ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟି୨୦ ମ୍ୟାଚ ରେ ଏହି ଧୂରନ୍ଦର ଖେଳାଳି ମାନେ ଫେରି ପାରନ୍ତି ଟିମ କୁ…

ୱେଷ୍ଟ ଇଣ୍ଡିଜ ଟିମ ଭାରତ କୁ ଟୁର୍ନାମେଣ୍ଟ ଖେଳିବାକୁ ଆସିଅଛି, ୭ ମ୍ୟାଚ ରେ କିଛି ଖାସ ପଦର୍ଶନ କରିପାରି ନଥିବାରୁ ଶୃଙ୍ଖଳା ହାରିଯାଇଥିଲା. ମାତ୍ର ଟି୨୦ ମ୍ୟାଚ ରେ ୱେଷ୍ଟ ଇଣ୍ଡିଜ ର ଟିମ କିଛି ଅଲଗା ରୂପରେ ହିଁ ଦେଖିବାକୁ ମିଳିବ. ୱେଷ୍ଟ ଇଣ୍ଡିଜ ତାଙ୍କ ପୁରୁଣା ଆଉ ଭୟଙ୍କର ଖେଳୁଥିବା ଖେଳାଳି କ୍ରିସ ଗେଲ କୁ ଟିମ ରୁ ବାହାରେ ରଖିଛି ମାତ୍ର ପୋଲାର୍ଡ ଏବଂ ବ୍ରାଭୋ କୁ ଟିମ କୁ ଫେରି
 
ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟି୨୦ ମ୍ୟାଚ ରେ ଏହି ଧୂରନ୍ଦର ଖେଳାଳି ମାନେ ଫେରି ପାରନ୍ତି ଟିମ କୁ…

ୱେଷ୍ଟ ଇଣ୍ଡିଜ ଟିମ ଭାରତ କୁ ଟୁର୍ନାମେଣ୍ଟ ଖେଳିବାକୁ ଆସିଅଛି, ୭ ମ୍ୟାଚ ରେ କିଛି ଖାସ ପଦର୍ଶନ କରିପାରି ନଥିବାରୁ ଶୃଙ୍ଖଳା ହାରିଯାଇଥିଲା. ମାତ୍ର ଟି୨୦ ମ୍ୟାଚ ରେ ୱେଷ୍ଟ ଇଣ୍ଡିଜ ର ଟିମ କିଛି ଅଲଗା ରୂପରେ ହିଁ ଦେଖିବାକୁ ମିଳିବ. ୱେଷ୍ଟ ଇଣ୍ଡିଜ ତାଙ୍କ ପୁରୁଣା ଆଉ ଭୟଙ୍କର ଖେଳୁଥିବା ଖେଳାଳି କ୍ରିସ ଗେଲ କୁ ଟିମ ରୁ ବାହାରେ ରଖିଛି ମାତ୍ର ପୋଲାର୍ଡ ଏବଂ ବ୍ରାଭୋ କୁ ଟିମ କୁ ଫେରି ଆସିଛନ୍ତି.

ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟି୨୦ ମ୍ୟାଚ ରେ ଏହି ଧୂରନ୍ଦର ଖେଳାଳି ମାନେ ଫେରି ପାରନ୍ତି ଟିମ କୁ…

ଭାରତ ଆଉ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତିନି ଗୋଟି ଟି୨୦ ମ୍ୟାଚ ଖେଳାଯିବ. ଭାରତ ତରଫରୁ ଟି୨୦ ସ୍ପେସ୍ୟାଲିଷ୍ଟ ସୁରେଶ ରେନା ଟିମ କୁ ଫେରି ପାରନ୍ତି. ରେନା ବାରମ୍ବାର ବିଜୟ ହଜାରେ ଟ୍ରଫି ରେ ଭଲ ପଦର୍ଶନ କରିଛନ୍ତି. ଆମେ ଆଶା କରୁଛୁ ସେ ଟି୨୦ ଶୃଙ୍ଖଳା ରେ ଭଲ ପଦର୍ଶନ କରିବେ.

ୱେଷ୍ଟ ଇଣ୍ଡିଜ ଟି୨୦ ଟିମ :

ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟି୨୦ ମ୍ୟାଚ ରେ ଏହି ଧୂରନ୍ଦର ଖେଳାଳି ମାନେ ଫେରି ପାରନ୍ତି ଟିମ କୁ…

Carlos Brathwaite (All-Rounder), Fabian Allen (All-Rounder), Darren Bravo (Batsman), Shimron Hetmyer (Batsman), Evin Lewis (Batsman), Ashley Nurse (All-Rounder), Keemo Paul (All-Rounder), Kieron Pollard (All-Rounder), Denesh Ramdin (Wicket-Keeper), Andre Russell (All-Rounder), Sherfane Rutherford (All-Rounder), Oshane Thomas (Bowler), Khary Pierre (All-Rounder), Obed McCoy (Bowler), Rovman Powell (Batsman).