଲରେ ମିଶିଲେ.

ସୁପରଷ୍ଟାର ସଲମାନ ଖାଁ ଅଟୋ ରିକ୍ସା ରେ ଘରକୁ ଗଲେ, ଆଉ ରିକ୍ସା ଵାଲା କୁ ଦେଲେ ଏତିକି ଟଙ୍କା ଶୁଣିକି କିଏ ବି ଆଶ୍ଚର୍ଯ୍ୟ ହେଇଯିବ…

ତାପରେ ସେ ସ୍ଥାନରେ ଫେନ ମାନଙ୍କର ଭିଡ ହେଇଗଲା, ଏହା ଦେଖି ସଲମାନ ଆଉ ରମେଶ ଅଟୋ ରେ ବସିଗଲେ. ଆଉ ନିଜ ଘରକୁ ଚାଲିଗଲେ. ଅଟୋ ରିକ୍ସା ରୁ ଓଲେଇବା ପରେ ସଲମାନ ଏମିତି କିଛି କଲେ ଯାହା ଶୁଣିଲେ କିଏ ବି ଆଶ୍ଚର୍ଯ୍ୟ ହେଇଯିବ.

ସୁପରଷ୍ଟାର ସଲମାନ ଖାଁ ଅଟୋ ରିକ୍ସା ରେ ଘରକୁ ଗଲେ, ଆଉ ରିକ୍ସା ଵାଲା କୁ ଦେଲେ ଏତିକି ଟଙ୍କା ଶୁଣିକି କିଏ ବି ଆଶ୍ଚର୍ଯ୍ୟ ହେଇଯିବ…

ଜାଣିଛନ୍ତି ସଲମାନ ଅଟୋ ବାଲା କୁ କେତେ ଟଙ୍କା ଦେଲେ? ସ୍ତୁଡିଓ ରୁ ସଲମାନ ଙ୍କ ଘର ପାଖାପାଖି ୮୦୦ ମିଟର ହେବ, ସେ ହିସାବରେ ଅଟୋ ର ଭଡା ୧୮ ତୁ ୨୦ ଟଙ୍କା ଥିଲା. ମାତ୍ର ଖବର ଅନୁସାରେ ସେ ଅଟୋ ବାଲା କୁ ୧୦୦୦ ଟଙ୍କା ଦେଲେ. ସଲମାନ ଖାଲି ବଲିଉଡ ରେ ନାହିଁ ମନରୁ ବି ସୁଲତାନ ଅଟନ୍ତି.

Source of the article:  https://www.indiatvnews.com/entertainment/bollywood-salman-khan-paid-this-amount-to-the-auto-driver-who-took-him-home-386397