ଆଧାର କାର୍ଡ଼କୁ ଇଂରାଜୀରେ କଣ କୁହାଯାଏ? ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର

ଆଜିକାଲି ହେଉଛି କଂମ୍ପିଟେସନ୍ ଯୁଗ, ଗୋଟେ ଭଲ ଚାକିରୀ ପାଇବା ପାଇଁ ଲୋକମାନେ କେତେ ଯେ ପରିଶ୍ରମ ନ କରୁଛନ୍ତି। ଭଲ ଚାକିରୀର ଗୋଟେ ପୋଷ୍ଟ ପାଇଁ ହଜାର ହଜାର ଲୋକ ଆବେଦନ କରିଥାନ୍ତି ହେଲେ ଏତେଜଣଙ୍କ ମଧ୍ୟରେ ଇଣ୍ଟରଭ୍ୟୁରେ ସିଲେକ୍ଟ ହେବା କିଛି ସାମାନ୍ୟ କଥା ନୁହେଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ପ୍ରାୟ ଇଣ୍ଟରଭ୍ୟୁ ମାନଙ୍କରେ ପଚରା ଯାଉଥିବା କିଛି ସିଲେକ୍ଟଟିଭ୍ ପ୍ରଶ୍ନ ଆଣିଛୁ ଯାହା ଆପଣଙ୍କୁ ନିଶ୍ଚିତ ଦରକାର ହେବ। ପ୍ରଶ୍ନ:
 
ଆଧାର କାର୍ଡ଼କୁ ଇଂରାଜୀରେ କଣ କୁହାଯାଏ? ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର

ଆଜିକାଲି ହେଉଛି କଂମ୍ପିଟେସନ୍ ଯୁଗ, ଗୋଟେ ଭଲ ଚାକିରୀ ପାଇବା ପାଇଁ ଲୋକମାନେ କେତେ ଯେ ପରିଶ୍ରମ ନ କରୁଛନ୍ତି। ଭଲ ଚାକିରୀର ଗୋଟେ ପୋଷ୍ଟ ପାଇଁ ହଜାର ହଜାର ଲୋକ ଆବେଦନ କରିଥାନ୍ତି ହେଲେ ଏତେଜଣଙ୍କ ମଧ୍ୟରେ ଇଣ୍ଟରଭ୍ୟୁରେ ସିଲେକ୍ଟ ହେବା କିଛି ସାମାନ୍ୟ କଥା ନୁହେଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ପ୍ରାୟ ଇଣ୍ଟରଭ୍ୟୁ ମାନଙ୍କରେ ପଚରା ଯାଉଥିବା କିଛି ସିଲେକ୍ଟଟିଭ୍ ପ୍ରଶ୍ନ ଆଣିଛୁ ଯାହା ଆପଣଙ୍କୁ ନିଶ୍ଚିତ ଦରକାର ହେବ।

ପ୍ରଶ୍ନ: କିଛି ଦିନ ପୂର୍ବରୁ ଜାରି କରାଯାଇଥିବା ଗ୍ଲୋବାଲ୍ ଇନଡେକ୍ସ ୨୦୧୮ରେ ଭାରତର ସ୍ଥାନ କେତେ ନମ୍ବରରେ ଥିଲା?
ଉତ୍ତର: ୧୦୩ରେ

ପ୍ରଶ୍ନ: କେଉଁ ଖେଳାଳି ଏବେ ଏବେ ସଂଘାଇ ମାଷ୍ଟଟସ୍ ଓପନ ପୁସ୍ତକ ଲେଖିଥିଲେ?
ଉତ୍ତର: ନୋବାକ୍ ଜେକୋବିଜ୍

ପ୍ରଶ୍ନ: ଅନ୍ତରାଷ୍ଟ୍ରୀୟ ଗ୍ରାମୀଣ ମହିଳା ଦିବସ(international day of rural women) ପ୍ରତି ବର୍ଷ କେଉଁ ଦିନ ପାଳନ କରାଯାଇଥାଏ?
ଉତ୍ତର: ୧୫ ଅକ୍ଟୋବର

ପଶ୍ନ: କିଛିଦିନ ପୂର୍ବେ ଭାରତ କେଉଁ ଦେଶ ସହ ବ୍ୟାପାର ଓ ପୌଧେଗିକ ସହଯୋଗର ପ୍ରୋଟୋକଲ୍ ରେ ହସ୍ତାକ୍ଷର କରିଥିଲା?
ଉତ୍ତର: ଅଜରବେଜାନ୍

ପ୍ରଶ୍ନ: ଅନ୍ତରାଷ୍ଟ୍ରୀୟ ଆପଦା ନ୍ୟୁୟନିକରଣ ଦିବସ କେବେ ପାଳନ କରାଯାଇଥାଏ?
ଉତ୍ତର: ୧୩ ଅକ୍ଟୋବରରେ

ପ୍ରଶ୍ନ: କେଉଁ ଦେଶର ସରକାର ଏବେ ଏବେ ମୃତ୍ୟୁ ଦଣ୍ଡ ସମାପ୍ତର ଘୋଷଣା କରିଥିଲେ?
ଉତ୍ତର: ମାଲେସିଆ

ଆଧାର କାର୍ଡ଼କୁ ଇଂରାଜୀରେ କଣ କୁହାଯାଏ? ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର

ପ୍ରଶ୍ନ: ଆଧାର କାର୍ଡ଼କୁ ଇଂରାଜୀରେ କଣ କୁହାଯାଏ?
ଉତ୍ତର: Unique Identification Authority of India

ଶେଷରେ ଆପଣଙ୍କ ପାଇଁ ଏକ ପ୍ରଶ୍ନ-

ଆଧାର କାର୍ଡ଼କୁ ଇଂରାଜୀରେ କଣ କୁହାଯାଏ? ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର