୪୦୦ ଟଙ୍କା ରେ କାମ କରୁଥିଲେ ସଲମାନ ଙ୍କ ବାପା। କେମିତି ଥିଲା ତାଙ୍କ ଜୀବନ ଯାତ୍ରା, ଆସନ୍ତୁ ଜାଣିବା..

ସଲମାନ ଙ୍କ ବାପା ସଲୀମ ଖାନ ଙ୍କ ୮୩ ତମ ଜନ୍ମ ଦିନ ପାଳନ ହେଇ ଯାଇଛି। ସଲୀମ ଖାନ ଙ୍କ ଜୀବନ ର କାହାଣୀ କଉ ସିନେମା ଗପ ର କାହାଣୀ ଠାରୁ କିଛି କମ ନୁହେଁ। ତାଙ୍କର ୩ ପୁଅ ଓ ୨ ଝିଅ। ଏମାନଙ୍କ ମଧ୍ଯ ରୁ ସଲମାନ ବଡ, ତାପରେ ଅରବାଜ,ସୋହେଲ ଓ ଅଲବିରା। ସଲୀମ ଖାନ ଓ ହେଲେନ ଗୋଟେ ଛୁଆ କୁ କୋଳେଇ ନେଇଥିଲେ ଯାହାର ନାଁ ଅର୍ପିତା
 
୪୦୦ ଟଙ୍କା ରେ କାମ କରୁଥିଲେ ସଲମାନ ଙ୍କ ବାପା। କେମିତି ଥିଲା ତାଙ୍କ ଜୀବନ ଯାତ୍ରା, ଆସନ୍ତୁ ଜାଣିବା..

ସଲମାନ ଙ୍କ ବାପା ସଲୀମ ଖାନ ଙ୍କ ୮୩ ତମ ଜନ୍ମ ଦିନ ପାଳନ ହେଇ ଯାଇଛି। ସଲୀମ ଖାନ ଙ୍କ ଜୀବନ ର କାହାଣୀ କଉ ସିନେମା ଗପ ର କାହାଣୀ ଠାରୁ କିଛି କମ ନୁହେଁ। ତାଙ୍କର ୩ ପୁଅ ଓ ୨ ଝିଅ। ଏମାନଙ୍କ ମଧ୍ଯ ରୁ ସଲମାନ ବଡ, ତାପରେ ଅରବାଜ,ସୋହେଲ ଓ ଅଲବିରା। ସଲୀମ ଖାନ ଓ ହେଲେନ ଗୋଟେ ଛୁଆ କୁ କୋଳେଇ ନେଇଥିଲେ ଯାହାର ନାଁ ଅର୍ପିତା ଖାନ। ସଲୀମ ଙ୍କ ଜନ୍ମ ଇଂଦୈର ରେ ହୋଇଥିଲା। ୧୫ ବର୍ଷ ପୂର୍ବରୁ ତାଙ୍କ ପୂର୍ବଜ ମାନେ ଆଫଗାନିସ୍ଥାନ ରୁ ଭାରତ କୁ ଆସିଛନ୍ତି। ସଲୀମ ଙ୍କ ବାପା ପୋଲିସ ରେ ଥିଲେ ତେଣୁ ଘର ର ପରିବେଶ ପୁରା କଠୋର ଥିଲା। ସଲୀମ ଛୋଟ ଥିଲେ ତାଙ୍କ ମାତା ପିତା ଙ୍କ ର ପରୋଲୋକ ହୋଇଥିଲା। ସେ ଟିକେ ବଡ ହେବାରୁ ହିରୋ ହେବା ଆଶା ରେ ମୁମ୍ବାଇ ଆସିଥିଲେ।

୪୦୦ ଟଙ୍କା ରେ କାମ କରୁଥିଲେ ସଲମାନ ଙ୍କ ବାପା। କେମିତି ଥିଲା ତାଙ୍କ ଜୀବନ ଯାତ୍ରା, ଆସନ୍ତୁ ଜାଣିବା..

