ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି ପାଞ୍ଚଟି ରାଶି, ମାର୍ଗଶିର ମାସ ଗୁରୁବାରରେ ଏହି କାର୍ଯ୍ୟ କଲେ ମା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ

ମାର୍ଗଶିର ସାସ ହେଉଛି ମା ଲକ୍ଷ୍ମୀଙ୍କ ମାସ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାରରେ ଗାଁରୁ ନେଇ ସହର ଯାଏଁ ସମସ୍ତ ଓଡିଆ ଘରେ ଅରୁଆ ଚାଉଳରେ ପ୍ରସ୍ତୁତ ଆଣରେ ମା ଲକ୍ଷ୍ମୀଙ୍କୁ ଆବାହନ କରିବା ପାଇଁ ସୁନ୍ଦର ଝୋଟି ସବୁ ପଡିଥାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶୀର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ,ଏ ମାସରେ କେଉଁ କେଉଁ କାର୍ଯ୍ୟ କରିବା
 
ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି ପାଞ୍ଚଟି ରାଶି, ମାର୍ଗଶିର ମାସ ଗୁରୁବାରରେ ଏହି କାର୍ଯ୍ୟ କଲେ ମା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ

ମାର୍ଗଶିର ସାସ ହେଉଛି ମା ଲକ୍ଷ୍ମୀଙ୍କ ମାସ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାରରେ ଗାଁରୁ ନେଇ ସହର ଯାଏଁ ସମସ୍ତ ଓଡିଆ ଘରେ ଅରୁଆ ଚାଉଳରେ ପ୍ରସ୍ତୁତ ଆଣରେ ମା ଲକ୍ଷ୍ମୀଙ୍କୁ ଆବାହନ କରିବା ପାଇଁ ସୁନ୍ଦର ଝୋଟି ସବୁ ପଡିଥାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶୀର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ,ଏ ମାସରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ।

ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି ପାଞ୍ଚଟି ରାଶି, ମାର୍ଗଶିର ମାସ ଗୁରୁବାରରେ ଏହି କାର୍ଯ୍ୟ କଲେ ମା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ

ସେହି ପାଞ୍ଚଟି ରାଶି ହେଉଛି- ଧନୁ, କୁମ୍ଭ, ମକର, ବିଛା, କନ୍ୟା

ମାର୍ଗଶୀର ମାସରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ :
ଏହି ମାସରେ ଅଧିକ ନିରାମିଷ ଦ୍ରବ୍ୟ ଖାଇବା ଉଚିତ। ଏହି ମାସରେ ନିୟମିତ ଗୀତା ପାଠ କରିବା ଉଚିତ। ଭୋଗରେ ତୁଳସୀ ପତ୍ରର ବ୍ୟବହାର କରିବା ଉଚିତ। ଏହି ମାସରେ ‘ଓଁ ନମୋ ଭଗବତେ ବାସୁଦେବାୟ’ ଏହି ମନ୍ତ୍ରର ଜପ କରିବା ଉଚିତ।

ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି ପାଞ୍ଚଟି ରାଶି, ମାର୍ଗଶିର ମାସ ଗୁରୁବାରରେ ଏହି କାର୍ଯ୍ୟ କଲେ ମା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ

ଏହି ମାସରେ ମଙ୍ଗଳକାର୍ଯ୍ୟ ବିଶେଷ ଲାଭ ଦେଇଥାଏ।
ଏହି ମାସରେ ଶ୍ରୀକୃଷ୍ଣଙ୍କର ଉପାସନା ଓ ପବିତ୍ର ନଦୀ ମାନଙ୍କରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ସନ୍ତାନ ପାଇଁ ବରଦାନ ମାଗିବା ଏହି ମାସରେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ମାସରେ କିର୍ତ୍ତନ କରିବା ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରେ।