ପ୍ରିୟଙ୍କା ତାଙ୍କ ବିବାହ ରେ ପିନ୍ଧିଲେ ୨୨ କେରେଟ ର ଗହଣା, ଏହାକୁ ୧୧୦ ଜଣ କାରିଗର ୧୫୫ ଦିନରେ କରିଥିଲେ।

ପ୍ରିୟଙ୍କା ଚୋପଡା ଓ ନିକ ଜୋନସ ଙ୍କ ବିବାହ ପରେ ଅନେକ ବିବାହ ଫୋଟ ଶୋସିଆଲ ମିଡିଆ ରେ ଭାୟରାଲ ହେବାରେ ଲାଗିଛି। ଏହା ସହ ବିବାହ ସମ୍ବନ୍ଧିତ ଅନେକ ଛୋଟ ବଡ ସୂଚନା ସାମ୍ନା କୁ ଆସୁଛି। ଡିଜାଇନର ସବ୍ଯସାଚୀ ପ୍ରିୟଙ୍କା ଙ୍କ ପାଇଁ ହିନ୍ଦୁ ବିବାହ ବିଧି ରେ ପିନ୍ଧିବା ପାଇଁ ରେଡ ଲହେଂଗା ଓ ମଂଗଳସୂତ୍ର ରଲତିଆରି କରୁଥିବା ର ଭିଡିଓ ଇଷ୍ଟାଗ୍ରାମ ରେ ସେୟାର କରିଛନ୍ତି। ଏହାକୁ ବନେଇବା ପାଇଁ ୧୫୫
 
ପ୍ରିୟଙ୍କା ତାଙ୍କ ବିବାହ ରେ ପିନ୍ଧିଲେ ୨୨ କେରେଟ ର ଗହଣା, ଏହାକୁ ୧୧୦ ଜଣ କାରିଗର ୧୫୫ ଦିନରେ କରିଥିଲେ।

ପ୍ରିୟଙ୍କା ଚୋପଡା ଓ ନିକ ଜୋନସ ଙ୍କ ବିବାହ ପରେ ଅନେକ ବିବାହ ଫୋଟ ଶୋସିଆଲ ମିଡିଆ ରେ ଭାୟରାଲ ହେବାରେ ଲାଗିଛି। ଏହା ସହ ବିବାହ ସମ୍ବନ୍ଧିତ ଅନେକ ଛୋଟ ବଡ ସୂଚନା ସାମ୍ନା କୁ ଆସୁଛି। ଡିଜାଇନର ସବ୍ଯସାଚୀ ପ୍ରିୟଙ୍କା ଙ୍କ ପାଇଁ ହିନ୍ଦୁ ବିବାହ ବିଧି ରେ ପିନ୍ଧିବା ପାଇଁ ରେଡ ଲହେଂଗା ଓ ମଂଗଳସୂତ୍ର ରଲତିଆରି କରୁଥିବା ର ଭିଡିଓ ଇଷ୍ଟାଗ୍ରାମ ରେ ସେୟାର କରିଛନ୍ତି। ଏହାକୁ ବନେଇବା ପାଇଁ ୧୫୫ ଦିନ(୩୭୨୦ ଘଣ୍ଟା) ଲାଗିଥିଲା।

ପ୍ରିୟଙ୍କା ତାଙ୍କ ବିବାହ ରେ ପିନ୍ଧିଲେ ୨୨ କେରେଟ ର ଗହଣା, ଏହାକୁ ୧୧୦ ଜଣ କାରିଗର ୧୫୫ ଦିନରେ କରିଥିଲେ।

