ମଲାଇକା ଆରୋଡା ଓ ଅର୍ଜୁନ କପୁର ଙ୍କ ଯୋଡି ଅଛି ପୁଣି ଚର୍ଚା ରେ, ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଫୋଟୋ..

ବାର ବର୍ଷ ରେ ସାନ ଥିବା ଅର୍ଜୁନ କାପୁର ଙ୍କ ସହ ଦିନର୍ ଡେଟ ରେ ଯାଇଥିବା ମଲାଇକା ଆରୋଡା ସହ ଏକାଠି ଦେଖି ଏକ ସୋସିଆଲ ମିଡିଆ ବ୍ୟବହାର କାରି କହୁଛନ୍ତି ଏମାନେ ହେଉଛନ୍ତି ସବୁଠାରୁ ବାକବସ୍ ଯୋଡ଼ି । ଆଜିକାଲି ସୋସିଆଲ ମେଡିଆ ରେ ଏହି ଦୁଇ ଫିଲ୍ମ ଷ୍ଟାର ମଲାଇକା ଆରୋଡା ଏବଂ ଅର୍ଜୁନ କପୂର ଙ୍କ ସହିତ ବୁଲାବୁଲି କରୁଥିବା ଭିଡ଼ିଓ ଭାଇରଏଲ ହେବାର ଦେଖି ବାକୁ ମିଳୁଛି । ଏକ
 
ମଲାଇକା ଆରୋଡା ଓ ଅର୍ଜୁନ କପୁର ଙ୍କ ଯୋଡି ଅଛି ପୁଣି ଚର୍ଚା ରେ, ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଫୋଟୋ..

ବାର ବର୍ଷ ରେ ସାନ ଥିବା ଅର୍ଜୁନ କାପୁର ଙ୍କ ସହ ଦିନର୍ ଡେଟ ରେ ଯାଇଥିବା ମଲାଇକା ଆରୋଡା ସହ ଏକାଠି ଦେଖି ଏକ ସୋସିଆଲ ମିଡିଆ ବ୍ୟବହାର କାରି କହୁଛନ୍ତି ଏମାନେ ହେଉଛନ୍ତି ସବୁଠାରୁ ବାକବସ୍ ଯୋଡ଼ି । ଆଜିକାଲି ସୋସିଆଲ ମେଡିଆ ରେ ଏହି ଦୁଇ ଫିଲ୍ମ ଷ୍ଟାର ମଲାଇକା ଆରୋଡା ଏବଂ ଅର୍ଜୁନ କପୂର ଙ୍କ ସହିତ ବୁଲାବୁଲି କରୁଥିବା ଭିଡ଼ିଓ ଭାଇରଏଲ ହେବାର ଦେଖି ବାକୁ ମିଳୁଛି ।

ମଲାଇକା ଆରୋଡା ଓ ଅର୍ଜୁନ କପୁର ଙ୍କ ଯୋଡି ଅଛି ପୁଣି ଚର୍ଚା ରେ, ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଫୋଟୋ..

ଏକ ସୋସିଆଲ ମିଡ଼ିଆ ବ୍ୟବହାର କାରୀ କଣଙ୍କ କହିଛନ୍ତି ଯେ ବଲିଉଡ୍ ଚଳଚ୍ଚିତ୍ର ଜଗତର ଏହି ଦୁଇ ଜଣ ସବୁଠାରୁ ବକଵାସ ଯୋଡି । ଏହି ଫିଲ୍ମ ଷ୍ଟାର ଦୁହିଁ ଙ୍କୁ ଗତ କିଛି ଦିନ ତଳେ ବାନ୍ଦ୍ରା ସ୍ତିତ ଏକେ ଏକ ହୋଟେଲ ବାହାରେ ରେ ଦେଖି ବାକୁ ମିଳିଥିଲା ଯାହା ସୋସିଆଲ ମିଡିଆ ରେ ଭାଇରାଲ୍ ହେବାକୁ ଲାଗିଛି । ଏକ ପ୍ରେସ୍ର କନଫରେନ୍ସ ରେ ଫୋଟୋ ଗ୍ରଫର ଙ୍କୁ କୌଣସି ପ୍ରକାର ମନ୍ତ୍ୟବ ଦେଇ ନଥିବା ଜଣା ପଡିଛି । ଏହି ଦୁଇ ଫିଲ୍ମ ଷ୍ଟାର ଆଗରୁ ଏମିତି ଅନେକ ଭିଡ଼ିଓ ଯାହା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ମଲାଇକା ଆରୋଡା ଓ ଅର୍ଜୁନ କପୁର ଙ୍କ ଯୋଡି ଅଛି ପୁଣି ଚର୍ଚା ରେ, ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଫୋଟୋ..

ଏମାନଙ୍କୁ ଦେଖି ସୋସିଆଲ ମିଡିଆ ବ୍ୟବହାର କାରୀ ମାଯାକ୍ ଉଡାଉ ଛନ୍ତି। ଏକ ବ୍ୟବହାର କାରୀ କମେଣ୍ଟ କରି କହୁଛନ୍ତି ଯେ, ଏହି ଦୁଇ ଜଣ ଫିଲ୍ମ୍ ଜଗତର ସବୁଠାରୁ ବଡ଼ ବାକବାସ୍ ଯୋଡ଼ି ଏବଂ ବହୁତ୍ ଲୋକେ ଭଲ ଯୋଡ଼ି ଭାବେ କମେଣ୍ଟ୍ ବି କରିଛନ୍ତି । ଏମିତି ବହୁତ୍ ବି କମେଣ୍ଟ ଅଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏକ ଇଣ୍ଟରଭିୟୁ ରେ ଫୋଠୋଗ୍ରଫର୍ ଙ୍କୁ ସାମ୍ନା କରି ମାଲାଇକା ତାଙ୍କ ବ୍ୟକ୍ତିଗତ ଜବନ ବିଷୟରେ ଜଣେଇବାକୁ ମନା କରିଥିବା ଜଣା ପଡିଛି। ଏବଂ ଏହି ଯୋଡି ୨୦୧୯ ମସିହାରେ ବିବାହ କରିବେ ବୋଲି ସୋସିଆଲ ମିଡିଆରେ ଭାଈରାଲ୍ ହେବା ରେ ଲାଗିଛି । ଏବଂ ଦୁହେଁ ଏକ ଫ୍ଲାଟ୍ ବି କିଣିଥିବା ସୁଚନା ମିଳୁଛି।