୨୮.୧୨.୨୦୧୮ ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟରେ ନୂଆ ସଉଦା ହେବ। ସଉଦାରୁ ଆଶା ଠୁଁ ଅଧିକ ଲାଭ ହେବ।

ମେଷ: ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ନୂଆ ଚାକିରି ମିଳିବାର ଯୋଗ ରହିଛି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ବୃଷ: ଦିନଟି ଆପଣଙ୍କ ଲାଗି ସହଜ ହେବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ଛାତ୍ରଙ୍କୁ ସଫଳତା ଲାଗି ପରିଶ୍ରମ ଅଧିକ କରିବାକୁ ହେବ। ମିଥୁନ: ପ୍ରଭାବଶାଳୀ
 
୨୮.୧୨.୨୦୧୮ ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟରେ ନୂଆ ସଉଦା ହେବ। ସଉଦାରୁ ଆଶା ଠୁଁ ଅଧିକ ଲାଭ ହେବ।

ମେଷ: ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ନୂଆ ଚାକିରି ମିଳିବାର ଯୋଗ ରହିଛି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ବୃଷ: ଦିନଟି ଆପଣଙ୍କ ଲାଗି ସହଜ ହେବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ଛାତ୍ରଙ୍କୁ ସଫଳତା ଲାଗି ପରିଶ୍ରମ ଅଧିକ କରିବାକୁ ହେବ।

ମିଥୁନ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ବ୍ୟବସାୟରେ ନୂଆ ସଉଦା ହେବ। ସଉଦାରୁ ଆଶା ଠୁଁ ଅଧିକ ଲାଭ ହେବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ। ପିଲାଙ୍କ ସହିତ ବାହାରକୁ ବୁଲି ଯିବେ।

କର୍କଟ: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ସମସ୍ୟାକୁ ନେଇ ମିତ୍ରଙ୍କ ସହିତ କଥାବାର୍ତ୍ତା କରନ୍ତୁ, ମନ ହାଲୁକା ହେବ। ନୂଆ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ଅଚାନକ ଧନଲାଭ ହେବ। ଛାତ୍ରମାନେ ପରୀକ୍ଷାରେ ଖୁବ୍‌ ଭଲ କରିବେ।

୨୮.୧୨.୨୦୧୮ ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟରେ ନୂଆ ସଉଦା ହେବ। ସଉଦାରୁ ଆଶା ଠୁଁ ଅଧିକ ଲାଭ ହେବ।

ସିଂହ : ଆଜିର ଦିନ ଆପଣ ଶରୀରରେ ସତେଜ ଏବଂ ପ୍ରସନ୍ନତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଅଧିକ ଘନିଷ୍ଠତା ଅନୁଭବ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଲଘୁ ପର୍ଯ୍ୟଟନ କିମ୍ବା ଯାତ୍ରା ହେବ। ଆର୍ଥିକ ଲାଭ ମିଳିବ।

କନ୍ୟା : ପରିବାରରେ ସୁଖ- ଶାନ୍ତି ଏବଂ କୁଟୁମ୍ବଜନମାନଙ୍କ ସହିତ ଆନନ୍ଦ ଆଜିର ଦିନକୁ ଖୁସି ବନାଇବ। ଆଜି ଆପଣଙ୍କ ମଧୁରବାଣୀର ଜାଦୁ ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବ। ଯାତ୍ରାର ସମ୍ଭାବନା ଅଛି। ମିଷ୍ଟାନ୍ନ ସହିତ ମନପସନ୍ଦ ଭୋଜନ ମିଳିବ। ଆମଦାନୀ-ରପ୍ତାନୀର ବ୍ୟାପାରରେ ଭଲ ସଫଳତା ମିଳିବ।

ତୁଳା : ଆଜି ଆପଣଙ୍କ ରଚନାତ୍ମକ ଶକ୍ତି ପ୍ରକଟ ହେବ। ସୃଜନାତ୍ମକ ପ୍ରବୃତ୍ତି କରିବେ। ବୈଚାରିକ ଦୃଢ଼ତାରେ ଆପଣଙ୍କ କାର୍ଯ୍ୟ ସଫଳ ବନିବ। ଅଲଙ୍କାର, ବସ୍ତ୍ର, ମଉଜ ସଉକର ସାଧନ ତଥା ମନୋରଞ୍ଜନ ପଛରେ ଆଜି ଅର୍ଥ ଖର୍ଚ୍ଚ କରିବେ।

ବିଚ୍ଛା : ଆଜିର ଦିନରେ ଆମୋଦ-ପ୍ରମୋଦ ତଥା ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ କରିବେ। ମାନସିକ ଚିନ୍ତା ଏବଂ ଶାରୀରିକ ଅସୁବିଧାରେ ଚିନ୍ତିତ ହେବେ। ଅନିୟନ୍ତ୍ରିତ ବାଣୀ କିମ୍ବା ବ୍ୟବହାର ଝଗଡ଼ାର କାରଣ ବନିପାରେ।

ଧନୁ: ପୂଜାର୍ଚ୍ଚନାରେ ଅଧିକ ଏକାଗ୍ରତା ଅନୁଭବ କରିବେ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ନୂଆ ବ୍ୟବସାୟରେ ବାପା ଓ ଭାଇଙ୍କ ସହଯୋଗ ମିଳିବ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମକର: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଭାବିଥିବା ସବୁ କାମ ପୂରା ହେବ। ଅଚାନକ ଧନଲାଭ ହେବ। ପ୍ରେମିକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ।

କୁମ୍ଭ : ଶାରୀରିକ ରୁପରେ ଅସୁସ୍ଥ ରହିବା ଉପରେ ମଧ୍ୟ ମାନସିକ ସୁସ୍ଥତା ବନାଇ ରଖିବେ। ଆଜି କାମ କରିବାର ଉତ୍ସାହ କମ ରହିବ। ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରହିବାକୁ ପଡ଼ିବ।

ମୀନ : ଆଜି ଆପଣଙ୍କ ଆକସ୍ମିକ ଧନଲାଭର ଯୋଗ ଅଛି। ମାନସିକ ତଥା ଶାରୀରିକ ଶ୍ରମ କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଥଣ୍ଡା, ଶ୍ୱାସର ଅସୁବିଧା, କାଶ ଏବଂ ପେଟରେ ଯନ୍ତ୍ରଣା କଷ୍ଟହେବ। ଖର୍ଚ୍ଚରେ ବୃଦ୍ଧି ହେବ।