ଏହି ଉପାୟରେ ଜଣାନ୍ତୁ ଆପଣଙ୍କ ଗର୍ଲଫ୍ରେଣ୍ଡ/ବୟଫ୍ରେଣ୍ଡ ଆପଣଙ୍କୁ ସତରେ ଭଲ ପାଉଛି ନା ଟାଇମ୍ ପାସ୍ କରୁଛି..

କଣ ଆପଣ ନିଜ ଗର୍ଲଫ୍ରେଣ୍ଡ ଉପରେ ସନ୍ଦେହ ଅଛି ଯେ ସେ ଆପଣଙ୍କୁ ଧୋକା ଦେଉଛି ବୋଲି ଯଦି ହଁ ତେବେ ଏହି ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରନ୍ତୁ କାରଣ ବୁଝି ବିଚାରୀ କରାଯାଇନଥିବା କାମ ଆପଣଙ୍କୁ ଆପଣ ସଂମ୍ପର୍କ ଶେଷ କରିଦେଇପାରେ. ତେବେ ଆପଣ ସେହି ଲକ୍ଷଣକୁ ଜାଣନ୍ତୁ ଯାହା ଇସାରା କରୁଛି ଯେ ଆପଣଙ୍କ ଗର୍ଲଫ୍ରେଣ୍ଡ ଧୋକ ଦେଉଛି ବୋଲି ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ଅଧିକ କେମିତି ଜାଣିବେ ଆପଣଙ୍କ
 
ଏହି ଉପାୟରେ ଜଣାନ୍ତୁ ଆପଣଙ୍କ ଗର୍ଲଫ୍ରେଣ୍ଡ/ବୟଫ୍ରେଣ୍ଡ ଆପଣଙ୍କୁ ସତରେ ଭଲ ପାଉଛି ନା ଟାଇମ୍ ପାସ୍ କରୁଛି..

କଣ ଆପଣ ନିଜ ଗର୍ଲଫ୍ରେଣ୍ଡ ଉପରେ ସନ୍ଦେହ ଅଛି ଯେ ସେ ଆପଣଙ୍କୁ ଧୋକା ଦେଉଛି ବୋଲି ଯଦି ହଁ ତେବେ ଏହି ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରନ୍ତୁ କାରଣ ବୁଝି ବିଚାରୀ କରାଯାଇନଥିବା କାମ ଆପଣଙ୍କୁ ଆପଣ ସଂମ୍ପର୍କ ଶେଷ କରିଦେଇପାରେ. ତେବେ ଆପଣ ସେହି ଲକ୍ଷଣକୁ ଜାଣନ୍ତୁ ଯାହା ଇସାରା କରୁଛି ଯେ ଆପଣଙ୍କ ଗର୍ଲଫ୍ରେଣ୍ଡ ଧୋକ ଦେଉଛି ବୋଲି ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ଅଧିକ କେମିତି ଜାଣିବେ ଆପଣଙ୍କ ଗର୍ଲଫ୍ରେଣ୍ଡ ଆପଣଙ୍କୁ ପ୍ରକୃତରେ ଭଲ ପାଉଛି ନା ଧୋକା ଦେଉଛି.

ଏହି ଉପାୟରେ ଜଣାନ୍ତୁ ଆପଣଙ୍କ ଗର୍ଲଫ୍ରେଣ୍ଡ/ବୟଫ୍ରେଣ୍ଡ ଆପଣଙ୍କୁ ସତରେ ଭଲ ପାଉଛି ନା ଟାଇମ୍ ପାସ୍ କରୁଛି..

ଯଦି ଅଚାନକ ଆପଣଙ୍କ ଗର୍ଲଫ୍ରେଣ୍ଡ ଆପଣଙ୍କ ପାଖରେ ତା ବ୍ୟକ୍ତିଗତ କଥା ସେଆର୍ କରିବା ବନ୍ଦ କରିଦେଉଛି. ଅଥବା ସେହିମାନଙ୍କ ବିଷୟରେ କଥା ହେବା ବନ୍ଦ କରିଦିଏ ଯାହା ସହିତ ସେ ଅଧିକ ସମୟ ବିତଉଛି. ତ ବୁଝିଯିବ ଯେ କିଛି ତ ଗଡବଡ ଅଛି. ଆପଣଙ୍କ ଗର୍ଲ ଫ୍ରେଣ୍ଡ ଆପଣଙ୍କ ସହ କିଛି ସେଆର୍ କରିବାକୁ ଚାହୁଁନି କାରଣ ଏବେ ସେ ଆଉ ଆପଣଙ୍କୁ ଭଲ ପାଉନି.

