IND VS WI: ତୃତୀୟ ODI ରେ ଭାରତ ର ଲଜ୍ଜ୍ଯାଜନକ ପରାଜୟ ହେଲା, ଏହି ପରାଜୟ ର କାରଣ କିଏ ?

ଭାରତୀୟ ଓ ୱେଷ୍ଟଇଡିଜ ମଧ୍ଯରେ ଖେଳାଯାଉଥିବା ୫ ଟି ODI ମ୍ଯାଚ ସିରିଜ ର ତୃତୀୟ ODI ମ୍ଯାଚ ରେ ଭାରତୀୟ ଟିମ, ୱେଷ୍ଟେଡିଜ ଠାରୁ ଲଜ୍ଜ୍ଯାଜନକ ଭାବରେ ପରାସ୍ତ ହୋଇଛି। ଭାରତୀୟ ଟିମ ର ପରାସ୍ତ ପାଇଁ ଏହି ୫ ଜଣ ଦାୟୀ କି? ଆସନ୍ତୁ ଜାଣିବା କିଏ କିଏ ହେଇ ପାରନ୍ତି ଦୋଷୀ, ଏହି ୫ ଜଣ ଖେଳାଳି ଙ୍କ ପଦର୍ଶନ ବହୁତ ଖରାପ ହେଇଚି। ୧-ଶିଖର ଧବନ: ଶିଖର ଧବନ ନିଜର ପ୍ରାକୃତିକ
 
IND VS WI: ତୃତୀୟ ODI ରେ ଭାରତ ର ଲଜ୍ଜ୍ଯାଜନକ ପରାଜୟ ହେଲା, ଏହି ପରାଜୟ ର କାରଣ  କିଏ ?

ଭାରତୀୟ ଓ ୱେଷ୍ଟଇଡିଜ ମଧ୍ଯରେ ଖେଳାଯାଉଥିବା ୫ ଟି ODI ମ୍ଯାଚ ସିରିଜ ର ତୃତୀୟ ODI ମ୍ଯାଚ ରେ ଭାରତୀୟ ଟିମ, ୱେଷ୍ଟେଡିଜ ଠାରୁ ଲଜ୍ଜ୍ଯାଜନକ ଭାବରେ ପରାସ୍ତ ହୋଇଛି। ଭାରତୀୟ ଟିମ ର ପରାସ୍ତ ପାଇଁ ଏହି ୫ ଜଣ ଦାୟୀ କି? ଆସନ୍ତୁ ଜାଣିବା କିଏ କିଏ ହେଇ ପାରନ୍ତି ଦୋଷୀ, ଏହି ୫ ଜଣ ଖେଳାଳି ଙ୍କ ପଦର୍ଶନ ବହୁତ ଖରାପ ହେଇଚି।

୧-ଶିଖର ଧବନ:

ଶିଖର ଧବନ ନିଜର ପ୍ରାକୃତିକ ଖେଳ ଖେଳି ପାରିଲେ ନାହିଁ, ଭାରତୀୟ ଟିମ ର ତୁଫାନୀ ବେଷ୍ଟମେନ ଭାବେ ଖୁବ ପରିଚିତ। ସେ ଏହି ମ୍ଯାଚ ରେ ମାତ୍ର ୩୫ ରନ କରିପାରିଥିଲେ।

୨-ରୋହିତ ଶର୍ମା:

IND VS WI: ତୃତୀୟ ODI ରେ ଭାରତ ର ଲଜ୍ଜ୍ଯାଜନକ ପରାଜୟ ହେଲା, ଏହି ପରାଜୟ ର କାରଣ  କିଏ ?

ରୋହିତ ଙ୍କ ଉପରେ ସମସ୍ତଙ୍କ ଆଶା ଅଧିକ ଥିଲା ମାତ୍ର ତୃତୀୟ ODI ରେ ରୋହିତ ୯ ବଲ ରେ ୮ ରନ କରିଥିଲେ। ଯାହାକି ଭାରତୀୟ ଟିମ ଖେଳ ରେ ପଛରେ ରହିଗଲା ୱେଷ୍ଟଇଣ୍ଡିଜ ଠାରୁ । ସେ ଯଦି ଭଲ ଖେଳିଥାନ୍ତେ ତାହାଲେ ଭାରତର ବିଜୟ ନିଶ୍ଚିତ ଥିଲା.

୩-ଋଷଭ ପଂତ:

IND VS WI: ତୃତୀୟ ODI ରେ ଭାରତ ର ଲଜ୍ଜ୍ଯାଜନକ ପରାଜୟ ହେଲା, ଏହି ପରାଜୟ ର କାରଣ  କିଏ ?

ଏହି ମ୍ୟାଚ ରେ ବି ପୁଣି ଥରେ ନିରାଶ କଲେ ଋଷଭ। ସେ କେବଳ ୨୪ ରନ କରି ଆଉଟ ହେଇଯାଇଥିଲେ।

୪-ଅବାତୀ ରାୟଡୁ:

୨୭ ବଲ ରେ ୨୨ ରନ କରିଥିଲେ ରାୟଡୁ। ଯଦି ରାଇଡ଼ୁ ଭଲ ପଦର୍ଶନ କରିଥାନ୍ତେ ତାହାଲେ ବି ଭାରତ ବିଜୟ ଲାଭ କରି ପାରିଥାନ୍ତା।

୫-ମହେନ୍ଦ୍ର ସଂହ ଧୋନି:

IND VS WI: ତୃତୀୟ ODI ରେ ଭାରତ ର ଲଜ୍ଜ୍ଯାଜନକ ପରାଜୟ ହେଲା, ଏହି ପରାଜୟ ର କାରଣ  କିଏ ?

ତୃତୀୟ ODI ମ୍ଯାଚ ର ହୋଇଥିବା ପରାସ୍ତ ର ମୁଖ୍ଯ କାରଣ ଧୋନି ବି ହେଇ ପାରନ୍ତି। ଧୋନି ଙ୍କ ଠାରୁ ବହୁତ ଆଶା କରାଯାଇଥିଲା କିନ୍ତୁ ପୁଣି ଥରେ ଆଶା ରେ ପାଣି ପକେଇଦେଲେ ଧୋନି। ଧୋନି ଙ୍କ ଫେନ ମାନେ ବି ଧୂଖିତ ଅଛନ୍ତି , କାରଣ ଧୋନି ଙ୍କୁ ଟି୨୦ ରୁ ବାହାର କର ଯାଇଛି। ଯଦି ଏହି ମ୍ୟାଚ ରେ ଭଲ ପଦର୍ଶନ କରିଥାନ୍ତେ ତାହାଲେ ସେ ପରବର୍ତୀ ଶୃଙ୍ଖଳା ରେ ଚୟନ କର୍ତା ମାନଙ୍କ ଦୃଷ୍ଟି ଆକର୍ଷଣ କରିପାରି ଥାନ୍ତେ।

ସାଙ୍ଗମାନେ ଆପଣାମାନନେ ନିଜର ମତାମତ ନିଶ୍ଚୟ କୋମେନ୍ଟ ମାଧ୍ୟମରେ ଦିଅନ୍ତୁ । ଏହି ପାଞ୍ଚ ଜଣ ଖେଳାଳି ମଧ୍ୟରୁ ଭାରତୀୟ ଟିମ ର ପରାଜୟ ପାଇଁ ଦାୟୀ କିଏ ?