ଏକମାତ୍ର ଝିଅର ବାହାଘର ପୂର୍ବରୁ ମୁକେଶ ଅମ୍ବାନୀ କଲେ ଏପରି ମହାନ୍ କାମ ଯାହା ପାଇଁ ପୂରା ଦେଶ କରୁଛି ତାଙ୍କର ପ୍ରଶଂସା

କୋଟିପତି ମୁକେଶ ଅମ୍ବାନୀ ଙ୍କ ଝିଅ ଈଶା ଙ୍କ ବିବାହ ପୂର୍ବ କାର୍ଯକ୍ରମ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏଥିରେ ସାମିଲ ହେବାକୁ ଦେଶବିଦେଶ ର ଅତିଥି ଉଦୟ ପୁର ଆସିଛନ୍ତି। ଉଦୟପୁର ର ଡବୋକ ଏୟାର ପୋର୍ଟ ରେ ଶୁକ୍ରବାର ରାତି ଯାଏ ୯୦ ପ୍ଲାଇଟ ପହଁନ୍ଚଛି। ଏଥିମଧ୍ଯରୁ ୫୦ ଟି ଚାଟାର୍ଡ ଫ୍ଲାଇଟ ଓ ୪୦ ଟି ନିୟୋମିତ ପ୍ଲାଇଟ। ଶନିବାର ଓ ରବିବାର ମଧ୍ଯ ଅତିଥି ଆସିବା ଲାଗିରହିଛି। ଏଥି ମଧ୍ଯରେ ହୋଲିଉଡ
 
ଏକମାତ୍ର ଝିଅର ବାହାଘର ପୂର୍ବରୁ ମୁକେଶ ଅମ୍ବାନୀ କଲେ ଏପରି ମହାନ୍ କାମ ଯାହା ପାଇଁ ପୂରା ଦେଶ କରୁଛି ତାଙ୍କର ପ୍ରଶଂସା

କୋଟିପତି ମୁକେଶ ଅମ୍ବାନୀ ଙ୍କ ଝିଅ ଈଶା ଙ୍କ ବିବାହ ପୂର୍ବ କାର୍ଯକ୍ରମ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏଥିରେ ସାମିଲ ହେବାକୁ ଦେଶବିଦେଶ ର ଅତିଥି ଉଦୟ ପୁର ଆସିଛନ୍ତି। ଉଦୟପୁର ର ଡବୋକ ଏୟାର ପୋର୍ଟ ରେ ଶୁକ୍ରବାର ରାତି ଯାଏ ୯୦ ପ୍ଲାଇଟ ପହଁନ୍ଚଛି। ଏଥିମଧ୍ଯରୁ ୫୦ ଟି ଚାଟାର୍ଡ ଫ୍ଲାଇଟ ଓ ୪୦ ଟି ନିୟୋମିତ ପ୍ଲାଇଟ। ଶନିବାର ଓ ରବିବାର ମଧ୍ଯ ଅତିଥି ଆସିବା ଲାଗିରହିଛି।

ଏକମାତ୍ର ଝିଅର ବାହାଘର ପୂର୍ବରୁ ମୁକେଶ ଅମ୍ବାନୀ କଲେ ଏପରି ମହାନ୍ କାମ ଯାହା ପାଇଁ ପୂରା ଦେଶ କରୁଛି ତାଙ୍କର ପ୍ରଶଂସା

ଏଥି ମଧ୍ଯରେ ହୋଲିଉଡ ର ଗାୟକ ବିୟୋଂସେ ନୋଲ୍ସ ମଧ୍ଯ ଏୟାର ପୋର୍ଟ ରେ ନଜର ଆସିଛନ୍ତି। ସେ ଏହି କାର୍ଯକ୍ରମ ରେ ଫର୍ଫମ କରି ପାରନ୍ତି। ଏହି କାର୍ଯକ୍ରମ ରେ ୧୮୦୦ ଅତିଥି ଆସିଛନ୍ତି।୧୫୦୦ ଅତିଥି ଚାଟାର୍ଡ ପ୍ଲେନ ରେ ଆସିଥିବା ବେଳେ ଅନ୍ଯମାନେ ସାଧାରଣ ବିମାନ ରେ ଆସିଛନ୍ତି। ଅତିଥି ମାନଙ୍କୁ ଉଦୟ ପୁର ରେ ପହଁନ୍ଚାଇବା ପାଇଁ ନିଜୀ କଂମ୍ପାନୀ ୯୨ ଟି ଚାଟାର୍ଡ ପ୍ଲେନ ଯୋଗାଇଛନ୍ତି।