ଏହା ୧୧୦ ଜଣ କାରିଗର ଙ୍କ ସହାୟତା ରେ ସମ୍ପୂର୍ଣ ହୋଇଛି। ଏହା ଉପରେ ପ୍ରିୟଙ୍କା ଙ୍କ ମାତୃଭାଷା ରେ ଓ ଦେବନଗରୀ ଭାଷା ରେ ପ୍ରିୟଙ୍କା ଙ୍କ ସ୍ବାମି (ନିକ) ଓ ତାଙ୍କ ପ୍ଯାରେଣ୍ଟସ ଙ୍କ ନାମ ଲେଖା ହୋଇଥିଲା। ହିନ୍ଦୁ ବିବାହ ସମୟ ରେ ପ୍ରିୟଙ୍କା ଜାପାନୀ ନିତି ସହ ୨୨ କ୍ଯାରେଟ ସୁନା ର ମୋଗଲ ଗହଣା ପରିଧାନ କରିଥିଲେ। ଭାରତୀୟ ବିବାହ ପରେ କନ୍ଯା ନିଜର ସରନେମ ବଦଳାଇ ଦିଏ।

ପ୍ରିୟଙ୍କା ତାଙ୍କ ବିବାହ ରେ ପିନ୍ଧିଲେ ୨୨ କେରେଟ ର ଗହଣା, ଏହାକୁ ୧୧୦ ଜଣ କାରିଗର ୧୫୫ ଦିନରେ କରିଥିଲେ।

ପ୍ରିୟଙ୍କା ନିଜର ସରନେମ ବଦଳାଇ ପ୍ରିୟଙ୍କା ଚୋପଡା ଜୋନସ ଲେଖିବା ଆରମ୍ଭ କରିଦେଲେଣି। ଏହି ବିଷୟ ରେ ସେଲିବ୍ରେଟି ନ୍ଯୁମେରୋଲଜିଷ୍ଟ ସଂଜୟ ଜୁବାନୀ ଙ୍କ ଠାରୁ ପରାମର୍ଶ ନେଇଛନ୍ତି, ସେ ସୋନମ ଙ୍କୁ ମଧ୍ଯ ପରାମର୍ଶ ଦେଇଥିଲେ। ସଂଜୟ ଦୈନିକ ଭାଷ୍କରେ ଦେଇ ଥବା ଇଣ୍ଟରଭ୍ଯୁରେ କହିଛନ୍ତି। ପ୍ରିୟଙ୍କା ଙ୍କ ବାର୍ଥ ଡେଟ ରେ ୯ ସଂଖ୍ଯା ଟି ୨ ଥର ଆସୁଛି (୧୮+୭+୧୯୮୨=୯) ଓ (୧+୮=୯)। ସେ ୩୬ ବର୍ଷ ରେ ବିବାହ କଲେ। ଏହା ମୁଁ ୧୩ ବର୍ଷ ଆଗରୁ କହିଥିଲି। ୨୭ ବର୍ଷ ତାଙ୍କ ପାଇଁ ବହୁତ କମ ବୟସ କାରଣ ସେ ବହୁତ ମହତ୍ବପୂର୍ଣ। ଏଥିପାଇଁ ବିବାହ ୩୬ ବର୍ଷ ରେ ହେଲା।

ପ୍ରିୟଙ୍କା ତାଙ୍କ ବିବାହ ରେ ପିନ୍ଧିଲେ ୨୨ କେରେଟ ର ଗହଣା, ଏହାକୁ ୧୧୦ ଜଣ କାରିଗର ୧୫୫ ଦିନରେ କରିଥିଲେ।

ରାଁଲ୍ଫ ଲୈରେନ ଙ୍କ ଡିଜାଇନ ଗାଉନ ୭୬ ଫୁଟ ଲମ୍ବା ବେଲ ସହ ପ୍ରିୟଙ୍କା ହ୍ବାଇଟ ଆଉଟଫିଟ ରେ ବେନ୍ଯୁ ରେ ପହଁନ୍ଚି ଥିଲେ। ଏହି ସମୟ ରେ ତାଙ୍କ ମା ମଧୁ ଚୋପଡା ତାଙ୍କ ସହ ଥିଲେ। ରାଲ୍ଫ ଙ୍କ ଟିମ ପ୍ରିୟଙ୍କା ଓ ନିକ ଙ୍କ ପରିବାର ପାଇଁ ମଧ୍ଯ ଡ୍ରେସ ଡିଜାଇନ କରିଥିଲେ।