ଏହି ଉପାୟରେ ଜଣାନ୍ତୁ ଆପଣଙ୍କ ଗର୍ଲଫ୍ରେଣ୍ଡ/ବୟଫ୍ରେଣ୍ଡ ଆପଣଙ୍କୁ ସତରେ ଭଲ ପାଉଛି ନା ଟାଇମ୍ ପାସ୍ କରୁଛି..

କଣ ଆପଣ ହିଁ ତାକୁ ପ୍ରଥମେ ଫୋନ୍ କରୁଛନ୍ତି? ଯଦି ଏମିତି ହେଉଜି ଯେବେ ଏହା ଭଲ ସଂକେତ ନୁହଁ. ଏହା ପଛରେ କିଛି ତ କାରଣ ନିଶ୍ଚୟ ଅଛି ଯାହା ପାଇଅଁସେ ଆପଣଙ୍କୁ ପ୍ରଥମେ କଲ୍ କିମ୍ବା ମେସେଜ୍ କରୁନି. କେବେ କେବେ ଏମିତି ହେଲେ ଚଳିବ କିନ୍ତୁ ସବୁଦିନ ଏମିତି ହେଲେ ବୁଝିଯିବ ଯେ ସେ ତମକୁ କେବଳ ବ୍ୟବହାର କରୁଛି ଭଲ ପାଉନି.

ଏହି ଉପାୟରେ ଜଣାନ୍ତୁ ଆପଣଙ୍କ ଗର୍ଲଫ୍ରେଣ୍ଡ/ବୟଫ୍ରେଣ୍ଡ ଆପଣଙ୍କୁ ସତରେ ଭଲ ପାଉଛି ନା ଟାଇମ୍ ପାସ୍ କରୁଛି..

କଣ ଆପଣଙ୍କ ଗର୍ଲଫ୍ରେଣ୍ଡ କାହା ସହ ଲୁଚି ଲୁଚି କଥା ହେଉଛି ଆଉ ଆପଣଙ୍କୁ ଦେଖି ଫୋନ୍ କାଟିଦଉଛି. ଅଦବା ପରେ କଲ୍ କରିବି ବାହାନା କରି ଫୋନ୍ ରଖିଦେଉଛି. ତେବେ ଏହା ଏହି ସଂକେତ ଦେଉଛି ଯେ ସେ ଆପଣଙ୍କୁ କିଛି କଥା ଲୁଚଉଛି. ଏମିତିରେ ଆପଣଙ୍କୁ ତା ଉପରେ ନଜର ରଖିବାକୁ ପଡିବ ଓ ଏହା ଜାଣିବାକୁ ଚେଷ୍ଟା କରିବେ ଯେ ସେ ତମ ଛଡା ଆଉ କାହା ସହ ଏତେ ପ୍ରେମରେ କଥା ହେଉଛି.

ନିଜର ସବୁ କଥା ସେଆର୍ କରିଲା ବାଲି ଗର୍ଲଫ୍ରେଣ୍ଡ କଣ ଛୋଟ ଛୋଟ କଥାକୁ ନେଇ ଆପଣଙ୍କ ସହ ଯୁକ୍ତିତର୍କ କରୁଛି ଯଦି କରୁଥାଏ ତ ଏହା ସଫାସଫା ଦର୍ଶଉଛି ଯେ ସେ ଆପଣଙ୍କୁ କେବଳ ତା ଫାଇଦା ପାଇଁ ବ୍ୟବହାର କରୁଛି. ଏଥିପାଇଁ ଏହା ପଛର କାରଣକୁ ଆପଣଙ୍କୁ ଜାଣିବାକୁ ଫଡିବ. ଯଦି ସେ ଆପଣଙ୍କ ତାକୁ କହୁଥିବା କଥାକୁ ସେ ଅଲଗା ଅର୍ଥରେ ନେଉଛି ଏବଂ ସେ ଯଦି କିଛି ଆପଣଙ୍କ ଠାରୁ ଆଦାୟ କଲା ବେଳେ ଅତି ପ୍ରେମରେ ମାଗୁଛି ତେବେ ବୁଝି ଯାଆନ୍ତୁ ସେ ଆପଣଙ୍କୁ ଯମାରୁ ଭଲ ପାଉନି.