ଏମିତି କୋଉ ବ୍ୟକ୍ତି ଅଛି ଯିଏକି ୧୦୦ ଜଣଙ୍କୁ ହତ୍ୟା କରିଦିଏ ହେଲେ ବି ତାକୁ ତାକୁ ଦଣ୍ଡ ମିଳିବନି

ପ୍ରଶ୍ନ: ଶିବକାଶୀ କଣ ପାଇଁ ପ୍ରସିଦ୍ଧ? ଉତ୍ତର: ଆତଶବାଜି ପାଇଁ ପ୍ରଶ୍ନ : ଏଜରା କପ୍ କୋଉ ଖେଳ ସହ ସମ୍ପୃକ୍ତ ଅଟେ? ଉତ୍ତର: ପୋଲୋ ଖେଳ ସହିତ ପ୍ରଶ୍ନ: ଜର୍ମାନର ଏକିକରଣ କେଉଁ ଶତାବ୍ଦୀର ଏକ ମହାନ ଘଟଣା ଅଟେ? ଉତ୍ତର: ଉନବିଂଶ ଶତାବ୍ଦୀର ପ୍ରଶ୍ନ: ଭିଟାମିନ E ର ରାସାୟନିକ ନାମ କଣ? ଉତ୍ତର: ଟେକୋଫେରେଲ ପ୍ରଶ୍ନ: ପାନିପଥର ତୃତୀୟ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା? ଉତ୍ତର: ମରାଠା ଓ ଅହମଦଶାହ ଅବ୍ଦାଲିଙ୍କ
 
ଏମିତି କୋଉ ବ୍ୟକ୍ତି ଅଛି ଯିଏକି ୧୦୦ ଜଣଙ୍କୁ ହତ୍ୟା କରିଦିଏ ହେଲେ ବି ତାକୁ ତାକୁ ଦଣ୍ଡ ମିଳିବନି

ପ୍ରଶ୍ନ: ଶିବକାଶୀ କଣ ପାଇଁ ପ୍ରସିଦ୍ଧ?
ଉତ୍ତର: ଆତଶବାଜି ପାଇଁ

ପ୍ରଶ୍ନ : ଏଜରା କପ୍ କୋଉ ଖେଳ ସହ ସମ୍ପୃକ୍ତ ଅଟେ?
ଉତ୍ତର: ପୋଲୋ ଖେଳ ସହିତ

ପ୍ରଶ୍ନ: ଜର୍ମାନର ଏକିକରଣ କେଉଁ ଶତାବ୍ଦୀର ଏକ ମହାନ ଘଟଣା ଅଟେ?
ଉତ୍ତର: ଉନବିଂଶ ଶତାବ୍ଦୀର

ଏମିତି କୋଉ ବ୍ୟକ୍ତି ଅଛି ଯିଏକି ୧୦୦ ଜଣଙ୍କୁ ହତ୍ୟା କରିଦିଏ ହେଲେ ବି ତାକୁ ତାକୁ ଦଣ୍ଡ ମିଳିବନି

ପ୍ରଶ୍ନ: ଭିଟାମିନ E ର ରାସାୟନିକ ନାମ କଣ?
ଉତ୍ତର: ଟେକୋଫେରେଲ

ପ୍ରଶ୍ନ: ପାନିପଥର ତୃତୀୟ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା?
ଉତ୍ତର: ମରାଠା ଓ ଅହମଦଶାହ ଅବ୍ଦାଲିଙ୍କ ମଧ୍ୟରେ ହୋଇଥିଲା।

ପ୍ରଶ୍ନ: ସୂଯ୍ୟ କିରଣରେ କେତୋଟି ରଙ୍ଗ ଥାଏ?
ଉତ୍ତର: ୭ଟି

ଏମିତି କୋଉ ବ୍ୟକ୍ତି ଅଛି ଯିଏକି ୧୦୦ ଜଣଙ୍କୁ ହତ୍ୟା କରିଦିଏ ହେଲେ ବି ତାକୁ ତାକୁ ଦଣ୍ଡ ମିଳିବନି

ପ୍ରଶ୍ନ: ଏମିତି କୋଉ ବ୍ୟକ୍ତି ଅଛି ଯିଏକି ୧୦୦ ଜଣଙ୍କୁ ହତ୍ୟା କରିଦିଏ ହେଲେ ବି ତାକୁ ତାକୁ ଦଣ୍ଡ ମିଳିବନି
ଉତ୍ତର: ଘାତକ(executioner) ଯିଏ କି ଲୋକମାନଙ୍କୁ ଫାଶି ଦେଇଥାଏ ଯଦି ସେ ୧୦୦ ଲୋକଙ୍କୁ ବି ଫାଶି ଦେବ ତେବେ ବି ତାକୁ ଦଣ୍ଡ ମିଳିବନି। ସେ ତା ମନ ଇଚ୍ଛାରେ ଫାଶି ଦିଏନି ତାକୁ କୋର୍ଟ ଆଦେଶ ଦେଇଥାଏ

ଶେଷରେ ଆପଣଙ୍କ ପାଇଁ ଏକ ପ୍ରଶ୍ନ-

ଏମିତି କୋଉ ବ୍ୟକ୍ତି ଅଛି ଯିଏକି ୧୦୦ ଜଣଙ୍କୁ ହତ୍ୟା କରିଦିଏ ହେଲେ ବି ତାକୁ ତାକୁ ଦଣ୍ଡ ମିଳିବନି