ଗାର୍ଲଫ୍ରେଣ୍ଡ ନଥିବା ପୁଅମାନଙ୍କ ହୋଇଥାଏ ଏହି ପାଞ୍ଚ ବଡ ଫାଇଦା, ଜାଣିଲେ ଖୁସି ହୋଇଯିବେ

ସମୟ ବଦଳୁଛି, ଆଜିକାର ଯୁବପିଢି ନିଜ ଯୁବାବସ୍ଥାର ଆନନ୍ଦ ନେବା ପାଇଁ ସାଥିଟିକୁ ଚାହାଁନ୍ତି। ଆଜିକାର ପୁଅଝିଅ ମାନେ ଜୀବନର ମଜା ଉଠେଇବା ପାଇଁ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ରଖିବାକୁ ପସନ୍ଦ କରୁଛନ୍ତି। ତେଣୁ ପ୍ରତ୍ୟେକ ପୁଅ ଝିଅ ରିଲେସନସିପରେ ରହୁଛନ୍ତି। ଏହା ବର୍ତ୍ତମାନ ଏତେମାତ୍ରାରେ ଯୁବପିଢିଙ୍କୁ ଘାରିଛି ଯେ ଝିଅ ପଟେଇ ପାରୁନଥିବା ପୁଅମାନେ ନିଜକୁ ହୀନ ଭାବି ନିଜ ଜୀବନ ମଧ୍ୟ ହରେଇ ଦେଉଛନ୍ତି। ହେଲେ ବହୁତ୍ କମ ଜଣଙ୍କୁ ଜଣା ଗଲଫ୍ରେଣ୍ଡ ନ ଥିବାର
 
ଗାର୍ଲଫ୍ରେଣ୍ଡ ନଥିବା ପୁଅମାନଙ୍କ ହୋଇଥାଏ ଏହି ପାଞ୍ଚ ବଡ ଫାଇଦା, ଜାଣିଲେ ଖୁସି ହୋଇଯିବେ

ସମୟ ବଦଳୁଛି, ଆଜିକାର ଯୁବପିଢି ନିଜ ଯୁବାବସ୍ଥାର ଆନନ୍ଦ ନେବା ପାଇଁ ସାଥିଟିକୁ ଚାହାଁନ୍ତି। ଆଜିକାର ପୁଅଝିଅ ମାନେ ଜୀବନର ମଜା ଉଠେଇବା ପାଇଁ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ରଖିବାକୁ ପସନ୍ଦ କରୁଛନ୍ତି। ତେଣୁ ପ୍ରତ୍ୟେକ ପୁଅ ଝିଅ ରିଲେସନସିପରେ ରହୁଛନ୍ତି। ଏହା ବର୍ତ୍ତମାନ ଏତେମାତ୍ରାରେ ଯୁବପିଢିଙ୍କୁ ଘାରିଛି ଯେ ଝିଅ ପଟେଇ ପାରୁନଥିବା ପୁଅମାନେ ନିଜକୁ ହୀନ ଭାବି ନିଜ ଜୀବନ ମଧ୍ୟ ହରେଇ ଦେଉଛନ୍ତି। ହେଲେ ବହୁତ୍ କମ ଜଣଙ୍କୁ ଜଣା ଗଲଫ୍ରେଣ୍ଡ ନ ଥିବାର ଫାଇଦା। ଯାହା ବିଷୟରେ ଜାଣିବା ପରେ ଆପଣ ନିଶ୍ଚିତ କହିବେ ନୋ ଗାର୍ଲଫ୍ରେଣ୍ଡ ନୋ ଟେନସନ୍।

ଗାର୍ଲଫ୍ରେଣ୍ଡ ନଥିବା ପୁଅମାନଙ୍କ ହୋଇଥାଏ ଏହି ପାଞ୍ଚ ବଡ ଫାଇଦା, ଜାଣିଲେ ଖୁସି ହୋଇଯିବେ

୧) ନିଷ୍ପତି ନେବାର ସ୍ୱାଧୀନତା- ଯଦି ଆପଣଙ୍କର ଗାର୍ଲଫ୍ରେଣ୍ଡ ନାହିଁ ତେବେ ଆପଣ କିଛି ବି ଛୋଟ ବଡ ନିଷ୍ପତ୍ତି ଯେଉଁଥିରେ ଘର ଲୋକଙ୍କ ଆବଶ୍ୟକ ପଡେନି ସେପରି ନିଷ୍ପତ୍ତି ନିଜ ଇଚ୍ଛାରେ ନେଇ ପାଇପାରିବେ। ହଁ ବାପା ମାଆଙ୍କ ଦ୍ୱାରା ଆପଣ ନିଷ୍ପତ୍ତି ନେବେ ହେଲେ ଗାର୍ଲଫ୍ରେଣ୍ଡ ନାମକ ଜିନିଷରୁ ତ ମୁକ୍ତି ମିଳିଯିବ ନା।

