ସଡକ ଦୁର୍ଘଟଣାରେ ଚାଲିଯାଇଥିଲା ଝିଅର ଜୀବନ, ୧୭ମାସ ପରେ ଝିଅ ମା କୁ ସ୍ବପ୍ନରେ ଆସି କହିଲା ‘ମା ମୁଁ ଫେରୁଛି’ ତାପରେ ହେଲା କିଛି ଏମିତି

୨୪ ମେ ୨୦୧୭ରେ ୧୪ ବର୍ଷୀୟ କନକ ବର୍ମା ଏକ ସଡକ ଦୁର୍ଘଟଣାରେ ଟ୍ରକ୍ ଦ୍ବାରା ଚପିଯାଇ ଶରୀରର ଦୁଇଖଣ୍ଡ ହୋଇ କନକର ମୃତ୍ୟୁ ହୋଇଥିଲା। ଶରୀରର ଦୁଇ ଖଣ୍ଡ ହେବା ପରେ ବି କନକ ପାଖାପାଖି ଦଶ ମିନିଟ ନିଜ ମା ଆଗରେ ତା ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରି କହିଥିଲା- ମା ମତେ ବଞ୍ଚାଇ ଦିଅ ମୁଁ ମରିବାକୁ ଚାହୁଁନି..ଏହା ପରେ ଆଇ ଲଭ୍ ୟୁ ମା କହି ନିଜ ଶେଷ ନିଶ୍ଵାସ
 
ସଡକ ଦୁର୍ଘଟଣାରେ ଚାଲିଯାଇଥିଲା ଝିଅର ଜୀବନ, ୧୭ମାସ ପରେ ଝିଅ ମା କୁ ସ୍ବପ୍ନରେ ଆସି କହିଲା ‘ମା ମୁଁ ଫେରୁଛି’ ତାପରେ ହେଲା କିଛି ଏମିତି

୨୪ ମେ ୨୦୧୭ରେ ୧୪ ବର୍ଷୀୟ କନକ ବର୍ମା ଏକ ସଡକ ଦୁର୍ଘଟଣାରେ ଟ୍ରକ୍ ଦ୍ବାରା ଚପିଯାଇ ଶରୀରର ଦୁଇଖଣ୍ଡ ହୋଇ କନକର ମୃତ୍ୟୁ ହୋଇଥିଲା। ଶରୀରର ଦୁଇ ଖଣ୍ଡ ହେବା ପରେ ବି କନକ ପାଖାପାଖି ଦଶ ମିନିଟ ନିଜ ମା ଆଗରେ ତା ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରି କହିଥିଲା- ମା ମତେ ବଞ୍ଚାଇ ଦିଅ ମୁଁ ମରିବାକୁ ଚାହୁଁନି..ଏହା ପରେ ଆଇ ଲଭ୍ ୟୁ ମା କହି ନିଜ ଶେଷ ନିଶ୍ଵାସ ତ୍ୟାଗ କରିଥିଲା କନକ। ଏହି ଦୁର୍ଘଟଣା ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା।

ସଡକ ଦୁର୍ଘଟଣାରେ ଚାଲିଯାଇଥିଲା ଝିଅର ଜୀବନ, ୧୭ମାସ ପରେ ଝିଅ ମା କୁ ସ୍ବପ୍ନରେ ଆସି କହିଲା ‘ମା ମୁଁ ଫେରୁଛି’ ତାପରେ ହେଲା କିଛି ଏମିତି

ଏହାପରେ ବର୍ମା ପରିବାର ବହୁତ୍ କଷ୍ଟରେ ଥିଲା। ନିଜ ଝିଅକୁ ହରେଇ ବଞ୍ଚିଥାଉ ଥାଉ ପଥର ଅବସ୍ଥାରେ ରହୁଥିଲେ ସେମାନେ। କନକର ପିତା ସୁବାସ ବର୍ମା ଓ ମା ରାଜେଶୀ ଚାହୁଁ ଥିଲେ ତାଙ୍କ ଝିଅ ଫୁଣି ତାଙ୍କ ପାଖକୁ ଫେରି ଆସୁ ବୋଲି। ଏଥିପାଇଁ ସେମାନେ ସବୁଦିନ ଭଗବାନଙ୍କ ପାଖରେ ଗୁହାରି କରୁଥିଲେ।

ସଡକ ଦୁର୍ଘଟଣାରେ ଚାଲିଯାଇଥିଲା ଝିଅର ଜୀବନ, ୧୭ମାସ ପରେ ଝିଅ ମା କୁ ସ୍ବପ୍ନରେ ଆସି କହିଲା ‘ମା ମୁଁ ଫେରୁଛି’ ତାପରେ ହେଲା କିଛି ଏମିତି

ଦିନେ ସେହିଦିନ ଆସି ହିଁ ଯାଇଥିଲା ଯେବେ କନକର ମା ୧୭ ମାସ ପରେ ଏକ ଝିଅକୁ ଜନ୍ମ ଦେଇଥିଲେ। ଝିଅକୁ ଜନ୍ମ ଦେବା ପରେ ମା ରାଜେଶୀ କହିଲେ କି ଝିଅକୁ ଜନ୍ମ ଦେବା ପୂର୍ବରୁ ଦୁଇ ଦିନ ତଳେ ସ୍ୱପ୍ନରେ ଆସି କନକ ମୋ ଲୁହ ପୋଛିଥିଲା ଆଉ କହିଲା ମୁଁ ଫେରୁଛି ମା।

ସଡକ ଦୁର୍ଘଟଣାରେ ଚାଲିଯାଇଥିଲା ଝିଅର ଜୀବନ, ୧୭ମାସ ପରେ ଝିଅ ମା କୁ ସ୍ବପ୍ନରେ ଆସି କହିଲା ‘ମା ମୁଁ ଫେରୁଛି’ ତାପରେ ହେଲା କିଛି ଏମିତି

ପିତା ସୁବାସଙ୍କ ସ୍ବପ୍ନରଜ ମଧ୍ୟ କନକ ଅନେକ ଥର ଆସିଥିବାର ସେ କହିଥିଲେ। ଝିଅର ଜନ୍ମ ପରେ ପୂରା ପରିବାରରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ କହିବାନୁସାରେ ଏ ହେଉଛି ଆମ ଝିଅ କନକ। ଯିଏ କି ଆମ ପରିବାରକୁ ଫୁଣି ଫେରି ଆସିଛି। ଆଉ ସେମାନେ ଝିଅ ନାମ କନକ ହିଁ ରଖିଛନ୍ତି।