ଫେସବୁକ ପ୍ରେମ ପାଇଁ ବାପା ମା ଙ୍କୁ ଛାଡିଲା ଝିଅ, ବିବାହ ପରେ ଧୋକା ଦେଲା ପ୍ରେମିକ।…

ଝାରଖଣ୍ଡ, ଆଦିତ୍ଯପୁର ରେ ବାସ କରୁଥିବା ଦିପୀକା ଚଂଦ୍ନ ର ବାଗବେଡା ର ଯୁବକ ବିକ୍କୀ କୁ ଫେସବୁକ ରେ କଥା ହୋଇ ଭଲପାଇ ବସିଲା। ୨ ମାସ ର ପ୍ରେମ ରେ ଘର ଲୋକ ଙ୍କୁ ନ କହି ଘରୁ ପଳାଇ ବିବାହ କଲେ। ପରେ ଦୁହିଁ ଙ୍କ ପରିବାର ନିଜ ଭିତରେ ବୁଝାମଣା କରି ବିବାହ କୁ ସିକୃତି ଦେଲେ। ବୁଧବାର ହଟାତ ଦିପୀକା ନିଜ ଶ୍ବଶୁର ଘରୁ ପଳାଇ ଆସି ବାପା ମା
 
ଫେସବୁକ ପ୍ରେମ ପାଇଁ ବାପା ମା ଙ୍କୁ ଛାଡିଲା ଝିଅ, ବିବାହ ପରେ ଧୋକା ଦେଲା ପ୍ରେମିକ।…

ଝାରଖଣ୍ଡ, ଆଦିତ୍ଯପୁର ରେ ବାସ କରୁଥିବା ଦିପୀକା ଚଂଦ୍ନ ର ବାଗବେଡା ର ଯୁବକ ବିକ୍କୀ କୁ ଫେସବୁକ ରେ କଥା ହୋଇ ଭଲପାଇ ବସିଲା। ୨ ମାସ ର ପ୍ରେମ ରେ ଘର ଲୋକ ଙ୍କୁ ନ କହି ଘରୁ ପଳାଇ ବିବାହ କଲେ। ପରେ ଦୁହିଁ ଙ୍କ ପରିବାର ନିଜ ଭିତରେ ବୁଝାମଣା କରି ବିବାହ କୁ ସିକୃତି ଦେଲେ। ବୁଧବାର ହଟାତ ଦିପୀକା ନିଜ ଶ୍ବଶୁର ଘରୁ ପଳାଇ ଆସି ବାପା ମା ଙ୍କ ସ୍ବାମୀ ଓ ଶାଶୁ ଙ୍କ ନିର୍ଯାତନା ର କାହାଣୀ ଶୁଣାଇଲା। ଦିପୀକା କୋଳ ରେ ୨ ମାସ ର ଛୁଆ।, ଦିପୀକା ର ଶାଶୁ ଗୈରି ଚଂଦ୍ନ ଦାସ ତାକୁ ୫ ଲଖ୍ଯ ଟଙ୍କା ଓ ଦେଢ ଲଖ୍ଯ ଟଙ୍କା ର ସୁନା ଗହଣା ମାଗିବାକୁ କହି ପ୍ରତିଦିନ ନିର୍ଯାତନା ଦେଉଛନ୍ତି।

ଫେସବୁକ ପ୍ରେମ ପାଇଁ ବାପା ମା ଙ୍କୁ ଛାଡିଲା ଝିଅ, ବିବାହ ପରେ ଧୋକା ଦେଲା ପ୍ରେମିକ।…

ତାଙ୍କ ସ୍ବାମି ବିକ୍କି ଏ ସବୁ ଦେଖି ନୀରବ ରହୁଛନ୍ତି ଯେମିତି ଏ ସବୁ ତାଙ୍କ ଇସାରା ରେ ହେଉଛି। ଏ ସବୁ ଶୁଣିବା ପରେ ବାପା ମଣ୍ଟୁଘୋଷ ଝିଅ କୁ ନେଇ ଆଦିତ୍ଯପୁର ଥାନା କୁ ଗଲେ। ଗୁରୁବାର ଥାନାବାଲା ଦିପୀକା ର ଶାଶୁ ଘର ଲୋକ ଙ୍କୁ ଡାକି ପଚାରାଉଚରା କରିଛି।

ଦିପୀକା ର ଶାଶୁଘର ଲୋକ ଜମଶେଦପୁର ର ଏକ ମହିଳା ସମିତି ର ମହିଳା ମାନଙ୍କୁ ନିଜ ପଖ୍ଯ ରେ ଡାକିଥିଲେ, ଏହାପରେ ଦୁଇ ପଖ୍ଯ ମଧ୍ଯରେ ଥାନା ରେ ତୁ..ତୁ..ମେ…ମେ ଆରମ୍ଭ ହୋଇଗଲା। କଥା ବଢିବା ଦେଖି ପୋଲିସବାଲା ଦୁଇ ପଖ୍ଯ କୁ ଶାନ୍ତି ରେ କଥା ହୋଇ ସମସ୍ଯା ର ସମାଧାନ କରିବା ପାଇଁ କହିଲେ, ନହେଲେ ସମସ୍ଯା ଜଟିଳ ରୂପ ନେଲେ କାନୁନ ତା କାମ କରିବ କହିଲେ।

କଥା ବଢିବା ଦେଖି ଦିପିକା ର ଶାଶୁଘର ଲୋକ ବୁଝାମଣା ପାଇଁ ରାଜି ହେଲେ। ଦିପିକା ର ଜୀବନ ସୁରଖ୍ଯା ପାଇଁ ଲିଖିତ ରୂପ ରେ ଥାନା ରେ ଦେଲେ। ତାପରେ ପୋଲିସବାଲା ମାମଲା କୁ ସ୍ଥିର ରଖିଛନ୍ତି। ଦିପିକା ଓ ତା ବାପା ମା ଙ୍କୁ ବୁଝାଇ ଅଭିଯୋଗ ଫେରସ୍ତ ନେବାକୁ କହଲେ।