ଏକମାତ୍ର ଝିଅର ବାହାଘର ପୂର୍ବରୁ ମୁକେଶ ଅମ୍ବାନୀ କଲେ ଏପରି ମହାନ୍ କାମ ଯାହା ପାଇଁ ପୂରା ଦେଶ କରୁଛି ତାଙ୍କର ପ୍ରଶଂସା

ମୁକେଶ ଅମ୍ବାନୀ ଓ ଅଜୟ ପରିମଳ ଙ୍କ ପରିବାର ଶୁକ୍ରବାର ନାରାୟଣ ସେବା ସଂସ୍ଥା ରେ ପହଁନ୍ଚିଛନ୍ତି। ସେଠାରେଥିବା ଦିବ୍ଯାଂଗ ଙ୍କୁ ଭୋଜନ କରାଇଲେ। ନିମନ୍ତ୍ରଣ ପତ୍ର ଅନୁଯାୟୀ ୩ଟି କାର୍ଯ୍ଯକ୍ରମ ହେବ।ସଂନ୍ଧ୍ଯା ୫ ରେ ମହାଆରତୀ। ଏହା ପରେ ରାତ୍ରୀ ଭଜନ ର ବ୍ଯବସ୍ଥା ରହିଛି। ରାତ୍ରୀଭଜନ ପରେ ସଂଗିତ କାର୍ଯ୍ଯକ୍ରମ ରହିଛି।ରବିବାର ଟ୍ନାଇଡେଂଟ ଲାଁସ୍ନ ରେ ଅମ୍ବାନୀ ପରିବାର ତରଫରୁ ସ୍ବଦେଶ ବଜାର ଲଗାଯିବ। ଏହାର ଉଦଘାଟନ ଈଶା କରିବେ। ହେଣ୍ଡିକ୍ଯାପ୍ଟ ଓ ଟେକ୍ସଟାଇଲ ସହ ଯୋଡିତ ପ୍ରୋଡକ୍ଟ କୁ ୧୦୮ ଟି ଟେଣ୍ଟ ଲଗାଯିବ।

ଏକମାତ୍ର ଝିଅର ବାହାଘର ପୂର୍ବରୁ ମୁକେଶ ଅମ୍ବାନୀ କଲେ ଏପରି ମହାନ୍ କାମ ଯାହା ପାଇଁ ପୂରା ଦେଶ କରୁଛି ତାଙ୍କର ପ୍ରଶଂସା

ଆମେରିକା ରୁ ହିଲେରୀ କ୍ଲିଂଟନ, ବେଦାଂତ ଗ୍ରୁପ ର ଚେୟାର ମ୍ଯାନଅନିଲ ଅଗ୍ରବାଲ, ସଲମାନ ଖାନ, କରନ ଜୈହର, ଅଖ୍ଯୟ କୁମାର, ବରୁଣ ଧବନ, ଶନିବାର ପହଁନ୍ଚିବେ ରବିବାର କାର୍ଯକ୍ରମ ରେ ଯୋଗ ଦେବା କୁ କୋଟିପତି ରତନ ଟାଟା, ଗୈତମ ଆଡାନୀ, କୁମାର ମଂଗଲମ ବିଡଲା ପହଁନ୍ଚିବେ। ବଚ୍ଚନ ପରିବାର ମଧ୍ଯ ଶନିବାର କୁ ଯୋଗ ଦେଇ ପାରନ୍ତି।