୨୦୦୦ ଟଙ୍କା ରେ ପିଲ୍ମ ରେ ଅଭିନୟ ଆରମ୍ଭ କରି କୋଟି କୋଟି ଟଙ୍କା ର ମାଲିକ ଏହି ଅଭିନେତା, ସହଜ ନଥିଲା ଜୀବନ ଯାତ୍ରା, ଆସନ୍ତୁ ଜାଣିବା

ରଜନୀ କାନ୍ତ ଓ ଅକ୍ଷୟ କୁମାର ଙ୍କ ପିଲ୍ମ 2.0 ନୂଆ ରେକର୍ଡ ସୃଷ୍ଟି କରିଛି। ଡାୟରେକ୍ଟର ଶଂକର ରଜନୀ କାନ୍ତ ଙ୍କୁ ଏହି ପିଲ୍ମ ପାଇଁ ୬୫ କୋଟି ଫିସ ଦେଇଛନ୍ତି। ସମୟ ଥିଲା ରଜନୀ କାନ୍ତ ୨୦୦୦ ଟଙ୍କା ରେ ପିଲ୍ମ କରୁଥିଲେ। ୨୦୦୭ ରେ “ଶିବାଜୀ ଦି ବସ” ପିଲ୍ମ ରେ ୨୬ କୋଟି ଫିସ ମିଳିଥିଲା। ୧୯୭୬ ରେ ବାଲଚଂଦର ଙ୍କ ପିଲ୍ମ “Moondru Mudichu” ରଜନୀ ଙ୍କ ୪ର୍ଥ ପିଲ୍ମ।
 
୨୦୦୦ ଟଙ୍କା ରେ ପିଲ୍ମ ରେ ଅଭିନୟ ଆରମ୍ଭ କରି କୋଟି କୋଟି ଟଙ୍କା ର ମାଲିକ ଏହି ଅଭିନେତା, ସହଜ ନଥିଲା ଜୀବନ ଯାତ୍ରା, ଆସନ୍ତୁ ଜାଣିବା

ରଜନୀ କାନ୍ତ ଓ ଅକ୍ଷୟ କୁମାର ଙ୍କ ପିଲ୍ମ 2.0 ନୂଆ ରେକର୍ଡ ସୃଷ୍ଟି କରିଛି। ଡାୟରେକ୍ଟର ଶଂକର ରଜନୀ କାନ୍ତ ଙ୍କୁ ଏହି ପିଲ୍ମ ପାଇଁ ୬୫ କୋଟି ଫିସ ଦେଇଛନ୍ତି। ସମୟ ଥିଲା ରଜନୀ କାନ୍ତ ୨୦୦୦ ଟଙ୍କା ରେ ପିଲ୍ମ କରୁଥିଲେ। ୨୦୦୭ ରେ “ଶିବାଜୀ ଦି ବସ” ପିଲ୍ମ ରେ ୨୬ କୋଟି ଫିସ ମିଳିଥିଲା।

୨୦୦୦ ଟଙ୍କା ରେ ପିଲ୍ମ ରେ ଅଭିନୟ ଆରମ୍ଭ କରି କୋଟି କୋଟି ଟଙ୍କା ର ମାଲିକ ଏହି ଅଭିନେତା, ସହଜ ନଥିଲା ଜୀବନ ଯାତ୍ରା, ଆସନ୍ତୁ ଜାଣିବା

୧୯୭୬ ରେ ବାଲଚଂଦର ଙ୍କ ପିଲ୍ମ “Moondru Mudichu” ରଜନୀ ଙ୍କ ୪ର୍ଥ ପିଲ୍ମ। ଏହି ପିଲ୍ମ ରେ ସେ ବଡ ରୋଲ ପାଇଥିଲେ। ଏହି ପିଲ୍ମ ରେ ନିଜ ଠାରୁ ୧୩ ବର୍ଷ ସାନ ଶ୍ରୀଦେବୀ ଙ୍କ ପୁଅ ରୋଲ କରିଥିଲେ। ଏହି ପିଲ୍ମ ରେ ଶ୍ରୀଦେବୀ ଙ୍କୁ ୫୦୦୦ ଟଙ୍କା ଫିସ ମିଳିଥିବା ବେଳେ ରଜନୀ ଙ୍କୁ ୨୦୦୦ ଟଙ୍କା ମିଳିଥିଲା। ସେହି ପିଲ୍ମ ରେ କମଲ ହସନ ବି ଥିଲେ ତାଙ୍କୁ ୩୦,୦୦୦ ଟଙ୍କା ଫିସ ମିଳିଥିଲା।

୨୦୦୦ ଟଙ୍କା ରେ ପିଲ୍ମ ରେ ଅଭିନୟ ଆରମ୍ଭ କରି କୋଟି କୋଟି ଟଙ୍କା ର ମାଲିକ ଏହି ଅଭିନେତା, ସହଜ ନଥିଲା ଜୀବନ ଯାତ୍ରା, ଆସନ୍ତୁ ଜାଣିବା

