67comments

IAS ପ୍ରଶ୍ନ: କଥା କଥାରେ ବ୍ୟବହାର ହେଉଥିବା OK ଶଦ୍ଦର ଫୁଲ୍ ଫର୍ମ କଣ? ଉତ୍ତର ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ

ଜୀବନରେ କିଛି ଏମିତି ଛୋଟ ଛୋଟ କଥା ଯାହା ବିଷୟରେ ଜାଣିବାକୁ ଆମେ ଏତେ ଆଗ୍ରହ କରିନଥାଉ ଯାହା ପାଇଁ ପରେ ଆମକୁ ଦରକାର ପଡିଥାଏ। କିଛି ସାଧାରଣ ପ୍ରଶ୍ନର ଉତ୍ତର ପାଇଁ ବେଳେ ବେଳେ ଆମେ ଇଣ୍ଟରଭ୍ୟୁରେ ପାସ ହୋଇପାରୁନା। ସେଥିପାଇଁ ଆଜି ଆପଣଙ୍କ ପାଇଁ ଏମିତି ହିଁ କିଛି ସାମାନ୍ୟ ପ୍ରଶ୍ନ ଓ ତାର ଉତ୍ତର ସମ୍ପର୍କରେ ଆଲୋଚନା କରିବା ଯାହା ଆପଣଙ୍କ କାମରେ ଆସିପାରେ।

୧) ମାନବବାଦର ସଂସ୍ଥାପକ କାହାକୁ ମାନା ଯାଇଥାଏ?
ଉତ୍ତର: ପେଟ୍ରାକ୍(ଇଟାଲୀ)

୨) ହରିଆଣାର ମହାତ୍ମାଗାନ୍ଧୀ କାହାକୁ କୁହାଯାଏ?
ଉତ୍ତର: ମୂଳଚାନ୍ଦ ଜୈନ୍

୩) ଫଲ୍ଗୁର ମେଳାର ଆୟୋଜନ କେଉଁଠାରେ ହୋଇଥାଏ?
ଉତ୍ତର: କେରଳର ଫରଲ ଗ୍ରାମରେ

୪) ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କର ସ୍ଥାପନା କେଉଁ ପଞ୍ଚବର୍ଷୀୟ ଯୋଜନାରେ କରାଯାଇଥିଲା?
ଉତ୍ତର: ଷଷ୍ଠ ପଞ୍ଚବର୍ଷୀୟ ଯୋଜନାରେ

Loading...

୫) ଆସାମରେ ମୋଟ କେତୋଟି ଜିଲ୍ଲା ଅଛି?
ଉତ୍ତର: ୩୫ଟି

୬) OKର ଫୁଲ ଫର୍ମ କଣ?
ଉତ୍ତର: Objection Killed

୭) ଆକବରଙ୍କ ମୃତ୍ୟୁ କେବେ ହୋଇଥିଲା?
ଉତ୍ତର : ୧୬୦୫ରେ

୮) ଓଡିଶାର କେଉଁ ସହରରେ ସବୁଠାରୁ ବଡ ହନୁମାନ ମୂର୍ତ୍ତି ଅଛି?
ଉତ୍ତର: ସୁନ୍ଦରଗଡ଼ର ରାଉରକେଲା ଠାରେ

ଶେଷରେ ଆପଣଙ୍କ ପାଇଁ ଏକ ପ୍ରଶ୍ନ

67 Comments

  1. Sidharth Kumar pattanayak
  2. BASUDEV KUMAR BARIK
  3. Debasmita Panda
  4. Debabrat Riutray
  5. Pabitra Kumar sahoo
  6. Tankadhar nayak
  7. Ramakanta
  8. Ganesh Pradhan
  9. Kalu charan
  10. Ganga
  11. Anup
  12. Gopal
  13. Prahallad Swain 915
  14. Nilima Mishra
  15. Ashok Kumar Sahoo
  16. Malia Kujur
  17. Maheswar Baral
  18. Dillip Rana
  19. Jagadish
  20. Ashok Kumar naik
  21. Puspa Panda
  22. Jitendra Rout
  23. Basanta kumar Nayak
  24. Nrushingha Behera
  25. Sudhansu Kumar Nayak
  26. Ranajit Biswal
  27. Jaga
  28. Santosh kumar bidika
  29. Rohit Sahoo
  30. Rakesh nayak
  31. Prabin Kumar Dash
  32. prasant
  33. Ramesh chandra behera
  34. Sneha
  35. Anil
  36. RAMACHANDRA SWAIN
  37. TIKCHAN DHARUA