କୈଣସି ହିରୋଇନ ଙ୍କ ଠାରୁ କମ ନୁହଁନ୍ତି, କୋଟିପତି ଅମ୍ବାନୀ ଙ୍କ ଝିଅ ଇଶା। ଜଲ୍ଦି ବିବାହ କରିବାକୁ ଯାଉଛନ୍ତି..

ପ୍ରିୟଙ୍କା ଚୋପଡା ଓ ନିକ ଙ୍କବିବାହ ପରେ ରାଜସ୍ଥାନ ର କୋଟିପତି ମୁକେଶ ଅମ୍ବାନୀ ଙ୍କ ଝିଅ ଈଶା ଓ ଆନନ୍ଦ ପିରାମଲ ଙ୍କ ବିବାହ ଅନୁଷ୍ଠିତ ହେବ। ୧୨ ଡିସେମ୍ବର କୁ ମୁମ୍ବାଇ ରେ ହେବାକୁ ଥିବା ବିବାହ ୯-୧୦ ଡିସେମ୍ବର କୁ ଉଦୟପୁର ରେ ପ୍ରୋ ୱେଡିଂଗ ପାର୍ଟି ହେବ। ଏଥିରେ ଦେଶ ବିଦେଶ ର ଅନେକ ଅତିଥି ଯୋଗ ଦେବେ। ଏହି ପାର୍ଟି ର ସୁରଖ୍ଯା ଦାୟିତ୍ବ ସଲମାନ ଖାନ ଙ୍କ ବାଉଁସର
 
କୈଣସି ହିରୋଇନ ଙ୍କ ଠାରୁ କମ ନୁହଁନ୍ତି, କୋଟିପତି ଅମ୍ବାନୀ ଙ୍କ ଝିଅ ଇଶା। ଜଲ୍ଦି ବିବାହ କରିବାକୁ ଯାଉଛନ୍ତି..

ପ୍ରିୟଙ୍କା ଚୋପଡା ଓ ନିକ ଙ୍କବିବାହ ପରେ ରାଜସ୍ଥାନ ର କୋଟିପତି ମୁକେଶ ଅମ୍ବାନୀ ଙ୍କ ଝିଅ ଈଶା ଓ ଆନନ୍ଦ ପିରାମଲ ଙ୍କ ବିବାହ ଅନୁଷ୍ଠିତ ହେବ। ୧୨ ଡିସେମ୍ବର କୁ ମୁମ୍ବାଇ ରେ ହେବାକୁ ଥିବା ବିବାହ ୯-୧୦ ଡିସେମ୍ବର କୁ ଉଦୟପୁର ରେ ପ୍ରୋ ୱେଡିଂଗ ପାର୍ଟି ହେବ। ଏଥିରେ ଦେଶ ବିଦେଶ ର ଅନେକ ଅତିଥି ଯୋଗ ଦେବେ।

କୈଣସି ହିରୋଇନ ଙ୍କ ଠାରୁ କମ ନୁହଁନ୍ତି, କୋଟିପତି ଅମ୍ବାନୀ ଙ୍କ ଝିଅ ଇଶା। ଜଲ୍ଦି ବିବାହ କରିବାକୁ ଯାଉଛନ୍ତି..

ଏହି ପାର୍ଟି ର ସୁରଖ୍ଯା ଦାୟିତ୍ବ ସଲମାନ ଖାନ ଙ୍କ ବାଉଁସର ଶେରା ଙ୍କ କମ୍ପାନୀ କୁ ଦିଆଯାଇଛି। ଏୟାର ପୋର୍ଟ ରେ ବି ଏହି କମ୍ପାନୀ ର ବାଉଁସର ତୈନାତ ରହିବେ। ଅନ୍ଯ ସ୍ଥାନ ରୁ ମଧ୍ଯ ୩୦୦ ବାଉଁସର କୁ ଡକାଯାଇଛି। ଶେରା ନିଜେ ସୁରଖ୍ଯା ବ୍ଯବସ୍ଥା ଉପରେ ଧ୍ଯାନ ଦେବେ।

କୈଣସି ହିରୋଇନ ଙ୍କ ଠାରୁ କମ ନୁହଁନ୍ତି, କୋଟିପତି ଅମ୍ବାନୀ ଙ୍କ ଝିଅ ଇଶା। ଜଲ୍ଦି ବିବାହ କରିବାକୁ ଯାଉଛନ୍ତି..

ଅମ୍ବାନୀ ପରିବାର ସହର ର ସବୁ ବଡ ବଡ ହୋଟେଲ ବୁକିଂଗ କରାଯାଇଛି। ବିବାହ କୁ ଖାସ କରିବା ପାଇଁ ମୁମ୍ବାଇ, ଦିଲ୍ଲି, ଓ ଜୟପୁର ର ଭଲ ଈବେଂଟ କମ୍ପାନି କୁ ଡକାଯାଇଛି। ଈଶା ଓ ଆନନ୍ଦ ଙ୍କ ନିର୍ବନ୍ଧ ସେପ୍ଟେମ୍ବର ରେ ଇଟଲି ର ଲେକ କୋମୈ ରେ ହୋଇଥିଲା। ଏଥିରେ ପ୍ରାୟ ୬୦୦ ଅତିଥି ଯୋଗ ଦେଇଥିଲେ। ବିବାହ ପୂର୍ବ ସମାରୋହ ରେ ୮୦୦ ରୁ ବେଶି ଅତିଥି ଯୋଗ ଦେବାର ଅନୁମାନ କରାଯାଉଛି। ସଂଗିତ ସମାରୋହ ମଧ୍ଯ ସେଠାରେ ହେବ।

କୈଣସି ହିରୋଇନ ଙ୍କ ଠାରୁ କମ ନୁହଁନ୍ତି, କୋଟିପତି ଅମ୍ବାନୀ ଙ୍କ ଝିଅ ଇଶା। ଜଲ୍ଦି ବିବାହ କରିବାକୁ ଯାଉଛନ୍ତି..

ଅମ୍ବାନୀ ପରିବାର ଡିସେମ୍ବର ୮ ରେ ଉଦୟପୁର ପହଁନ୍ଚିବେ। ହୋଟେଲ ଉଦୟ ବିଲାସ ରେ ସଂଗିତ କାର୍ଯ୍ଯକ୍ରମ ହେବ। ୨ଦିନ ର କାର୍ଯ୍ଯକ୍ରମ କୁ ୮୦ ଜଣ ଫୋଟଗ୍ରାଫୀ ଏଜେନ୍ସି ଆସିବେ। ଏହା ମଧ୍ଯ ରେ ବଦେଶୀ ଫୋଟଗ୍ରାଫୀ ଏଜେନ୍ସି ମଧ୍ଯ ଅଛନ୍ତି।