ନିଜ ସଂଗୀତରେ ସମସ୍ତଙ୍କୁ ଦିୱାନା କରିବା ପରେ ଏବେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି ଅସୀମା ପଣ୍ଡା

ସଂଗୀତ ଦୁନିଆରେ ସମସ୍ତଙ୍କୁ ତାଙ୍କ ଗୀତର ଦିୱାନା କରିବା ପରେ ଏବେ ବଡ ପରଦା ମାନେ ସିନେମାରେ ପାଦ ଦେବାକୁ ଯାଉଛନ୍ତି ଓଡିଶାର ସବୁଠାରୁ ଲୋକପ୍ରିୟ ମହିଳା ସଂଗୀତ ଗାୟକ ଅସୀମା ପଣ୍ଡା। ନୂଆବର୍ଷରେ ରିଲିଜ୍ ହେବାକୁ ଯାଉଥିବା ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’ ଚଳଚ୍ଚିତ୍ରରେ ତାଙ୍କୁ ନିଆରା ଢଙ୍ଗରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଗୀତ ଗାଇବା ସହ ସେ ଅଭିନୟର ଯାଦୁ ଦେଖାଇବେ। ଯେଉଁଥିରେ କି ସେ ଏକ
 
ନିଜ ସଂଗୀତରେ ସମସ୍ତଙ୍କୁ ଦିୱାନା କରିବା ପରେ ଏବେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି ଅସୀମା ପଣ୍ଡା

ସଂଗୀତ ଦୁନିଆରେ ସମସ୍ତଙ୍କୁ ତାଙ୍କ ଗୀତର ଦିୱାନା କରିବା ପରେ ଏବେ ବଡ ପରଦା ମାନେ ସିନେମାରେ ପାଦ ଦେବାକୁ ଯାଉଛନ୍ତି ଓଡିଶାର ସବୁଠାରୁ ଲୋକପ୍ରିୟ ମହିଳା ସଂଗୀତ ଗାୟକ ଅସୀମା ପଣ୍ଡା। ନୂଆବର୍ଷରେ ରିଲିଜ୍‌ ହେବାକୁ ଯାଉଥିବା ଫିଲ୍ମ ‘ମାଲ୍‌ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’ ଚଳଚ୍ଚିତ୍ରରେ ତାଙ୍କୁ ନିଆରା ଢଙ୍ଗରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଗୀତ ଗାଇବା ସହ ସେ ଅଭିନୟର ଯାଦୁ ଦେଖାଇବେ।

ନିଜ ସଂଗୀତରେ ସମସ୍ତଙ୍କୁ ଦିୱାନା କରିବା ପରେ ଏବେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି ଅସୀମା ପଣ୍ଡା

ଯେଉଁଥିରେ କି ସେ ଏକ ମୁଖ୍ୟ ଚରିତ୍ର ରେ ଆସୁଛନ୍ତି ଅବଶ୍ୟ ତାଙ୍କ ଚରିତ୍ର ବହୁତ ଛୋଟ ଅଛି କାହାଣୀରେ କିନ୍ତୁ ବହୁତ ଦମଦାର ବୋଲି କହିଛନ୍ତି। ତେବେ ନାୟକ ହେଉଛନ୍ତି ଓଲିଯୁଡ଼ ର ପାଗଳପ୍ରେମୀ ସବ୍ୟସାଚୀ ଏବଂ ନାୟିକା ମୋଷ୍ଟ ଟ୍ୟାଲେଣ୍ଟେଡ ଏଲିନା। ନିଜେ ସବ୍ୟସାଚୀ ଏବଂ ଅସୀମା ଏକଥା ଜଣାଇଛନ୍ତି ଯେ ଆଗାମୀ ଚଳଚିତ୍ର ମାଲ ମହୁ ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି ରେ ଅସୀମା ଏକ ବିଶେଷ ଭୂମିକା ରେ ଆସୁଛନ୍ତି।

ନିଜ ସଂଗୀତରେ ସମସ୍ତଙ୍କୁ ଦିୱାନା କରିବା ପରେ ଏବେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି ଅସୀମା ପଣ୍ଡା

ଜାତୀୟସ୍ତରର ମ୍ୟୁଜିକ୍‌ କମ୍ପାନୀ ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବେ ଓଡ଼ିଆ ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛି। ଏହି ବ୍ୟାନରରେ ପ୍ରଥମ ସିନେମା ହେଲା ‘ମାଲ୍ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’। ଲେଡି ବାର୍ଡ ଏଣ୍ଟରଟେନମେଣ୍ଟ ସହଯୋଗରେ ଆମର ମ୍ୟୁଜିକ୍‌ ଏହି ସିନେମା ପ୍ରଯୋଜନା କରୁଛନ୍ତି। ଏଥିସହ ସିନେମାରେ ୨୦ ଜଣ ପ୍ରତିଭାବାନ ଭିନ୍ନକ୍ଷମ କଳାକାରଙ୍କୁ ନିଆଯାଉଥିବା ଜଣାପଡିଛି। କାରଣ ଫିଲ୍ମର କାହାଣୀରେ ସେଭଳି ଆବଶ୍ୟକତା ରହିଛି। ଏହି ସିନେମାରେ ନିଜେ ସବ୍ୟସାଚୀ ବି ଜଣେ ଭିନ୍ନକ୍ଷମ ଯୁବକ ଭୂମିକାରେ ଅଛନ୍ତି।