ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ପୂର୍ବତନ କ୍ରିକେଟ ଖେଳାଳି ଅନିଲ କୁମ୍ବଲେ ଦର୍ଶନ ପରେ ମନ୍ଦିରକୁ ନେଇ କହିଲେ ଏପରିକିଛି

ଗତକାଲି ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଏବଂ ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକଜିତିଥିବା ଅଞ୍ଜୁ ବିବି ଜର୍ଜ। ଦୁଇଜଣ ଓଡ଼ିଶାରେ ପହଁଚି ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ। ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଅନିଲ କୁମ୍ବଲେ ସକାଳ ପ୍ରାୟ ୬ଟା ୨୦ରେ କୁମ୍ବଲେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ କୁମ୍ବଲେ
 
ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ପୂର୍ବତନ କ୍ରିକେଟ ଖେଳାଳି ଅନିଲ କୁମ୍ବଲେ ଦର୍ଶନ ପରେ ମନ୍ଦିରକୁ ନେଇ କହିଲେ ଏପରିକିଛି

ଗତକାଲି ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଏବଂ ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକଜିତିଥିବା ଅଞ୍ଜୁ ବିବି ଜର୍ଜ। ଦୁଇଜଣ ଓଡ଼ିଶାରେ ପହଁଚି ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ।

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ପୂର୍ବତନ କ୍ରିକେଟ ଖେଳାଳି ଅନିଲ କୁମ୍ବଲେ ଦର୍ଶନ ପରେ ମନ୍ଦିରକୁ ନେଇ କହିଲେ ଏପରିକିଛି

ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଅନିଲ କୁମ୍ବଲେ ସକାଳ ପ୍ରାୟ ୬ଟା ୨୦ରେ କୁମ୍ବଲେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ କୁମ୍ବଲେ ସ୍ତ୍ରୀଙ୍କ ସହ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ବେଢ଼ା ପରିସର ଅନ୍ୟାନ୍ୟ ମନ୍ଦିର ମଧ୍ୟ ବୁଲି ଦେଖିଥିଲେ। ଦର୍ଶନ ସାରି ଫେରିବା ପରେ  କୁମ୍ବଲେ କହିଥିଲେ ଯେ, ମହାପ୍ରଭୁଙ୍କୁ ଦର୍ଶନ କରି  ବହୁତ ଖୁସି ଲାଗୁଛି। ମନ୍ଦିରର କାରୁକାର୍ଯ୍ୟ ଅତି ସୁନ୍ଦର। ପୁଅର ଜନ୍ମଦିନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଅର ଶୁଭକାମନା କରିଛି।