ଗାର୍ଲଫ୍ରେଣ୍ଡ ନଥିବା ପୁଅମାନଙ୍କ ହୋଇଥାଏ ଏହି ପାଞ୍ଚ ବଡ ଫାଇଦା, ଜାଣିଲେ ଖୁସି ହୋଇଯିବେ

୨)ସମୟ ବଞ୍ଚିବା- ସମୟ ବଡ ମୁଲ୍ୟବାନ। ଗାର୍ଲଫ୍ରେଣ୍ଡ ଯେଉଁମାନଙ୍କ ଅଛି ସେମାନେ ନିଜର ଅନେକ ସମୟ ତାଙ୍କ ପଛରେ ଅତିବାହିତ କରନ୍ତି। ସେମାନେ ସମୟ ନିଜ ପାଇଁ ଦେଇ ପାରନ୍ତିନି। ସେମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଚାଟିଗଂରେ କରିଥାନ୍ତି। ତେଣୁ ଗାର୍ଲଫ୍ରେଣ୍ଡ ନଥିବା ପୁଅମାନେ ଅଧିକ ସମୟ ପାଇଥାନ୍ତି ଯାହା ପାଇଁ ସେମାନେ ନିଜ ଜୀବନରେ କିଛି ଭଲ କରିବାକୁ ସମୟ ପାଆନ୍ତି।

ଗାର୍ଲଫ୍ରେଣ୍ଡ ନଥିବା ପୁଅମାନଙ୍କ ହୋଇଥାଏ ଏହି ପାଞ୍ଚ ବଡ ଫାଇଦା, ଜାଣିଲେ ଖୁସି ହୋଇଯିବେ

୩)ଘରେ ମିଛ କହିବାକୁ ପଡିନଥାଏ- ଯାହାଙ୍କ ଗାର୍ଲଫ୍ରେଣ୍ଡ ନାହିଁ ସେମାନଙ୍କୁ ଘରେ ମିଛ କହି କିଛି କରିବାକୁ କେବେବି ଦରକାର ପଡିନଥାଏ। କାରଣ ଗାର୍ଲଫ୍ରେଣ୍ଡ ଥିଲେ ଆପଣଙ୍କୁ ଅନେକ କାମ ପାଇଁ ଘରେ ମିଛ କହିବାକୁ ପଡିବ ଯାହା ଆଗାମୀ ସମୟରେ ବଡ ସମସ୍ୟାରେ ପରିଣତ ହୋଇଥାଏ।

ଗାର୍ଲଫ୍ରେଣ୍ଡ ନଥିବା ପୁଅମାନଙ୍କ ହୋଇଥାଏ ଏହି ପାଞ୍ଚ ବଡ ଫାଇଦା, ଜାଣିଲେ ଖୁସି ହୋଇଯିବେ

୪)ଟଙ୍କାର ଖର୍ଚ- ଏହି କଥା ତ ଆପଣ ଭଲ ଭାବରେ ଜାଣିଥିବେ ଯେ ଯଦି ଆପଣ ଆପଣଙ୍କ ଗାର୍ଲଫ୍ରେଣ୍ଡ ପଛରେ ଟଙ୍କା ଖର୍ଚ୍ଚ କରିବେନି ତେବେ ସେ ଆପଣଙ୍କ ସହ ରହିବାକୁ ପସନ୍ଦ କରିବନି। ତେଣୁ ଆପଣ ଯଦି ନିଜ ପକେଟ ମନିକୁ ସଞ୍ଚୟ କରି ନିଜ ପାଇଁ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ତେବେ ଗାର୍ଲଫ୍ରେଣ୍ଡ ଶଦ୍ଦରୁ ଦୂରେଇ ରୁହନ୍ତୁ।

ଗାର୍ଲଫ୍ରେଣ୍ଡ ନଥିବା ପୁଅମାନଙ୍କ ହୋଇଥାଏ ଏହି ପାଞ୍ଚ ବଡ ଫାଇଦା, ଜାଣିଲେ ଖୁସି ହୋଇଯିବେ

୫)ସମାଜରେ ଓ ଘରେ ଇଜ୍ଜତ- ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ନାହିଁ ତେବେ ଆପଣଙ୍କ ବାହାରେ ଓ ଘରେ ଇଜ୍ଜତ ବଢିବ। କାହିଁକି ନା ଗାର୍ଲଫ୍ରେଣ୍ଡ ନଥିବାରୁ ଆପଣ ନିଜ ଖାଲି ସମୟ ଘର ଲୋକଙ୍କ ସହ କାଟିପାରିବେ। ଯାହା କାରଣରୁ ଘର ଲୋକଙ୍କୁ ଆପଣଙ୍କ ଉପରେ ବିଶ୍ୱାସ ବଢିବ।