ଗୋଟେ ବିବାହ ରେ ଡାୟରେକ୍ଟର ଅମରନାଥ ଙ୍କ ନଜର ସଲୀମ ଙ୍କ ଉପରେ ପଡିଥିଲା। ଅମରନାଥ ସଲୀମ ଙ୍କ ପାଖକୁ ଗଲେ ଓ ତାଙ୍କୁ ଅଫିସ କୁ ଡାକିଲେ ଓ ୪୦୦ ଟଙ୍କା ଦରମା ରେ ଚାକିରି ରେ ରଖିଲେ। ଆରମ୍ଭ ରେ ସଲୀମ ଙ୍କୁ ଛୋଟ ଛୋଟ ରୋଲ ମିଳିଲା ସେଥିପାଇଁ ସେ ଆଗକୁ ବଢିପାରିଲେ ନାହିଁ। ସଲୀମ ଙ୍କ ସାଖ୍ଯାତ ଜାବେଦ ଅଖତର ଙ୍କ ସହ ହେଲା। ସେ ତାଙ୍କ ସାଙ୍ଗ ହୋଇଗଲେ। ତାଙ୍କ ଉପଦେଶ ରେ ଅଭିନୟ ଛାଡି ଲେଖକ ଆବରାର ଙ୍କ ସହାୟକ ହୋଇଗଲେ।

କୈଫି ଓ ଆଲବୀ ପଡୋଶୀ ଥିଲେ। ଏହି ଦୁହି ଙ୍କ ସହାୟତା ଦ୍ବାରା ସଲୀମ -ଜାବେଦ ଙ୍କ ଜୋଡି ନେଇ “ହାତୀ ମେରା ସାଥୀ” ସିନେମା ର କାହାଣୀ ଲେଖା ହୋଇଥିଲା। ଏହି ସିନେମା ସୁପରହିଟ ହୋଇଥିଲା। ଏହି ଜୋଡି ୨୪ ଟି ସିନେମା ରେ ଏକା ସହ କାମ କରିଛନ୍ତି। ଭାରତୀୟ ଇତିହାସ ର ସଫଳ ଜୋଡି। ୧୯୬୪ ରେ ସୁଶୀଲା ଙ୍କୁ ଭଲପାଇ ବିବାହ କଲେ। ବିବାହ ପରେ ସୁଶୀଲା ନିଜ ନାମ ବଦଳେଇ ସଲମା ରଖିଲେ। ସଲୀମ ଙ୍କ ବିବାହ ବେଶି ଦିନ ହୋଇ ନଥାଏ ତାଙ୍କ ସାଖ୍ଯାତ ହେଲେନ ଙ୍କ ସହ ହେଲା। ସେ ତାଙ୍କୁ ଭଲପାଇ ବସିଲେ। ସଲମାନ ଏହାର ବିରୋଧ କରିଥିଲେ। ଏହା ପରେ ବି ୧୯୮୧ ରେ ସଲୀମ ହେଲେନ ଙ୍କୁ ବିବାହ କରି ସମ୍ପର୍କ କୁ ଏକ ପରିଚୟ ଦେଇଥିଲେ।

୪୦୦ ଟଙ୍କା ରେ କାମ କରୁଥିଲେ ସଲମାନ ଙ୍କ ବାପା। କେମିତି ଥିଲା ତାଙ୍କ ଜୀବନ ଯାତ୍ରା, ଆସନ୍ତୁ ଜାଣିବା..

 

ହେଲେନ ଙ୍କୁ ବିବାହ କରି ସଲୀମ ଘର କୁ ଆସିଲେ, ସେହି ସମୟ ରେ ସଲମାନ,ଅରବାଜ ଓ ତାଙ୍କ ମା ଏହି ସମ୍ପର୍କ କୁ ଗ୍ରହଣ କରି ନଥିଲେ। କିନ୍ତୁ ସଲୀମ ଙ୍କ ବିଶ୍ବାସ ଥିଲା କି ହେଲେନ ସମସ୍ତ ଙ୍କୁ ନିଜ ଭଲପାଇବା ଦେଇ ଆପଣେଇ ନେବେ। ଏହା ସତ ମଧ୍ଯ ହୋଇଥିଲା ଏବେ ହେଲେନ ଖାନ ପରିବାର ର ଏକ ମୁଖ୍ଯ ଅଂଶ। ସଲୀମ ଓ ହେଲେନ ଙ୍କ ର ନିଜର ସନ୍ତାନ ହୋଇ ନଥିଲେ ସେଥିପାଇଁ ସେମାନେ ଅର୍ପିତା ଙ୍କୁ କୋଳେଇ ନେଇଥିଲେ। ଏବେ ସଲମାନ ନିଜ ଦୁଇ ମା ଙ୍କ ସହ ଗୋଟିଏ ଛାତ ତଳେ ଖୁସି ରେ ରହୁଛନ୍ତି।