୧୯୭୫ ରେ ରଜନୀ ଙ୍କ ପ୍ରଥମ ପିଲ୍ମ “ଅପୂର୍ବ ମଂଗଳମ” ଥିଲା। ଯାହାର ଡାୟରେକ୍ଟର ବାଲଚଂଦର ଥିଲେ। ସେହି ପିଲ୍ମ ର ଲିଡ ରେଲ ରେ କମଲ ହସନ ଥିଲେ। ସେହି ପିଲ୍ମ ରେ ଖୁବ କମ ସମୟ ପାଇଁ ରଜନୀ ଙ୍କ ଅଭିନୟ ଥିଲା। ସେହି ଅଭିନୟ ରେ ଯାଦୁ ରେ ସେ ବାଲଚଂଦର ଙ୍କ ମନ ଜିତି ପାରିଥିଲେ। ବାଲଚଂଦର ନିଜ ସହଯୋଗୀ ଅନଂଥୁ ଙ୍କୁ କହିଥିଲେ “ଏହି ଯୁବକ ଆଖିରେ ଅଭିନୟ ର ଜ୍ଜାଳା ଅଛି ସମୟ ଆସିବ ତାମିଲନାଡୁ ତାର ହେବ” ।

ରଜନିକାନ୍ତ ୨୦୧୭ ରୋଜଗାର ରେ ପଛେଇ ଯାଇଥିଲେ ମଧ୍ଯ ୨୦୧୮ ରେ ସବୁଠାରୁ ଅଧିକ ରୋଜଗାର କରିଥିବା ୧୦୦ ଜଣଙ୍କ ମଧ୍ଯ ରୁ ୧୪ ନମ୍ବର ରେ ଥିଲେ। ୩୬୦ କୋଟି ର ମାଲିକ ରଜନୀ ଙ୍କ ଜୀବନ ଶୈଳୀ ଅତିସାଧାରଣ। ତାଙ୍କୁ ଦେଖେଇହେବା ପସନ୍ଦ ନୁହେଁ। ଲେଖକ ରାମଚଂନ୍ଦନ ନିଜ ବହି ରେ “Rajnikanth-TheDefinutive Biography” ରେ ଜଣେଇଛନ୍ତି ରଜନୀ ନିଜର ରୋଜଗାର ର ଅଧା ଦାନ କରିଦିଅନ୍ତି। ରଜନୀ ସେହି ଅଭିନେତା ଙ୍କ ମଧ୍ଯରୁ ଜଣେ ଯେଉଁ ମାନେ ପିଲ୍ମ ନ ଚାଲିଲେ ନିଜର ଫିସ ଫେରାଇ ଦିଅନ୍ତି। ୨୦୦୨ ରେ ଚେନାଇ ରେ କିଣିଥିବା ଘର ର ବର୍ତ୍ତମାନ ର ମୂଲ୍ଯ ୩୫ କୋଟି। ୨.୫ କୋଟି ର ୩ ଟି କାର ମଧ୍ଯ ଅଛି।

୨୦୦୦ ଟଙ୍କା ରେ ପିଲ୍ମ ରେ ଅଭିନୟ ଆରମ୍ଭ କରି କୋଟି କୋଟି ଟଙ୍କା ର ମାଲିକ ଏହି ଅଭିନେତା, ସହଜ ନଥିଲା ଜୀବନ ଯାତ୍ରା, ଆସନ୍ତୁ ଜାଣିବା

ରଜନୀ କାନ୍ତ ଙ୍କ ଜନ୍ମ ୧୨ ଡିସେମ୍ବର ୧୯୫୦ ରେ କର୍ଣାଟକ ରେ ହୋଇଥିଲା। ସେ ତାଙ୍କ ବାପା-ମା ଜୀଜାବାଈ ଓ ରାମୋଜୀ ଙ୍କ ୪ର୍ଥ ସନ୍ତାନ। ବାପା ପୋଲିସ କନେଷ୍ଟବଳ ଥିଲେ। ରଜନୀ ୫ ବର୍ଷ ର ହୋଇଥିବା ବେଳେ ତାଙ୍କ ମା ଙ୍କ ର ନିଧନ ହୋଇଥିଲା। ରଜନୀ ଙ୍କ ମାତୃଭାଷା ମରାଠୀ। ସେ ନିଜ ର ପାଠ୍ଯକ୍ରମ ବେଙ୍ଗଲୁର ର ଆଚାର୍ଯ୍ଯ ବିଦ୍ଯାଳୟ ରେ ଆରମ୍ଭ କରିଥିଲେ। ତାଙ୍କର ପୁରା ନାମ ଶିବାଜୀରାବ ଗାୟକବାଡ। ପିଲ୍ମ କରିବା ପୂର୍ବ ରୁ ରଜନୀ ବସ କଣ୍ଡକ୍ଟର ଥିଲେ। ସେ ୨୬ ଫେବୃଆରୀ ୧୯୮୧ ର୍ ତିରୂପତି ରେ ଲତା ରଂଗଚାରୀ ଙ୍କୁ ବିବାହ କରିଥିଲେ। ତାଙ୍କ ର ଦୁଇଟି ଝିଅ ଐଶର୍ଯା ଓ ସୈନ୍ଦର୍ଯ୍ଯା। ତାଙ୍କ ସ୍ତ୍ରୀ ଏକ ସ୍କୁଲ ଚଲାନ୍ତି ଯାହାକି “ଦ ଆଶ୍ରମ” ନାମ ରେ ପରିଚିତ।